Browsing Tag

Newdelhi

ଅମର ପ୍ରିତ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଅମର ପ୍ରିତ୍ ସିଂହ ବାୟୁସେନା ମୁଖ୍ୟ । ଅମର ପ୍ରିତ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ।ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ଅମର ପ୍ରିତ।ସେପ୍ଟମ୍ବର ୩୦ରେ ଦାୟିତ୍ୱ ଗ୍ରହଣ କରିବେ ଅମର ପ୍ରିତ୍।ଭାରତୀୟ ବାୟୁସେନାରେ ୧୯୮୪…
Read More...

ପୁଣି ବଢିଲା ସୁନା ଦର

ଭାରତର ବଜାରରେ୨୪ କ୍ୟାରେଟ ସୁନାର ମୁଲ୍ୟ ଦଶଗ୍ରାମ ପ୍ରତି ୬୦,୬୨୦ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୫,୫୩୦ ହୋଇଛି ।ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୨୨ ଓ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୫,୯୫୦ ଓ ୬୧,୦୪୦ ରହିଛି ।ମୁମ୍ବାଇ ଓ କୋଲକତାରେ ୨୨ କ୍ୟରେଟ ଓ…
Read More...

ଯୁଗ୍ମ ଅଯୁଗ୍ମ ନିୟମକୁ ନେଇ ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ସତ୍ୟପାଠ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଯୁଗ୍ମ ଅଯୁଗ୍ମ ନିୟମକୁ ନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏହି ନିୟମ କାରଣରୁ ଦିଲ୍ଲୀରେ ପ୍ରଦୂଷଣ କମିଥିବା ସତ୍ୟପାଠରେ କୁହାଯାଇଛି । ଦିପାବଳୀ ପରେ ଦିଲ୍ଲୀରେ କାର ଚଳାଚଳ ଉପରେ ଏହି ଯୁଗ୍ମ ଅଯୁଗ୍ମ ନିୟମ ଲାଗୁହେବ ବୋଲି ନିଷ୍ପତି ନେଇଛନ୍ତି…
Read More...

ନେତାଙ୍କ ବିରୋଧରେ ଶିଘ୍ର ମାମଲାର ଶୁଣାଣି ଶେଷ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗକୁ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧ ମାମଲାର ଶିଘ୍ର ରାୟ ଶୁଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜ୍ୟର ହାଇକୋର୍ଟଙ୍କୁ ନିଜ ଆଡ଼ୁ ଏନେଇ…
Read More...

ଅଶାନ୍ତ ଜେଏନୟୁକୁ ଶାନ୍ତ କରିବାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନର ଆଣିଲା କୋଠର ନିୟମ

ନୂଆଦିଲ୍ଲୀ : ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଜେଏନୟୁ ତାର ଛାତ୍ରଛାତ୍ରୀଙ୍କ ପାଇଁ  ନୂତନ ନିୟମ ଲାଗୁକରିଛି। ନୂତନ ନିୟମ   ଅନୁଯାୟୀ, କ୍ୟାମ୍ପସରେ ଧାରଣ ଦେଲେ ଏବଂ ହିଂସାକାଣ୍ଡ ପରିସ୍ଥିତି ସୃଷ୍ଟି କଲେ ଛାତ୍ରଛାତ୍ରୀଙ୍କୁ ୨୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ । କେବଳ ଏତିକି ନୁହେଁ…
Read More...

ହିଣ୍ଡେନବର୍ଗ ବିବାଦ: ଯାଞ୍ଚ ପାଇଁ କମିଟି ଗଠନ କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଦାନୀ ଉପରେ ଆମେରିକାର ସର୍ଟ ସେଲ କମ୍ପାନୀ ଜାରି କରିଥିବା ରିପୋର୍ଟକୁ ନେଇ ସାରା ଭାରତରେ ବିବାଦ ଦେଖା ଦେଇଛି । ସୁପ୍ରିମକୋର୍ଟ ଏହି ରିପୋର୍ଟ ଉପରେ ଯାଞ୍ଚ କରନ୍ତୁ ବୋଲି ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ଏହାସହ ରିପୋର୍ଟ ଉପରେ ଯାଂଚ କରିବାକୁ ସୁପ୍ରିମକୋର୍ଟ…
Read More...

