ଆରମ୍ଭ ହେଲା ରଥଭଙ୍ଗା କାମ, ପ୍ରଥମେ ଭଙ୍ଗାଯାଉଛି ମା’ ସୁଭଦ୍ରାଙ୍କ ରଥ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ବ୍ୟାରିକେଟ ମଧ୍ୟରେ ଥିବା ତିନି ରଥ ଭଙ୍ଗା କାମ ଆଜିଠୁ ଆରମ୍ଭ ହୋଇଛି । ପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଫଟାଯାଇଛି । ଏହାପରେ ବଡଭାଇ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମାହାପ୍ରଭୁଙ୍କ ନନ୍ଦିଘୋଷ ରଥ ଫଟାଯିବ…
Read More...
Read More...