Browsing Tag

OLA

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଓଲା,ଉବର ଓ ରାପିଡୋକୁ ଗଲା ନୋଟିସ୍

ନୂଆଦିଲ୍ଲୀ : ଯାତ୍ରା ଅନୁସାରେ ପଡୁନାହିଁ ସମାନ ଦର । ମୋବାଇଲ ଡିଭାଇସ ଭିନ୍ନ ହୋଇଥିଲେ ଦରଗତ ପାର୍ଥକ୍ୟ ଦେଖାଯାଉଛି । ସେଥିପାଇଁ ଓଲା,ଉବର ଓ ରାପିଡୋକୁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ନୋଟିସ୍ ଜାରି କରିଛି । ସମାନ ସର୍ଭିସରେ ଅଲଗା ପ୍ରକାର ଦର ଧାର୍ଯ୍ୟ କରାଯାଉଥିବାରୁ ଏହି…
Read More...

ସରିଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର: ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ମୋଟ କାର୍ଯ୍ୟ ଦିବସର ତିନି ଦିନ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହୋଇଛି । ୨୧ଟି କାର୍ଯ୍ୟଦିବସ ମଧ୍ୟରୁ ୧୧ଟି ମୁଲତବୀ ନୋଟିସ ଉପରେ ଆଲୋଚନା…
Read More...

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳନେତା

ଭୁବନେଶ୍ୱର: ବିରୋଧୀ ଦଳ ନେତା ଭାବେ ସମ୍ବଲପୁରର ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁକୁ ରାଜ୍ୟ ବିଜେପିର ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଘୋଷଣା କରିଛନ୍ତି। ବର୍ତ୍ତମାନର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନାରେ ପୀଡିତ ହୋଇ ଦୀର୍ଘଦିନ ଧରି ଦିଲ୍ଲୀରେ ଚିକିତ୍ସିତ…
Read More...

ପର୍ଯ୍ୟଟନ ସମ୍ଭାରର ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୧୭ କୋଟି ଟଙ୍କା

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ସମ୍ଭାରର ପ୍ରଚାର ପାଇଁ ବିଭାଗ ପକ୍ଷରୁ ୨୦୨୧ -୨୨ ଆର୍ଥିକ ବର୍ଷରେ ୧୧୭ କୋଟି ଖର୍ଚ୍ଚ କରାଯାଇଛି। ଯହାକି ଗତ ବର୍ଷ ଠାରୁ ପ୍ରାୟ ୨୨ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୨୦୧୪…
Read More...

୧୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ଜିଲ୍ଲା ବିଜ୍ଞାନ କେନ୍ଦ୍ର:ଅଶୋକ ପଣ୍ଡା

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ପ୍ରଶ୍ନକାଳରେ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ରାଜ୍ୟରେ କେତୋଟି ପ୍ଲାନେଟୋରିୟମ ଓ ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ସରକାର କଣ ଯୋଜନା କରିଛନ୍ତି ସେ ନେଇ ପ୍ରଶ୍ନ କରିଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ନେଇ…
Read More...

ରାଇସ ମିଲ ପ୍ରତିଷ୍ଠା ଲାଗି ପଞ୍ଜିକରଣ ଆବଶ୍ୟତା ନାହିଁ : ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ

ଭୁବନେଶ୍ୱର: ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟ ଆରମ୍ଭରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀଦେବ ରାଜ୍ୟରେ ୧୩୫୮ଟି ରାଇସ ମିଲ ରହିଛି। ସେଥି ମଧ୍ୟରୁ ଭଦ୍ରକ ଜିଲ୍ଲାରେ ୨୫ଟି ରାଇସ ମିଲ କାର୍ଯ୍ୟ କରୁଛି। ରାଇସ ମିଲ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରରେ…
Read More...

ବିଶ୍ୱ ବ୍ୟାଙ୍କ ଗ୍ରୀଡକୋକୁ ପ୍ରଦାନ କରିଛି ୪୭୧.୨୭ କୋଟି ଟଙ୍କା

ଭୁବନେଶ୍ୱର: ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ବିଧାୟକ ଗଣେଣ ରାମ ସିଂ ଖୁଣ୍ଟିଆ ଓଡି଼ଶାରେ ବିଦ୍ୟୁତ ସଂସ୍କାର ନେଇ କେଉଁ କେଉଁ ସଂସ୍ଥାକୁ ଓ କେତେ ଲେଖାଏଁ ସରକାର ଲୋନ ଦେଇଛନ୍ତି। ସେମାନେ ସେହି ଋଣ ପରିଶୋଧ କରିଛନ୍ତି କି ନାହିଁ ସେନେଇ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ପ୍ରଶ୍ନ…
Read More...

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ଘଟଣା

ଭୁବନେଶ୍ୱର: କଂଗ୍ରେସର ଲୋକସଭା ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ…
Read More...

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନା

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସମୃଦ୍ଧ ଲାଗି ୧୨ଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି ବିଧାନସଭାରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧ଟି ଇସ୍ପାତ କାରଖାନ ଥିବାବେଳେ ଆଗକୁ ଆହୁରି ୧୨ଟି ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା…
Read More...

ଚଳିତ ବର୍ଷ ୨୦୨୨ ମାଟ୍ରିକ ପରୀକ୍ଷାରେ ୪୪୨୪୫ ଜଣ ଅନୁପସ୍ଥିତ

ଭୁବନେଶ୍ୱର: ଚଳିତ ବର୍ଷ ୨୦୨୨ ମାଟ୍ରିକ ପରୀକ୍ଷାରେ ୪୪୨୪୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ଏ ବିଷୟରେ ତଦନ୍ତ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଜିଲ୍ଲାୱାରୀ ଅନୁପସ୍ଥିତ ରହିଥିବା ପିଲାଙ୍କ ସଂଖ୍ୟା ଗୃହରେ ଦେଇଥିଲେ। ତାଲିକାରେ ମୟୁରଭଞ୍ଜ…
Read More...