Browsing Tag

paschimbang

ପଶ୍ଚିମବଙ୍ଗରେ ପୁଣି ହିଂସା : ପୋଲିସ ଗାଡି ଜାଳିଦେଲେ ଲୋକେ

କୋଲକାତା: ପଶ୍ଚିମବଙ୍ଗରେ ୱକଫ୍ ବିରୋଧୀ ହିଂସାର ନିଆଁ ଧିରେ ଧିରେ ତେଜିବାରେ ଲାଗିଛି । ଶନିବାରଠାରୁ ଆରମ୍ଭ ହୋଇଥିବା ହିଂସା ଏ ପର୍ଯ୍ୟନ୍ତ ଥମିବାର ନାଁ ଧରୁ ନାହିଁ । ମୁର୍ଶିଦାବାଦ, ମାଲଦା, ପରେ ଏବେ ଦାର୍ଜିଲିଂରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ସେପଟେ ଦକ୍ଷିଣ ୨୪ ପରଗନାରେ ପୋଲିସ…
Read More...

ମେଡିକାଲ ଛାତ୍ରୀଙ୍କ ହତ୍ୟା ଘଟଣା: ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ

କୋଲକାତା: କୋଲକାତାରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ହତ୍ୟା ପରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ମହିଳା ଡାକ୍ତରଙ୍କୁ ହତ୍ୟା କରାଯିବା ପୂର୍ବରୁ ତାଙ୍କ ସହ କରାଯାଇଥିଲା ଯୌନ ଉତ୍ପୀଡନ । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଶୁକ୍ରବାର କୋଲକାତାସ୍ଥିତ ଏକ ସରକାରୀ ହସ୍ପିଟାଲରେ ଜଣେ…
Read More...

ପଦ୍ମଶିବିର ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ୩୦୦ରୁ ଅଧିକ ଶ୍ରମିକ

(କୋଲକତା) : ବିଧାନସଭା ନିର୍ବାଚନ ୨୦୨୧ରେ ସମସ୍ତଙ୍କ ନଜର ନନ୍ଦିଗ୍ରାମ ଉପରେ ଥିଲା । ଏହାର ପ୍ରଭାବରେ ନନ୍ଦିଗ୍ରାମ ବିଜେପିରେ ଫାଟ ଦେଖାଦେଇଛି । ୩୦୦ରୁ ଅଧିକ ଶ୍ରମିକ ପଦ୍ମଶିବିର ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ହରିପୁର ଅଞ୍ଚଳର ପ୍ରାୟ ୩୬୦ ବିଜେପି କର୍ମୀ ନନ୍ଦିଗ୍ରାମର…
Read More...

ୟୁପିରୁ ଗଙ୍ଗା ନଦୀରେ ଶବ ଭାସିବ ଘଟଣାରେ ମୁହଁ ଖୋଲିଲେ ମମତା

(କୋଲକତା) : ନିର୍ବାଚନ ହିଂସାକୁ ନେଇ କୋର୍ଟଙ୍କ ଠାରୁ ଶକ୍ତ ଝଟ୍‌କା ଲାଗିବା ପରେ ଏବେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ମମତା ବାନାର୍ଜୀ। ସିଧା ୟୁପି ସରକାରଙ୍କୁ ଟାର୍ଗେଟ୍ କରି ମମତା ସୋମବାର କହିଛନ୍ତି ଯେ ଉତ୍ତରପ୍ରଦେଶରୁ ଗଙ୍ଗା ନଦୀରେ ଶବ ଭାସି ଆସୁଛି। ଫଳରେ କରୋନା ବ୍ୟାପିବାର ଆଶଙ୍କା…
Read More...

୩୦୦ ବିଜେପି କର୍ମୀ ଗଙ୍ଗାଜଳରେ ଶୁଦ୍ଧି ହୋଇ ଟିଏମସିରେ ମିଶିବାକୁ ଦାବି

(କୋଲକାତା) : ବିଜେପିର ୩୦୦ କର୍ମୀ ଅନଶନରେ ବସିଥିଲେ। ସେମାଙ୍କ ଦାବି ଥିଲା ତାଙ୍କୁ ପୁଣିଥରେ ଟିଏମସିରେ ସାମିଲ କରାଯାଉ। ଧାରଣାରେ ବସିଥିବା ଜଣେ କର୍ମୀ ଅଶୋକ ମଣ୍ଡଳ କହିଛନ୍ତି, ଆମେ ଚାହୁଁ ଆମକୁ ଟିଏମସିକୁ ଫେରାଇ ଅଣାଯାଉ। ବିଜେପିରେ ସାମିଲ ହୋଇ ଆମେ ନିଜ ଗାଁର ବିକାଶକୁ ରୋକି…
Read More...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଜାଣିନଥିଲି କହିଲେ ମମତା , ବାତ୍ୟା ତଥ୍ୟ ଦେଇ ବୈଠକରୁ ..

(ପଶ୍ଚିମବଙ୍ଗ) : ବିଜେପି ଓ ଟିଏମ୍‌ସି ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହେଉଛି । ପଶ୍ଚିମବଙ୍ଗ ନିର୍ବାଚନକୁ ମାସେ ପୂରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଏବେ ବି ରାଜନୈତିକ ତିକ୍ତତା ଲାଗି ରହିଥିବା ଦେଖାଯାଉଛି । କାରଣ…
Read More...

ସମୀକ୍ଷା ବୈଠକରେ ଯୋଗ ଦେବନି ମମତା ବାନାର୍ଜୀ

(ଦିଲ୍ଲୀ) : ମୋଦିଙ୍କ ସମୀକ୍ଷା ବୈଠକରେ ଯୋଗ ଦେବନି ମମତା ବାନାର୍ଜୀ। ବୈଠକକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଡକାଯିବା ହେତୁ ଆସିବେନି ମମତା ବାନାର୍ଜୀ । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ କୋଲକତାରେ ଥିଲା ସମୀକ୍ଷା ବୈଠକ। ଓଡ଼ିଶାରେ ସମୀକ୍ଷା ବୈଠକ ସାରି…
Read More...

ମେ ୧୬ ରୁ ମେ ୩୦ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର

(ଦିଲ୍ଲୀ) : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ବହୁତ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଛି । ତେବେ ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ମାମଲା ସାମ୍ନାକୁ ଆସିବା ପରେ ଦେଶର ମେରୁ ହାଡ଼ ଭାଙ୍ଗିପଡିଛି । ଦୈନିକ ମୃତ୍ୟୁ ସଂଖ୍ୟା ପ୍ରାୟ ଚାରି ହଜାର ଟପୁଛି । କରୋନା ବୃଦ୍ଧି ପାଉଥିବା…
Read More...

RTPCR ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କଲେ ପଶ୍ଚିମବଙ୍ଗ ସରକାର

(କୋଲକାତା) : ପଶ୍ଚିମବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ ବଡ଼ ଘୋଷଣା । RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । କରୋନାର ବ୍ୟାପକ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ RTPCR ନେଗେଟିଭ ରିପୋର୍ଟକୁ…
Read More...

ଫ୍ୟାନଙ୍କୁ ଠେଲି ଦେଲେ ଜୟା ବଚନ

(କୋଲକତା): ପଶ୍ଚିମବଙ୍ଗରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ସାଂସଦଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ଜୟା ପ୍ରଚାର କରୁଥିବା ସମୟରେ ଜଣେ ଫ୍ୟାନ ସେଲଫି ନେବାକୁ ଉଦ୍ୟମ କରିବା ବେଳେ ଠେଲିଦେଲେ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ।…
Read More...