Browsing Tag

Odisha News

ଶ୍ରୀ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ, ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ ଟା ପର୍ୟ୍ୟନ୍ତ…

ପୁରୀ/ଜୟନ୍ତ କୁମାର ସେଠି: ଆଜି ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀତିଥିରେ ଶ୍ରୀ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା୬.୦୦ ଟା ରୁ ରାତ୍ର ୧୦.୦୦ ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁ ଙ୍କ ବନକ…
Read More...

ରତ୍ନଭଣ୍ଡାର ଚାବି ପରେ ହଜିଛି ଶ୍ରୀମନ୍ଦିର ପ୍ରଶାସନ ଦୁଇଟି ଫାଇଲ

ପୁରୀ: ରତ୍ନଭଣ୍ଡାର ଚାବି ପରେ ହଜିଛି ଶ୍ରୀମନ୍ଦିର ପ୍ରଶାସନ ଦୁଇଟି ଫାଇଲ । ଏ ନେଇ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆ ଯାଇଛି । ଏହା ଏକ ସରକାରୀ ଷଡ଼ଯନ୍ତ୍ର ବୋଲି ଏଫଆଇଆର ଉଲ୍ଲେଖ ରହିଥିବା ବେଳେ ଘଟଣାର ତଦନ୍ତ ପାଇଁ ଦାବି କରିଛି ଜଗନ୍ନାଥ ସେନା । ପୂବରେୁ ରତ୍ନଭଣ୍ଡାରର…
Read More...

ଦେଶରେ ୧୦ ହଜରାର ତଳେ ରହିଛି କରୋନା ସଂକ୍ରମଣଙ୍କ ସଂଖ୍ୟା

ନୂଆ ଦିଲ୍ଲୀ: ଆଜି ଦେଶରେ ୧୦ ହଜରାର ତଳେ ରହିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଥିବା ବେଳେ ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୧୧୧ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଦେଶରେ…
Read More...

୮ଦେଶର ପ୍ରତିନିଧିଙ୍କୁ ଓଡ଼ିଶାର ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ ଶାସନ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଲେ…

ଭୁବନେଶ୍ୱର: ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧି ମାନେ ଓଡିଶା ବିଧାନସଭା ପରିଦର୍ଶନ କରିଛନ୍ତି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ପ୍ରତିନିଧୀମାନେ ବିଧାନସଭା ବୁଲି ଦେଖିଛନ୍ତି । ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ…
Read More...

ଏପ୍ରିଲ ୧୬ ଯାଏଁ ରାଜ୍ୟର ସବୁ ସ୍କୁଲ, ଅଙ୍ଗନବାଡ଼ି ଛୁଟି

ଭୁ‌ବନେଶ୍ବର: ଏପ୍ରିଲ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଛୁଟି ରହିବ। ସ୍କୁଲଗୁଡ଼ିକ ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ମଧ୍ୟ ଏହି ସମୟରେ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ଛୁଟି ଘୋଷଣା କରିଛନ୍ତି। ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ନେଇ…
Read More...

ପଶୁ ମାନଙ୍କ ପ୍ରତି ଅତ୍ୟାଚାର ରୋକିବା ସମସ୍ତଙ୍କ ଦାୟିତ୍ୱ

ପୁରୀ/ ଜୟନ୍ତ କୁମାର ସେଠି: ପଶୁ ମାନେ ମଧ ଇଶ୍ଵରଙ୍କ ସୃଷ୍ଟି। ସେମାନଙ୍କର ପ୍ରତି କୃର ଆଚରଣ ଓ ଅତ୍ୟାଚାର ସଭ୍ୟ ସମାଜ ପାଇଁ ଅଶୋଭନୀୟ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ। ତେବେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା କାର୍ୟ୍ୟାଳୟ…
Read More...

ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ଜାରିରହିଛି ବର୍ଷା

ଭୁବନେଶ୍ୱର : ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ଜାରିରହିଛି ବର୍ଷା । ଅଦିନିଆ ବର୍ଷାରେ ଭିଜୁଛି ଉପାନ୍ତରୁ ଉପକୁଳ । ଏବେ ବି ରାଜ୍ୟରେ ଯାରି ରହିଛି ଘଡଘଡି ବିଜୁଳି ସହ ଝଡ ପବନ । ଉତ୍ତର ଓ ଦକ୍ଷିଣ ଓଡିଶାରେ କାଳ ବୈଶାଖୀ ର ପ୍ରଭାବ ଦେଖିବା କୁ ମିଳୁଛି ।ଏଥିପାଇଁ ୬ଜିଲ୍ଲାକୁ…
Read More...

ଲଗାଣ ବର୍ଷା ରେ କାନ୍ଥ ପଡିବାରୁ ଶିଶୁ କନ୍ୟାର ମୃତ୍ୟୁ

ମାଲକାନଗିରି/ ସତ୍ୟ ପ୍ରକାଶ ସାମଲ: ଲଗାଣ ବର୍ଷା ରେ କାନ୍ଥ ପଡିବାରୁ ଶିଶୁ କନ୍ୟାର ମୃତ୍ୟୁ, ମା ,ବାପା ଗୁରୁତର ।ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମେଟାଗୁଡା ଗ୍ରାମରେ ଘରେ ଶୋଇ ଥିବା ବେଳେ ଘରର କାନ୍ଥ ଭାଙ୍ଗି ଜଣେ ଶିଶୁ କନ୍ୟା ମୃତ୍ୟୁ ବରଣ କରିଥିବା ବେଳେ ଶିଶୁ କନ୍ୟାର ମା ଓ ବାପା ଉଭୟ…
Read More...

‘ବିଜେଡିକୁ ମଜବୁତ କରିବାରେ ନବଙ୍କ ଅବଦାନ ଥିଲା ଅତୁଳନୀୟ’

ଭୁବନେଶ୍ଵର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିଜର ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ନବ କିଶୋର ଦାସଙ୍କ ବିୟୋଗରେ ମୁଁ ମର୍ମାହତ। ତାଙ୍କର ବିୟୋଗ ରାଜ୍ୟ ତଥା…
Read More...

ବାରବାଟୀ ଟି-୨୦ ଟିକେଟ ପାଇଁ ମାରପିଟ, ଠେଲାପେଲା ପୋଲିସର ଲାଠିଚାର୍ଜ

କଟକ: ଆଜିଠୁ କାଉଣ୍ଟରରେ ମିଳୁଛି ଟିକେଟ୍ । ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେଉଛି ୧୨ ହଜାର ଟିକେଟ । ନିଜ ପରିଚୟ ପତ୍ର ଦେଖାଇବା ପରେ ଜଣକ ପିଛା ଦୁଇଟି ଟିକେଟ ମିଳୁଛି । ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିବା ବେଳେ ବୁଧବାର ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା…
Read More...