ଜେଲ୍ ରୁ ମୁକୁଳି ପାରିବେ ତ ଭବ ? ଯୋଡି ହେଲା ଆଉ ଏକ ମାମଲା..
ଭବ ପ୍ରସାଦ ଦାସଙ୍କ ନାଁରେ ଯୋଡି ହେଲା ଆଉ ଏକ ମାମଲା । ତାଙ୍କ ବିରୁଦ୍ଧରେ ଆଉ ଏକ ଜାତିଆଣ ମାମଲା । ଏଥିସହିତ ମାମଲା ସଙ୍ଖ୍ୟା ୫ କୁ ବଢିଲା । ଗତ କାଲି ତାଙ୍କୁ ଏକ କେସରେ ଜାମିନ ମିଳିଥିଲା । ଏବେ ସେ ଜେଲ୍ ରେ ଥିବା ବେଳେ ତାଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ ବିଫଳ ହେଉଛି । ସେପଟେ…
Read More...
Read More...