Browsing Tag

PM

‘ତେଜସ୍’ରେ ଉଡିଲେ ପ୍ରଧାନମନ୍ତ୍ରୀ ମୋଦୀ : କହିଲେ , ଦୁନିଆରେ ମାମେ କାହାଠୁ କମ ନୁହେଁ

ତେଜସ୍ ଲଡୁଆ ବିମାନରେ ଉଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଲୁରୁରେ ତେଜସ୍ ବିମାନରେ ବସି ଉଡାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ୟେଲହଙ୍କା ଏୟାରବେସରେ ପହଞ୍ଚିଥିଲେ ମୋଦୀ । ସେଠାରେ ‘ତେଜସ’ବିମାନରେ ବସି ଉଡାଣ ଭରିଥିଲେ ।ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।…
Read More...

ଅବୈଧ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଅବୈଧ ପ୍ରବାସୀଙ୍କ ଉପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ଦେଶରେ ଅବୈଧ ପ୍ରବାସୀଙ୍କ ଉପରେ ରୋକ୍ ଲଗାଇବାକୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରିଷି ସୁନକ । ଗୋଟିଏ ଦିନ ପାଇଁ ଇମିଗ୍ରେସନ ଅଫିସର ହୋଇ ୧୦୫ ଜଣଙ୍କୁ ଗିରଫ…
Read More...

ତିନି ବର୍ଷ ପାଇଁ ଜେଲ ଗଲେ ଆଜମ ଖାନ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କୁ ହେଲା ତିନି ବର୍ଷ ଜେଲ ଦଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଏବଂ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍ ) ଅଞ୍ଜାନେ କୁମାର ସିଂଙ୍କୁ ଟାର୍ଗେଟ କରି ଅପମାନ ଜନକ ମନ୍ତବ୍ୟ…
Read More...

କେଦାରନାଥ ଗସ୍ତରେ ମୋଦି

ନୂଆଦିଲ୍ଲୀ: ଦୁଇଦିନିଆ ଗସ୍ତରେ ଉତ୍ତରାଖଣ୍ଡରେ ଗସ୍ତରେ ମୋଦି । କେଦାରନାଥରେ ପହଞ୍ଚି ପାରମ୍ପରିକ ଢଙ୍ଗରେ ମହାଦେବଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ହିମାଚଳ ପ୍ରଦେଶରେ ହସ୍ତତନ୍ତ୍ର ଦ୍ୱାରା ବୁଣା ଯାଉଥିବା ପୋଷାକ ପରିଧାନ କରିଥିବାର ନଜର ଆସିଛନ୍ତି । ତେବେ ପ୍ରଧାନମନ୍ତ୍ରୀ…
Read More...

ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଛନ୍ତି । ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ।…
Read More...

ମେଁ ୩ ପର୍ଯ୍ୟନ୍ତ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳା ଚଳ ଉପରେ ଲାଗିଲା ରୋକ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମହାମାରୀ କରୋନାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଦେଶକୁ ପୁଣି ଥରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଭାରତ ସମେତ ସାରା ବିଶ୍ୱରେ ୨୧୦ଟି ଦେଶ କୋରୋନା ମୁକାବିଲା ପାଇଁ ଲଢେଇ ଜାରୀ ରଖିଛନ୍ତି । କୋରୋନା ଆକ୍ରାନ୍ତଙ୍କ…
Read More...

ବାଜପେୟୀଙ୍କ ନିଧନରେ ଆଜି ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଜ୍ୟସରକାର ଆଜି ସରକାରୀ ଛୁଟି  ଘୋଷଣା କରିଛନ୍ତି ଏବଂ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରାଯାଇଛି । ଏହି ୭ ଦିନରେ ରାଜ୍ୟର କୌଣସି ସରକାରୀ ଉତ୍ସବ ପାଳନ କରାଯିବ…
Read More...