Browsing Tag

RAMANABAMI

ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ

ବ୍ୟୁରୋ-: ରାମନବମୀଙ୍କୁ ନେଇ ସାରା ରାଜ୍ୟ ଉତ୍ସବମୁଖର। ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ଆଖି ପୂରେଇ ଦେଖି ନେବାର ଅଭୀପ୍ସା ହଜାର ହଜାର ଭକ୍ତଙ୍କୁ ମନ୍ଦିରକୁ ଟାଣିହୋଇ ଆସିଛନ୍ତି। ଆଜି ସକାଳୁ ଚଳଚଞ୍ଚଳ ହୋଇପଡ଼ିଛି ମଠ ଓ ମନ୍ଦିର । ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଛି । ଏଣୁ ଆଜି ଓଡ଼ିଶାର ସମସ୍ତ…
Read More...

ଲୁଚି ରହିଥିବା ପରମ୍ପରାକୁ ପୁନରାବୃତି କରିଛନ୍ତି ଗ୍ରାମବାସି

ଗଞ୍ଜାମ /ରଜନୀକାନ୍ତ ପାତ୍ର: ହିଞ୍ଜିଳିକାଟୁ ଥାନା ଅଧୀନ କଣ୍ଟାଈକୋଳି ଗ୍ରାମରେ ଶ୍ରୀ ରାମ ନବମି ର ଅନ୍ତିମ ଦିନରେ ମର୍ୟ୍ୟାଦା ପୁରୁଷ ଶ୍ରୀ ରାମ ଚନ୍ଦ୍ର ଙ୍କ ଗ୍ରାମ ପରିଭ୍ରମଣ ବହୁ ଆଡ଼ମ୍ବରରେ ହୋଇଯାଇଛି କ୍ଷ ଗୋପୀନାଥ ସାହି ସ୍ଥିତ ରଘୁନାଥ ଙ୍କ ମନ୍ଦିର କୁ ଆଲୋକ ମାଳା ରେ ସୁସଜିତ କରିବା…
Read More...

ଘଣ୍ଟଶିଳା ପାହାଡ଼ ଶିଖର ରାମମନ୍ଦିରଠାରେ ରାମନବମୀ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁରର ପ୍ରସିଦ୍ଧ ପାହାଡ଼ ଶିଖରେ ଥିବା ରାମମନ୍ଦିର ଠାରେ ରାମନବମୀ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ମନ୍ଦିରରେ ଦୀର୍ଘ ଦିନ ଧରି ପୂଜାର୍ଚ୍ଚନା କରାଯାଉଥିବା ବେଳେ ଚଳିତ ବର୍ଷ ଠାରୁ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଏହି ଉତ୍ସବ ଅନୁଷ୍ଠିତ…
Read More...

ପବିତ୍ର ଶ୍ରୀରାମ ନବମୀ ରେ ଉତ୍ସବମୁଖର ଠାକୁରମୁଣ୍ଡା

ମୟୁରଭଞ୍ଜ/ ବସନ୍ତ କୁମାର ସୋରେନ : ଆଜି ପବିତ୍ର ଶ୍ରୀରାମ ନବମୀ । ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିନ ଅବସରରେ ଗାଁ ଠୁ ସହର ସବୁଆଡେ ଉତ୍ସବ ମୁଖର ହୋଇପଡିଛି । ରାମ ରାମ ଧ୍ୱନିରେ କମ୍ପିବା ସହ ଭକ୍ତିି ମୟ ପରିବେଶ ସୃଷ୍ଟି ହୋଇଯାଉଛି । ସେହିପରି ଠାକୁରମୁଣ୍ଡା ହନୁମାନ କମିଟି ଦ୍ବାରା ବଜାର…
Read More...