ଆସିଲା ଟିଜର୍, ଏହି ଦିନ ରିଲିଜ ହେବ ରଣବୀରଙ୍କ ‘ଧୁରନ୍ଧର’
ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର ସିଂହ ରବିବାର ତାଙ୍କ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଅଭିନେତା। ଅଭିନେତାଙ୍କ ଅପକମିଂ ଫିଲ୍ମ ‘ଧୁରନ୍ଧର’ର ଟିଜର ରିଲିଜ ହୋଇଛି । ଟିଜରରେ ରଣବୀର ସିଂ ଦମଦାର ଲୁକ୍ ରେ ନଜର ଆସିଛନ୍ତି । ଯାହା…
Read More...
Read More...