ୱାୟାନାଡକୁ ୨୨୨୧ କୋଟିର ପ୍ୟାକେଜ ଦିଅ..
ବନ୍ୟା ଦ୍ୱାରା ନଷ୍ଟ ହୋଇଯାଇଥିବା କେରଳର ୱାୟାନାଡକୁ ପୁନର୍ଜୀବିତ କରିବାରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ କ୍ରମାଗତ ଭାବରେ ସକ୍ରିୟ ଅଛନ୍ତି। ବୁଧବାର ପ୍ରିୟଙ୍କା ଗାନ୍ଧୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ୱାୟାନାଡ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରିଛନ୍ତି। ପ୍ରିୟଙ୍କା…
Read More...
Read More...