ଗତ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ଜିଏସଟି ପରିମାଣ ଠାରୁ ୧୨ ପ୍ରତିଶତ ଅଧିକ

ନୂଆଦିଲ୍ଲୀ : ଭାରତରେ ୧ ଲକ୍ଷ ୪୯ ହଜାର କୋଟିରୁ ଅଧିକ ଟଙ୍କା ଜିଏସଟି ଫେବୃୟାରୀ ମାସରେ ସଂଗ୍ରହ ହୋଇଛି । ଗତ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ଜିଏସଟି ପରିମାଣ ଠାରୁ ୧୨ ପ୍ରତିଶତ ଅଧିକ ଅଛି । ୨୦୨୨ ଫେବୃୟାରୀ ମାସରେ ଜିଏସଟି ରାଜସ୍ୱ ପରିମାଣ ୧ ଲକ୍ଷ ୩୩ ହଜାର କୋଟି ଟଙ୍କାରୁ ଅଧିକ ଥିଲା ।…
Read More...

ଏକା ଥରକେ ଡାଟା ଓ ଟକ୍ ଟାଇମ୍ ବୃଦ୍ଧି କରିବା ପାଇଁ ଏହି ବର୍ଷ ହୋଇଛି ଯୋଜନା

ନୂଆଦିଲ୍ଲୀ : ଗ୍ୟାସ୍ ସିଲିଣ୍ଡର ଦାମ ବୃଦ୍ଧି ସମସ୍ତଙ୍କୁ ଘାରିଥିବା ବେଳେ, ଏବେ ମୋବାଇଲ୍ ରିଚାର୍ଜ ଦାମ୍ ବି ବୃଦ୍ଧି ପାଇବ । ଏହା ଶୁଣି ନେଟ୍ ୟ୍ୟୁଜରର୍ସଙ୍କ ଚିନ୍ତା ବଢିଛି । କାରଣ ଏବେ ମୋବାଇଲେ ଟକ୍ ଟାଇମ୍ ଯେତିକି ଗୁରୁତ୍ୱ ନୁହେଁ ତା ଠାରୁ ଢେର ଅଧିକ ଗୁରୁତ୍ୱ ଡାଟା ପ୍ୟାକ୍ ରିଚାର୍ଜ…
Read More...

ଏଲନ୍ ମସ୍କ ପୁଣି ହେଲେ ଏକ ନମ୍ବର ଧନୀ, ଟ୍ୱିଟର ବିବାଦ ପରେ ବି ରହିଲେ ଏକ ନମ୍ବରରେ

ବିଶ୍ୱ: ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାର ଏକ ନମ୍ବର ସ୍ଥାନରେ ପୁଣି ଥରେ ଏଲନ ମସ୍କ । ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଡକୁ ପଛରେ ପକାଇ ସେ ସବୁଠାରୁ ବଡ ଅଧିକ ଧନୀ ମୁକୁଟ ପିନ୍ଧିଛନ୍ତି । ଏହା ପୂର୍ବରୁ ସେ ଆଉ ଥରେ ବି ଏହି ସମ୍ମାନଜନକ ଧନୀ ତାଲିକାର ପ୍ରଥମ ସ୍ଥାନରେ ଥିଲେ । ବ୍ଲୁମ ବର୍ଗର ରିପୋର୍ଟ…
Read More...

ଶେଷ ହୋଇଛି ୩ଟି ରାଜ୍ୟ ମତଦାନ, ପ୍ରକାଶ ପାଇଛି ଏକଜିଟି ପୋଲ୍

ନୂଆଦିଲ୍ଲୀ : ଶେଷ ହୋଇଛି ଭୋଟ ଗ୍ରହଣ । ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟ ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ଶେଷ ପରେ ଏହି ତିନି ରାଜ୍ୟର ବୁଥ ସୋମବାର ସନ୍ଧ୍ୟାରେ ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ନାଗାଲାଣ୍ଡରେ ବିଜେପି ଓ ଏନଡିପିପି ମେଣ୍ଟ ଏନଡିଏ ସରକାର ଗଠନ…
Read More...