Browsing Tag

Police

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ମାଓବାଦୀ

ଛତିଶଗଡ-: ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ଦୁଇ ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଅଛନ୍ତି । ମୃତକଙ୍କ ନାଁ  ମୁଚାକି ବାମନ ଓ ଅନିତା ଆଭାଲମ୍ ବୋଲି ଜଣାପଡିଛି । ମୁଚାକି ନାଁରେ ୫…
Read More...

ପରକୀୟା ପ୍ରୀତି ପାଇଁ ଉଜୁଡ଼ି ଗଲା ପରିବାର

ଗଜପତି-: ପରକୀୟା ପ୍ରୀତି ପାଇଁ ଖିନଭିନ ହୋଇ ଉଜୁଡ଼ି ଗଲା ପରିବାର । ସ୍ତ୍ରୀ ରକ୍ତରେ ହୋଲି ଖେଳିଲା ସ୍ୱାମୀ । ସ୍ତ୍ରୀକୁ ମାରିବା ଆଗରୁ ଭିଡ଼ିଓରେ ଖୋଲି କହିଲା ସବୁ ସତ । କହିଲା ସେ ପରପୁରୁଷ ସହିତ ସମ୍ପର୍କ ରଖିଲା ମୁଁ ତାକୁ ମାରିଦେଲି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଗଜପତି ଜିଲ୍ଲା…
Read More...

ପୁରୀ ଗୁଡ଼ିଆସାହିରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା

ପୁରୀ-: ପୁରୀରେ ଗଡିଲା ମୁଣ୍ଡ । ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା ଅଭିଯୋଗ । ପୁରୀ ଗୁଡ଼ିଆସାହିରେ ଘଟିଛି ହତ୍ୟାକାଣ୍ଡ । ମୃତକ ଜଣକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ । ପୁରୀରେ ପୋଲିସ ଛାଉଣୀ ଭିତରେ ଏପରି ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି । ସୂଚନା ମୁତାବକ, ମୃତକ…
Read More...

ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର ମାଇନିଂ ଅଫିସର ତାପସ କୁମାର ବେହେରା ଆହତ‌

ବାଲେଶ୍ୱର-: ଜୁନିୟର ମାଇନିଂ ଅଫିସରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ। ବାଲି ଚାଲାଣ ସୂଚନା ପାଇ ଚଢ଼ାଉ ବେଳେ ଅଫିସରଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ। ରେମୁଣା ବ୍ଲକ୍ କାଠସଙ୍ଗଡ଼ା ତ୍ରିବେଣୀ ଘାଟରେ ଆକ୍ରମଣ ହୋଇଥିବା ସୂଚନା । ବାଲେଶ୍ୱର ରେମୁଣା କାଠସଙ୍ଗଡାରେ ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର…
Read More...

ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇଲେ ଯୋଗେଶ ବାହାଦୁର ଖୁରାନିଆ

ବ୍ୟୁରୋ-: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନବମ ଜିୟୁ ଜିଟସୁ ଏସିୟାନ ଚମ୍ପିୟନସିପରେ ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟ ପୋଲିସ ମୁଖ୍ୟ…
Read More...

କଟକ ଜିଲ୍ଲା ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁରେ ବିଳମ୍ବିତ ରାତିରେ ଫୁଟିଲା ବୋମା

କଟକ-: କଟକ ଜିଲ୍ଲା ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁରେ ବିଳମ୍ବିତ ରାତିରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ସହଙ୍ଗା ଗୋପାଳପୁର ଗାଁର ଗୋଲଖ ଜେନାଙ୍କ ଘର୍ ଉପରକୁ ବୋମା ମାଡ଼ କରି ଜଣେ ଦୁର୍ବୃତ୍ତ ଫେରାର ହୋଇଥିବା…
Read More...

ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି

ସମ୍ବଲପୁର-: ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି । ସୋନପୁର, ବୌଦ୍ଧ, ରେଢାଖୋଲ ଅଞ୍ଚଳର ଢେଙ୍ଗୁ ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୁଇନ୍ଦା ସୂଚନା ମିଳିଛି । ପୂର୍ବରୁ ସମ୍ବଲପୁରରେ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି

ନୂଆଦିଲ୍ଲୀ-: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଅଭିଯୁକ୍ତ ଜଣକ ପୋଲିସ କଣ୍ଟ୍ରୋଲ ରୁମକୁ କଲ୍ କରି ଜୀବନରୁ ମାରିଦେବାକୁ ଦେଇଥିଲେ ଧମକ । ଗୁରୁବାର ରାତି ପ୍ରାୟ ୧୧:୦୦ ଟାରେ ଗାଜିଆବାଦ ପୋଲିସକୁ ଏହି ପିସିଆର୍ କଲ୍ କରାଯାଇଥିଲା। ତୁରନ୍ତ…
Read More...

କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ସମୟର ଭିଡିଓ ସାମ୍ନାକୁ ଆସିବାପରେ ୩ ବାଲି ମାଫିଆ ଗିରଫ

ଉଦଳା-: ଥାନା ଆଗରେ ମୟୂରଭଞ୍ଜ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀଙ୍କୁ ନିର୍ଘାତ ମାଡ଼ ମାରିବା ସହ ପଥର ଛେଚି ତାଙ୍କ କାର୍‌ ଭାଙ୍ଗିବା ଘଟଣାରେ ୩ ବାଲି ମାଫିଆଙ୍କୁ ଗିରଫ କରିଛି ପୋଲିସ । ଗିରଫ ୩ ଜଣ ହେଲେ କପ୍ତିପଦା ଅଞ୍ଚଳର ଆକାଶ ନାୟକ, ମାନସ କୁମାର ପୁହାଣ ଓ ରଜତ କୁମାର…
Read More...

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ

ସମ୍ବଲପୁର-: ରକ୍ଷାକର୍ତ୍ତା ସାଜିଲା ନର ପିଶାଚ । ଯୌନ ଲାଳସାରେ ଭୁଲିଲା ହିତାହିତ ଜ୍ଞାନ । ସମ୍ବଲପୁରରେ ଜଣେ ପୋଲିସ କର୍ମଚାରୀ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ହୋଇଛି ସାଙ୍ଘାତିକ ଅଭିଯୋଗ । ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ ।…
Read More...