Browsing Tag

Pakistan

ପୂର୍ବତନ ଆଇଏସଆଇ ମୁଖ୍ୟ ପାକ୍ ସେନା ଦ୍ୱାରା ଗିରଫ

କରାଚି: ପାକିସ୍ତାନରେ କଣ ଚାଲିଛି? ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇ ଅବସରପ୍ରାପ୍ତ ମୁଖ୍ୟ ଫୈଜ ହମୀଦଙ୍କୁ ଗିରଫ କରିବା ସହ କୋର୍ଟ ମାର୍ଶାଲ କରାଯାଇଛି । ଆଇଏସପିଆର ସୂଚନା ମୁତାବକ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସେଠାକାର ସେନା ପକ୍ଷରୁ କୋର୍ଟ ଅଫ ଇନକ୍ୱାରୀ କରାଯାଇ ଫୈଜଙ୍କ…
Read More...

ପାକିସ୍ତାନରେ ନିର୍ବାଚନ ପରେ ଭୋଟ ଗଣତି ଜାରି

ପାକିସ୍ତାନରେ ଚାଲିଥିଲା ସାଧାରଣ ନିର୍ବାଚନ । ଏବେ ଜାରି ରହିଛି ଭୋଟ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନଙ୍କ ଦଳ ଆଗୁଆ ରହିଛି ବୋଲି ସୂଚନା ରହିଛି । ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ –ଇ –ଇନସାଫ ବା ପିଟିଆଇ ୧୦ଟି ଆସନରେ ବିଜୟ ହୋଇଥିବା କୁହାଯାଉଛି । ସେହିପରି ପୂର୍ବତନ…
Read More...

ମାସୁଦ ଅଜହରର ନିକଟତର ; ଭାରତ ବିରୋଧୀକୁ ପାକ୍ ରେ ହତ୍ୟା

ଆତଙ୍କୀ ସଂଗଠନ ଜସ-ଏ-ମହମ୍ମଦ ଚିଫ୍ ମାସୁଦ ଅଜହରର ଅତି ନିକଟତର ଥିଲା ମøଲାନା ରହୀମୁଲ୍ଲା ତାରିକ ।ପାକିସ୍ତାନର କରାଚିରେ ଭାରତ ବିରୋଧୀ ଧାର୍ମିକ ନେତା ଭାବରେ ମøଲାନା ରହୀମୁଲ୍ଲା ତାରିକ କୁ ପାକିସ୍ଥାନର ଓରଙ୍ଗି ଟାଉନ ଅଞ୍ଚଳରେ କେହି ଦୁବୃତ୍ତ ଗୁଳି କରି ହତ୍ୟା କରିଛନ୍ତିା ସେ ସବୁବେଳେ…
Read More...

ଲସ୍କର କମାଣ୍ଡର ଅକ୍ରମ ଗାଜିକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ, ଗୁରୁବାର ଦିନ ପାକିସ୍ତାନରେ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ଅକ୍ରମ ଗାଜୀକୁ ହତ୍ୟା କରାଯାଇଛି । ପାକିସ୍ତାନରେ ଭାରତ ଶତ୍ରୁକୁ ହତ୍ୟା ଘଟଣା ପ୍ରଥମ ଘଟଣା ନୁହଁ । ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି । କିଛି ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ଭାରତର ମୋଷ୍ଟ ୱାଂଟଡ଼…
Read More...

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ : ୧୪ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଭାରତ-ପାକିସ୍ତାନ ମ୍ୟାଚ | ଏହି ମ୍ୟାଚକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଖେଳାଯିବାକୁ ଥିବା ମ୍ୟାଚ ପାଇଁ ୧୧ ହଜାର ପୋଲିସ କର୍ମୀ, ବୋମା ନିଷ୍କ୍ରିୟକାରୀ ଟିମ୍‌ ନିୟୋଜିତ ରହିଛନ୍ତି । ଦିନିକିଆ ବିଶ୍ୱକପରେ…
Read More...

ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ: ୨୫ମୃତ ୭୦ ଗୁରୁତର

ପାକିସ୍ତାନ: ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ।ପାକିସ୍ତାନର ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ ନିକଟରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ଗୁରୁତରଜଣ ଗୁରୁତର ହୋଇଥିବା କୁହାଯାଉଛି । ମସଜିଦରେ ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ…
Read More...

ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ପଛକୁ ଫେରିଛି ବିମାନ

ନୂଆଦିଲ୍ଲୀ: ପଛକୁ ଫେରିଲା ଏୟାରଇଣ୍ଡିଆ ବିମାନ । ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆର ଏକ ଯାତ୍ରୀବାହି ବିମାନ ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବା ପରେ ପୁଣି ପଛକୁ ଫେରି ଆସିଛି ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ପଛକୁ ଫେରିଥିବା କୁହାଯାଉଛି । ସୂଚନା ଅନୁଯାୟୀ,…
Read More...

ପାକିସ୍ତାନରେ କେବୁଲ କାରରେ ଫସିଥିବା ୮ଜଣଙ୍କୁ ସୁରକ୍ଷିତ ଉଦ୍ଧାର

ବ୍ୟୁରୋ: ପାକିସ୍ତାନରେ କେବୁଲ କାରରେ ଫସିଥିବା ୮ଜଣ ଉଦ୍ଧାର । ୯ଶହ ଫୁଟ୍ ଉପରେ ଝୁଲି ରହିଥିଲେ ୬ ଜଣ ସ୍କୁଲ ଛାତ୍ର । କେବଲ୍ କାରରେ ଯାତ୍ରା କରୁଥିବା ବେଳେ ଅଚାନକ୍ ଗୋଟିଏ ତାର ଝୁଲି ପଡ଼ିଥିଲା । ଫଳରେ ୬ ଜଣ ସ୍କୁଲ ଛାତ୍ର ଏବଂ ଦୁଇ ଜଣ ବୟସ୍କ ଏଥିରେ ଫଶି ରହିଥିଲେ । ସେନା ହେଲିକପ୍ଟର ଏବଂ…
Read More...

କଣ ଭାବିଥିଲି କଣ ହୋଇଗଲା? କିଛି ଯୋଜନା କରି ପାକିସ୍ତାନ ଯାଇଥିଲି! ସେଠିକି ଯାଇ ବଡ଼ ଭୁଲ କଲି!

ପ୍ରଥମେ ଫେସବୁକରୁ ପରିଚୟ ପରେ ପ୍ରେମ, ଆଉ ସେହି ପ୍ରେମ ଟାଣି ନେଇଥିଲା ପର ଦେଶକୁ । ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହିତ ହୋଇ ବି ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଯାଇଥିଲେ ଅଞ୍ଜୁ। ଏମିତି କି ସେ ନିଜ ପିଲାଙ୍କ କଥା ମଧ୍ୟ ନଭାବି ପାକିସ୍ତାନ…
Read More...

ପାକ୍ କନିଆକୁ ଭାରତ ବର, ଭର୍ଚୁଆଲରେ ବହାଘର

ଯୋଧପୁର: ସଚିନ ମୀନ-ସୀମା ହାଇଦର ଓ ଅଞ୍ଜୁ ନସରୁଲ୍ଲାଙ୍କ ପ୍ରେମ କାହାଣୀର ଚର୍ଚ୍ଚା ନଥମୁଣୁ ଏବେ ପୁଣି ସାମ୍ନାକୁ ଆସିଛି ଆଉ ଏକ ସୀମା ପାର୍ ପ୍ରେମ କାହାଣୀ । ରାଜସ୍ଥାନର ଯୋଧପୁରରେ ରହୁଥିବା ଅରବାଜ୍ ପାକିସ୍ତାନର ଝିଅ ଅମିନାଙ୍କୁ ଭର୍ଚୁଆଲରେ ବିବାହ କରିଛନ୍ତି । ଭିସି ଜରିଆରେ ଉଭୟଙ୍କ…
Read More...