ଭ୍ୟାକ୍ସିନ୍ ପରେ ହୃଦଘାତର ଶିକାର ହେଲେ ଅଭିନେତା ବିବେକ, ସ୍ୱାସ୍ଥ୍ୟାବସ୍ଥା ଗୁରୁତର
(ଚେନ୍ନାଇ ) : ତାମିଲ ସିନେମାର ଲୋକପ୍ରିୟ ଅଭିନେତା ବିବେକ ହୃଦ୍ଘାତରେ ଶିକାର ହୋଇଛନ୍ତି। ହୃଦଘାତ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।
ସୂଚାନୁଯାୟୀ , ହୃଦ୍ଘାତର କାରଣ ସ୍ପଷ୍ଟ…
Read More...
Read More...