Browsing Tag

para batminton

ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତରେ ପ୍ରମୋଦଙ୍କୁ ଦ୍ବିମୁକୁଟ

ଓଡ଼ିଶା ପାଇଁ ଗର୍ଭ ଆଣିଲେ ପ୍ରମୋଦ। ପ୍ରମୋଦ ଭଗତ ଥାଇଲାଣ୍ଡ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତରେ ଦ୍ବିମୁକୁଟ କରାୟତ୍ତ କରିଛନ୍ତି। ସେ ଉଭୟ ଏକକ ଓ ଯୁଗଳରେ ଟ୍ରଫି ଜିତି ଏହି ସଫଳତା ପାଇଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍ରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କ ବିପକ୍ଷ ପ୍ରଥମ…
Read More...

ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନରେ ପ୍ରମୋଦଙ୍କ ବିଜୟ

ଭୁବନେଶ୍ୱର:ଓଡ଼ିଶାର ପ୍ରମୋଦ ଭଗତ ଥାଇଲାଣ୍ଡର ପଟାୟାରେ ଆୟୋଜିତ ଥାଇଲାଣ୍ଡ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ପ୍ରମୋଦ ଖେଳିଥିବା ୩ଟି ଯାକ ବର୍ଗ (ଏକକ, ମିଶ୍ରତ ଓ ପୁରୁଷ ଯୁଗଳ)ରେ ବିଜୟୀ ହୋଇଛନ୍ତି। ପୁରୁଷ ଏକକରେ ସେ ୨୧-୧୨,…
Read More...