ଓଡ଼ିଶାର ଦୁଇ ସ୍ୱାସ୍ଥ୍ୟକର୍ମୀ ପାଇଲେ ଫ୍ଲୋରେନ୍ସ ନାଇଟଆଞ୍ଜେଲ ପୁରସ୍କାର
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାମ ପାଇଁ ଫ୍ଲୋରେନ୍ସ ନାଇଟଆଞ୍ଜେଲ ପୁରସ୍କାର ପାଇଲେ ୩୦ ଜଣ ସ୍ୱାସ୍ଥ୍ୟକର୍ମୀ | ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଏହି ୩୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି | ୨୦୨୨ ଓ ୨୦୨୩ ପାଇଁ ଆଜି ଦେଶର ବଛାବଛା…
Read More...
Read More...