ପଡିଆରେ ପଡିଛି ନବଜାତ ଶିଶୁର ମୃତଦେହ, ଝୁଣି ଖାଇଲା କୁକୁର
ହାଟଡିହି/ବିଭୁତି ଭୂଷଣ ଜେନା: ପଡିଆରେ ପଡିଛି ନବଜାତ ଶିଶୁର ମୃତଦେହ । କେନ୍ଦୁଝର ଜିଲ୍ଲା ନନ୍ଦିପଡା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବଡରମ୍ପାସ-ବିରିଡି ରାସ୍ତାର ଚାରିମାଣିଆ ଛକ ନିକଟ ରାସ୍ତା କଡରେ ପଡିଛି ନବଜାତ ଶିଶୁର…
Read More...
Read More...