ଆକ୍ସନ ମୁଡ଼ରେ ଟେଲିକମ ବିଭାଗ ; ଅଚଳ କରିଲା ୫୧ ହଜାରରୁ ଅଧିକ ସିମ୍, ୨୪୧୭ ଡିଲର ହେଲେ କଳା ତାଲିକାଭୁକ୍ତ
ଭୁବନେଶ୍ୱର : ଟେଲିକମ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ମନ୍ଦ ଉଦ୍ଦେଶ୍ୟରେ ସିମ୍ କାର୍ଡ଼ ସଂଯୋଗ ନେଇ ତାହାକୁ କାମରେ ଲଗାଇବା ସହଜ ହେବ ନାହିଁ । ଏଥିପାଇଁ ଓଡ଼ିଶା ଟେଲିକମ୍ ବିଭାଗ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଫେସିଆଲ ରେକଗନିସନ୍ ପାୱାରଡ୍ ସଲ୍ୟୁସନ୍ ଫର…
Read More...
Read More...