Browsing Tag

odisha reporterstoday

ଆଜିରୁ ଆରମ୍ଭ ହେଇଛି ଯୁକ୍ତ ୨ ଖାତା ଦେଖା

ଭୁବନେଶ୍ୱର:ଆଜିରୁ ଆରମ୍ଭ ହେଇଛି ଯୁକ୍ତ ୨ ଖାତା ଦେଖା । ଉଭୟ ଅନଲାଇନ ଓ ଅଫଲାଇନରେ ଚାଲିଛି ଖାତା ଦେଖା । ଦୁଇଟି ସିଫ୍ଟରେ ଖାତା ଦେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ପ୍ରଥମ ସିଫ୍ଟ ସକାଳ ୮ରୁ ୧ଟା ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୧ଟାରୁ ୬ଟା ଯାଏଁ ନିର୍ଦ୍ଧାରଣ କରାଯାଇଛି।ଏପ୍ରିଲ୍ ୧୦ରୁ ୨୨…
Read More...

ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ୫୦୦ ଘରୋଇ ହସ୍ପିଟାଲ ତାଲିକାଭୁକ୍ତ, ସେଥିମଧ୍ୟରୁ ୯୮ଟି ରାଜ୍ୟ ବାହାରେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ପ୍ଲାଟଫର୍ମରେ ଏହି ଯୋଜନା ସଂପର୍କରେ ବହୁତ ଭଲ ଫିଡ୍ବ୍ୟାକ ମିଳିଛି। ସାମାଜିକ ସୁରକ୍ଷା…
Read More...

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । SCTE ଅଡିଟୋରିୟମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ସମେତ ଓଜେଇଇ ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରକାଶିତ ହେବ ପରୀକ୍ଷା ଫଳ । ସକାଳ ୧୧ଟା ୩୦ରେ ଫଳାଫଳ ପ୍ରକାଶ ପାଇବ ।  ରାଜ୍ୟର ୩୦ଟି ଜିଲ୍ଲାରେ ପରୀକ୍ଷା…
Read More...

ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’

ପଶ୍ଚିମବଙ୍ଗ:ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ‘ରାଜା’କୁ ମୃତ୍ୟୁବେଳକୁ ୨୫ବର୍ଷ ୧୦ମାସ ବୟସ ହୋଇଥିଲା । ରାଜାର ମୃତ୍ୟୁରେ ବନବିଭାଗ କର୍ମଚାରୀ ମହଲରେ ଶୋକ ପ୍ରକାଶ ପାଇଛି ।ସେହପରି ରାକାକୁ ରୟାଲ ବେଙ୍ଗଲ ଟାଇଗର ବୋଲି କୁହାଯାଏ । ପଶ୍ଚିମବଙ୍ଗର ଆଲିପୁରଦୁଆରସ୍ଥିତ ସାଉଥ…
Read More...

ଶୋଚନୀୟ ଅବସ୍ଥାରେ ମାର୍କେଟ କମ୍ପଲେକ୍ସ, ପରିବା ବିକାଳୀ ହନ୍ତସନ୍ତ

କଳାହାଣ୍ଡି:ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି।ଲୋକଙ୍କ ସୁବିଧା ନିମନ୍ତେ ସରକାରୀ ସ୍ତରରେ ମନରେଗା ତଥା ଅନ୍ୟ ଅନୁଦାନ ରେ ଅଭିନବ ପ୍ରୟାସ ଆରମ୍ଭକରି କରୁଛନ୍ତି।ପଂଚାୟତ କ୍ଷେତ୍ରରେ ଦୋକାନ…
Read More...

ଅମରନାଥରେ ବାଦଲ ଫଟା ବର୍ଷା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ଜମ୍ମୁ କଶ୍ମୀର:ଜମ୍ମୁ କଶ୍ମୀରର ଅମରନାଥ ନିକଟରେ ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି ।ଅମରନାଥର ଗୁମ୍ଫାର ପାଖାପାଖି ଅଂଚଳରେ ବାଦଲ ଫଟା ବର୍ଷା କାରଣରୁ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ନିଖୋଜ ଥିବା ସୂଚନା ମିଳିଛି ।ତେବେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ । ବାବାଙ୍କ…
Read More...