Browsing Tag

Pakistan

ଛାଡପତ୍ର ବିନା ବିବାହ କରିଛନ୍ତି ଅଞ୍ଜୁ, ମାମଲା ଦାୟର କଲେ ସ୍ୱାମୀ ଅରବିନ୍ଦ

ନୂଆଦିଲ୍ଲୀ : ରାଜସ୍ଥାନର ଭବାଡି ନିବାସୀ ଅଞ୍ଜୁ ନିଜ ଫେସବୁକ୍ ବନ୍ଧୁ ନାସରୁଲ୍ଲାଙ୍କୁ ପ୍ରେମ କରି ରାଜସ୍ଥାନର ଭବାଡିରୁ ପାକିସ୍ତାନର ଖାଇବର ପାଖ୍ଟନଖୱା ପହଞ୍ଚିଥିଲେ। ଅଞ୍ଜୁ ପାକିସ୍ତାନ ଯାଇ ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ସେ ଫାତିମା ହୋଇଥିଲେ। ଅଞ୍ଜୁ ମଧ୍ୟ ନାସରୁଲ୍ଲାଙ୍କୁ ବିବାହ…
Read More...

ଭାରତର ନାଗରିକତା ପାଇବା ପାଇଁ ରାଷ୍ଟ୍ରପତୀଙ୍କୁ ଗୁହାରୀ କଲେ ସୀମା ହାଇଦର

ରିପୋଟର୍ସ ଟୁଡେ ବ୍ୟୁରୋ:   ପ୍ରେମ ପାଇଁ ବେଆଇନ୍ ଭାବେ ଭାରତରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଏବେ ଭାରତରେ ରହିବାକୁ ଚାହୁଁଛନ୍ତି । ନିଜ ପ୍ରେମିକ ତଥା ସ୍ୱାମୀ ସଚ୍ଚିନ ମୀଣାଙ୍କ ସହ ସେ ଭାରତରେ ରହିବାକୁ ଚାହୁଁଥିବା କୁହାଯାଉଥିବା ବେଳେ କିଛି ଲୋକ ତାଙ୍କୁ…
Read More...

ଦିଲ୍ଲୀରେ ଏକାଧିଳ ଯୁବକଙ୍କ ସହ ଥିଲା ସୀମାଙ୍କ ସମ୍ପର୍କ!

ଉତ୍ତରପ୍ରଦେଶ : ପାକିସ୍ତାନୀ ମହିଳା ସୀମା ହାଇଦର ଏବଂ ସଚିନଙ୍କ ପ୍ରେମ କାହାଣୀରେ ମିଳିଛି ଗୁଇନ୍ଦା ଖିଅ । ଏହାକୁ ନେଇ ଉତ୍ତର ପ୍ରଦେଶର ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ ବା ଏଟିଏସ୍ ନୋଏଡା ସ୍ଥିତ ସଚିନଙ୍କ ଘରକୁ ଯାଇ ସୀମାଙ୍କୁ ଗିରଫ କରିଛି । ଏଟିଏସ୍ ସୀମାଙ୍କ ସହ ୪ ପିଲା ଓ ସଚିନଙ୍କୁ ନିଜ…
Read More...

ପାକିସ୍ତାନରେ ପ୍ରବଳ ବର୍ଷା ପାଇଁ ୭୬ ଜଣଙ୍କ ମୃତ୍ୟୁ

ବ୍ୟୁରୋ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ପାକିସ୍ତାନର ଆର୍ଥିକ ଅବସ୍ଥାକୁ ଆହୁରି ଖରାପ କରିଦେଇଛି । ପ୍ରବଳ ବର୍ଷା ପାଇଁ ଦେଶରେ ଏବେ ପର୍ଯ୍ୟନ୍ତ ୭୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୩ ଜଣ ଆହତ ହୋଇଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ସୂଚନା ପ୍ରଦାନ…
Read More...

IPL ଖେଳିବେ ପାକିସ୍ତାନୀ ଖେଳାଳି!

