Browsing Tag

New Zealand

ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ନ୍ୟୁଜିଲ୍ୟାଣ୍ଡରେ ରାଷ୍ଟ୍ରପତି

ନ୍ୟୁଜିଲ୍ୟାଣ୍ଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତିନି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ସେ ରାଜ୍ୟପାଳ-ଜେନେରାଲ ଡେମ ସିନ୍ଦି କିରୋ, ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀଙ୍କୁ…
Read More...

କିକ୍ରେଟ ବିଶ୍ୱକପ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରୁଛି ନ୍ୟୁଜଲ୍ୟାଣ୍ଡ

ବେଙ୍ଗାଲୁରୁ:ବେଙ୍ଗରଲୁରୁ ସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁ ମୁହିଁ ହୋଇଛନ୍ତି ନ୍ୟୁଜଲ୍ୟାଣ୍ଡକୁ ଶ୍ରୀଲଙ୍କା । କିକ୍ରେଟ ବିଶ୍ୱକପ ଦିନିକିଆ ମ୍ୟାଚରେ ଟସ ଜିତି ବୋଲିଙ୍ଗ କରୁଛି ନ୍ୟୁଜଲ୍ୟାଣ୍ଡ । ବିପକ୍ଷରେ ଶ୍ରୀଲଙ୍କା ଟିମ ବ୍ୟାଟିଙ୍ଗ କରୁଛି । ସୂଚନା ଅନୁଯାଇ ୭ ଓଭରରେ ୩ଟି…
Read More...

ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି ଦକ୍ଷିଣ ଆଫ୍ରିକା

ପୁଣେ: ପୁଣେ ର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ  କ୍ରିକେଟ ଷ୍ଟାଡିୟମରେ ଆଇସିସି ବିଶ୍ୱକପର ଚାଲିଛି ଏକ ମ୍ୟାଚ  । ଯେଉଁ ଥିଲେ ମୁହାମୁହିଁ  ଲଢୁଛନ୍ତି ନ୍ୟୁଜିଲାଣ୍ଡ -ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚରେ ପ୍ରଥ ଇନିଂସ ଶେଷ ହୋଇଥିବା ବେଳେ  ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି…
Read More...

ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପର ଝଟକା ଅନୁଭୂତ

ନୂଆଦିଲ୍ଲୀ : ଥରିଲା ନ୍ୟୁଜିଲ୍ୟାଣ୍ଡ । ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଅନୁଭୁତ ହୋଇଛି । ଏହାର ତିବ୍ରତା ରେକ୍ଟର ସ୍କେଲରେ ୫.୬ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା କୁହାଯାଉଛି । ଏହା ଖ୍ରୀଷ୍ଟଚର୍ଚର ପ୍ରାୟ ୧୨୪ କିଲୋମିଟର ପଶ୍ଚିମ କେନ୍ଦ୍ରୀୟ ଦକ୍ଷିଣ…
Read More...

ଝିଅ ସହ କ୍ରିକେଟ ଖେଳିଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର୍ କେନ୍ ୱିଲିୟମସନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଦଳର ଖେଳାଳି କେନ୍ ୱିଲିୟମସନ ତାଙ୍କ ଝିଅ ସହିତ ଘରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିରେ ବାପା ଝିଅଙ୍କର…
Read More...

ନ୍ୟୁଜିଲାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ; ହଷ୍ଟେଲର ୧୦ ଅନ୍ତେବାସୀ ଜଳିଗଲେ

ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଂଟନରେ ଏକ ଚାରି ମହଲା ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ନିଖୋଜ ଥିବା ଜଣାପଡ଼ିଛି । ୱେଲିଂଟନସ୍ଥିତ ଏହି ହଷ୍ଟେଲରେ ପ୍ରାୟ ୯୦ରୁ ଉଦ୍ଧ୍ୱର୍ ଅନ୍ତେବାସୀ ରହୁଥିବା ବେଳେ ଗତ ରାତିରେ ହଷ୍ଟେଲର ତୃତୀୟ ମହଲାରେ ହଠାତ୍…
Read More...

ବାତ୍ୟା ପରେ ଭୂମିକମ୍ପ, ଥରିଲା ନ୍ୟୁଜଲାଣ୍ଡ

ୱେଲିଂଟନ: ବାତ୍ୟାର ଭୟଙ୍କର ତାଣ୍ଡବରେ ନ୍ୟୁଜିଲାଣ୍ଡରେ ଅନୂଭୁତ ହେଲା ଭୂମିକମ୍ପ । ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍ରୁ ୭୮ କିମି ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପର ତିବ୍ରତାକୁ ରିକ୍ଟର ସ୍କେଲରେ ୬.୧ ରେକର୍ଡ଼ କରାଯାଇଛି । ତେବେ ୪୮ କିମି ଗଭୀରରୁ ଏହି…
Read More...