ଅଙ୍କିତାଙ୍କୁ ଅଲିମ୍ପିକ୍ସ ଟିକେଟ୍
ଭାରତୀୟ ମହିଳା ତୀରନ୍ଦାଜ ଅଙ୍କିତା ଭକତ ଏଠାରେ ଚାଲିଥିବା ଶେଷ ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ପ୍ରଦର୍ଶନ ବଳରେ ସେ ମହିଳା ତୀରନ୍ଦାଜିର ବ୍ୟକ୍ତିଗତ ବର୍ଗରେ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ ନିଶ୍ଚିତ କରିଛନ୍ତି। ରବିବାର…
Read More...
Read More...