ଚାଲିଥିଲା ପ୍ରିମିୟର ଶୋ, ଦଳାଚକଟାରେ ଗଲା ଜୀବନ
ବଢୁଛି ପୁଷ୍ପା-୨ର କ୍ରେଜ୍ । ପ୍ରମିୟର ଶୋ ବେଳେ ଦଳାଚକଟା ହୋଇ ଚାଲିଗଲା ଜୀବନ । ବୁଧବାର ରାତିରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର, ଆରଟିସି କ୍ରସର, ହାଇଦ୍ରାବାଦରେ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପୁଷ୍ପା ୨ର ପ୍ରିମିୟର ସମୟରେ ଦୁଃଖଦ ଘଟଣା ଘଟିଛି। ପ୍ରିମିୟରର ସୋ ପାଇଁ…
Read More...
Read More...