ପଞ୍ଜାବର ମୋହାଲିରେ ବୃଦ୍ଧଙ୍କୁ ଘୋଷାଡ଼ି ମାରିଲା ଗାଈ
ପଞ୍ଜାବ: ବୃଦ୍ଧଙ୍କୁ ଘୋଷାଡ଼ି ମାରିଲା ଗାଈ । ଏଭଳି ଘଟଣା ଘଟିଛି ପଞ୍ଜାବର ମୋହାଲିରେ। ଜଙ୍ଗଲୀ ଜନ୍ତୁଙ୍କ ପରି ଆତଙ୍କ ସୃଷ୍ଟି କରିଛି ଗାଈ । ପ୍ରାୟ ଶହେ ମିଟର ଘୋଷାଡ଼ି ନେଇ ବୃଦ୍ଧଙ୍କୁ ମାରିଛି ଗାଈ । ତେବେ ବୃଦ୍ଧ ଜଣକ ୮୩ ବର୍ଷିୟ ସରୂପ ସିଂ ବୋଲି ଜଣାପଡିଛି । ଏହି ଭୟଙ୍କର ଘଟଣାର ଚିତ୍ର…
Read More...
Read More...