ବ୍ୟୁରୋ : ନିଜ ଦେଶ ଛାଡି ଆଇପିଏଲରେ ଖେଳିବେ ପାକିସ୍ତାନୀ ଖେଳାଳି । ଭାରତରେ ଜଲୱା ଦେଖାଇବେ ଖେଳାଳି । ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆପଣ ଭାବୁଥିବେ ଯେ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲ ଖେଳିବା ମନା । ଏଣୁ ଏହା କେମିତି ସମ୍ଭବ? ତେବେ ଜଣେ ପାକିସ୍ତାନୀ ଖେଳାଳି ଛାଡିବାକୁ ରାଜି…
Read More...

ପାକିସ୍ତାନ କାରାଗାରରେ ୩୦୮ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନର ବିଭିନ୍ନ କାରାଗାରରେ ୩୦୮ଜଣ ଭାରତୀୟ ବନ୍ଦୀ ଜୀବନ ବିତାଉଛନ୍ତି । ଗତକାଲି ପାକିସ୍ତାନ ସରକାରଙ୍କ ତରଫରୁ ସେଠାରେ ଥିବା ଭାରତୀୟ ଦୂତାବାସକୁ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି । ଏହି ବନ୍ଦୀଙ୍କ ମଧ୍ୟରୁ ୪୨ଜଣ ସାଧାରଣ ନାଗରିକ ହୋଇଥିବା ବେଳେ୨୬୬ଜଣ ମତ୍ସଜୀବୀ…
Read More...

ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ମୃତ, ୨୦ ଆହତ

ପାକିସ୍ତାନ ସିନ୍ଧୁ ପ୍ରାନ୍ତରେ ଦ୍ରୁତଗତିରେ ଆସୁଥିବା ଦୁଇଟି ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଇଦ୍ ପର ଦିନ ଅର୍ଥାତ ଶୁକ୍ରବାର ଏହି…
Read More...

ବିଶ୍ୱକପ ଖେଳିବା ପାଇଁ ପାକିସ୍ତାନ ଖେଳାଳିଙ୍କୁ ସରକାରଙ୍କଠାରୁ ମିଳିନି ଅନୁମତି

ନୂଆଦିଲ୍ଲୀ: ODI ବିଶ୍ୱକପ୍ ୨୦୨୩ ଭାରତର ଆୟୋଜନରେ ଖେଳାଯିବ । ଏହି ମେଗା ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏଥି ସହ ପାକିସ୍ତାନ କ୍ରିକେଟ୍ ଦଳକୁ ସେମାନଙ୍କ ସରକାର ବିଶ୍ୱକପରେ ଭାରତ ଆସିବା ପାଇଁ ଏଯାଏଁ ଅନୁମତି…
Read More...

ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଯାତ୍ରୀଙ୍କ ମୃତ୍ୟୁ

ପାକିସ୍ତାନର ଇସଲାମାବାଦ-ଲାହୋର ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା…
Read More...

ପାକିସ୍ତାନରେ ଖାଦ୍ୟ ସଙ୍କଟ; ଅଟା ଚୋରି ରୋକିବାକୁ ଲାଗୁ ହେଲା ଧାରା ୧୪୪

ପାକିସ୍ତାନରେ ଗୋଟିଏ ପଟେ ରାଜନୈତିକ ସଙ୍କଟ ତ ଅନ୍ୟପଟେ ଖାଦ୍ୟ ସଙ୍କଟ ଲାଗିରହିଛି । ଏଭଳି ପରିସ୍ଥିତି ହୋଇଛି କି, ଲୋକଙ୍କ ପାଖରେ ଖାଇବାକୁ ଅଟା ମିଳୁନାହିଁ । କାଙ୍ଗାଳ ପରିସ୍ଥିତିରେ ପହଞ୍ଚିଛି ପାକିସ୍ତାନ । ଫଳରେ ବିଭିନ୍ନ ସରକାରୀ ଗୋଦାମ ଓ ବେସରକାରୀ ମହଜୁଦକାରୀଙ୍କ ଗୋଦାମରୁ ଲୋକମାନେ…
Read More...