Browsing Tag

raid

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ

ଭୁବନେଶ୍ୱର:- ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ। ବିଏମ୍‌ସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଏହି ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ କରିଛି ଭିଜିଲାନ୍ସ। ବିଏମସି…
Read More...

ରାଜ୍ୟର ବିଭିନ୍ନ ସହରରେ ଡାଇରିଆ ଦ୍ରୁତ ଗତିରେ ବ୍ୟାପିବା ପରେ ଆକ୍ସନ୍ ମୋଡରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍

ଭୁବନେଶ୍ୱର-: ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି । ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ, ଢାବା, ଫାଷ୍ଟଫୁଡ୍ ଦୋକାନରେ ଚଢ଼ଉ…
Read More...

ଗ୍ରାମୀଣ ଡାକ ସେବକ ନିଯୁକ୍ତି ଠକେଇ ମାମଲାରେ ସିବିଆଇର ତଦନ୍ତ

ଭୁବନେଶ୍ୱର-: ଗ୍ରାମୀଣ ଡାକ ସେବକ (ଜିଡିଏସ ) ନିଯୁକ୍ତି ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଓଡ଼ିଶାର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ।  କେନ୍ଦ୍ରୀୟ ଏଜେନ୍ସିର ଅନେକ ଦଳ ଭୁବନେଶ୍ୱର, କଳାହାଣ୍ଡି, ସମ୍ବଲପୁର, କେଉଁଝର ଏବଂ ବଲାଙ୍ଗୀରର୧୨ ଟି ଭିନ୍ନ ଭିନ୍ନ…
Read More...

ବିଶେଶ୍ୱର ବସ୍ତିରୁ ବିପୁଳ ପରିମାଣର ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ଜବତ କଲା ଅବକାରୀ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ମାରାଥନ ରେଡ଼ । ଆପୋଲୋ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢ଼ାଉ । ଭୁବନେଶ୍ୱର ବିଶେଶ୍ୱର ବସ୍ତିରୁ ଆଜି ବିପୁଳ ପରିମାଣର ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ଜବତ ହୋଇଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୫ ହଜାର ଗଞ୍ଜେଇ ସିଗାରେଟ…
Read More...

କର୍ଣ୍ଣାଟକ, କେରଳ ଏବଂ ବିହାରର ପିଏଫଆଇ ଠିକଣାରେ ଏନଆଇଏର ଚଢ଼ଉ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ଏଜେନ୍ସି ବୁଧବାର ଫୁଲୱାରିଶରିଫ ମାମଲାରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର କର୍ଣ୍ଣାଟକ, କେରଳ ଏବଂ ବିହାରର ପ୍ରାୟ ୨୫ଟି ସ୍ଥାନରେ ଚଢ଼ାଉ କରିଛି । ଚଢ଼ାଉ ବେଳେ କିଛି ଆପତ୍ତିଜନକ କାଗଜପତ୍ର ମିଳିଥିବା ସୂଚନା ମିଳିଛି । ଏନଆଇଏ ପାଣ୍ଠି ଯୋଗାଣ ଦିଗରୁ ତଦନ୍ତ…
Read More...

ମଦ କାରଖାନାରେ ଚଢାଉ, ୧୭ ଲକ୍ଷ ଟଙ୍କା ଜବତ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମଦ କାରଖାନାରେ ଚଢାଉ । ଖୋର୍ଦ୍ଦା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ରାସୋଲ ଗାଁରେ ଏକ ମଦ କାରଖାନରେ ଚଢାଉ କରାଯାଇଛି । ଅବକାରୀ ବିଭାଗ, ପୁଲିସ ଓ କୁଇକ ଆକ୍ସନ ଟିମର ମିଳିତ ଚଢାଉ କରିଥିଲେ । ସୁଚନାମୁତାବକ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାସୋଲ…
Read More...

ପୁଣି ରାଜଧାନୀରୁ ୨୦ ଗ୍ରାମର ବ୍ରାଉନ ସୁଗାର ଜବତ

(ଆଦର୍ଶ ରାଉତ): ପୁଣି ରାଜଧାନୀରୁ ଜବତ ହେଲା ବ୍ରାଉନ ସୁଗାର । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦି ପଡ଼ିଆ ବସ୍ତିରୁ ୨୦ ଗ୍ରାମ୍ ଓଜନର ବ୍ରାଉନ ସୁଗାର ଜବତ କରିଛି ଲକ୍ଷ୍ମୀ ସାଗର ପୋଲିସ । ଏହି ଘଟଣାରେ ସଂଜୟ ମହାନ୍ତି ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଏକ ବିଶେଷ ସୁତ୍ରରୁ ଖବର…
Read More...

ଗୁଡ଼ ନ୍ୟୁଜ ସେଲଟର ହୋମରେ ଭଦ୍ରକ ଜିଲ୍ଲା ପ୍ରଶାସନର ଚଢାଉ

(ସେଖ ଫଇଜାନ କାଦରୀ): ଢେଙ୍କାନାଳ ବେଲଟିକିରି ସ୍ଥିତ ସେଲଟର ହୋମରେ ଯୌନ ନିର୍ୟାତନା ଘଟଣା ସାମ୍ନାକୁ ଆସିବା ପରେ ଏବେ ସାରା ରାଜ୍ୟରେ ଥିବା ସେଲଟର ହୋମ ଗୁଡ଼ିକ ଉପରେ କଡ଼ା ନଜର । ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ନନ୍ଦପୁରରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଶାଖା ଉପରେ ଆସନ୍ତା କାଲି…
Read More...

ପେଟ୍ରୋଲ ପମ୍ପରେ ଯୋଗାଣ ବିଭାଗର ଚଢାଉ

(ଜୟନ୍ତ କୁମାର ସେଠୀ ): ପୁରୀ ଜିଲ୍ଲା ପିପିଲି ମଙ୍ଗଲପୁର ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ରେ ଯୋଗାଣ ବିଭାଗର ଚଢ଼ାଉ କରିଛି । ୩୧ ନମ୍ବର ଜାତୀୟ ରାଜପଥରେ ଥିବା ଏହି ପମ୍ପରେ ମାପ ଓଜନ ଠକେଇ ଅଭିଯୋଗ ରେ ପାଞ୍ଚ ଜଣିଆ ଟିମ୍ ଆଜି ଚଢ଼ାଉ କରିଛନ୍ତି । ଗତକାଲି ୫୦ ଟଙ୍କାରେ ୪୦୦ ଗ୍ରାମ ପେଟ୍ରୋଲ…
Read More...

ଟିଟୋ ଲିଙ୍କ୍ ନେଇ ଚଢାଉ

( ଆଦର୍ଶ ରାଉତ) : କିଛିଦିନର ନିରବତା ପରେ ପୁଣି ଗ୍ୟାଷ୍ଟ ଷ୍ଟାର ଟିଟୋ ଲିଙ୍ଗ୍ ନେଇ ସକ୍ରିୟ ହୋଇଛି କ୍ରାଇମବ୍ରାଞ୍ଚ । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁର ଦୀପ୍ତିରଞ୍ଜନ ଦାସଙ୍କ ଘରେ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଚଢ଼ଉ କରିଛି। ଡିଏସ୍ପି ରାମଚନ୍ଦ୍ର ଥମ୍ବଙ୍କ…
Read More...