ଗ୍ରାମର ଅ।ରଧ୍ୟ ଦେବୀ ଗଡଚଣ୍ଡି ପୀଠରେ ଲାଗିଛି ଭକ୍ତଙ୍କ ଭିଡ
ପୁରୀ/ ଜୟନ୍ତ କୁମାର ସେଠି: ବିଶ୍ୱସ ଆଗରେ ହାର ମାନିଛି ବିଜ୍ଞାନ । ଏହି ବିଶ୍ଵାସ ନେଇ ପିଠିରେ କଣ୍ଟା ଫୋଡି ହୋଇ ପ୍ରାୟ ୩୦ ହାତ ଉଚ୍ଚ ଖାଇରେ ଝୁଲୁଛନ୍ତି ଶହଶହ ପାଟୁଆ । ବିଶ୍ଵାସ ମାଙ୍କର କରୁଣା ଲାଭ କରିବେ ଓ ମନସ୍କାମନା ପୂରଣ ହେବ । ନିସନ୍ତାନ ସନ୍ତାନ ଲାଭ କରିବେ ଓ ବିଭିନ୍ନ ରୋଗରୁ…
Read More...
Read More...