Browsing Tag

reporters day

ଗୋଦାବରୀଶ ମହାବିଦ୍ୟାଳୟରେ ୬୦ତମ ବାର୍ଷିକ ଉତ୍ସବ

ବାଣପୁର: ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୬ତମ ଶ୍ରାଦ୍ଧ ବର୍ଷିକି ତଥା ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟଙ୍କ…
Read More...

ସଲୁ-ସୋନାକ୍ଷୀଙ୍କ ନିର୍ବନ୍ଧ!

ମୁମ୍ବାଇ-ବିବାହ କରିବାକୁ ଯାଉଛନ୍ତି ଦବଙ୍ଗ ଖାନ୍ । ଜଣାଶୁଣା ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଭାଇଜାନ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଏବେ ସୋସିଆଲ ମିଡଆରେ ସଲମାନ୍ ଖାନଙ୍କ ବର ବେଶ ଏବଂ ସୋନାକ୍ଷୀ ସିହ୍ନା ଦୁଲହନ ବେଶରେ ସଜେଇ ହୋଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ…
Read More...

ଓଡିଶା ବଜାରରେ ଚୀନ ମୋବାଇଲ ଫୋନର ଚାହିଦା ଅଧିକ

(ରିପୋଟର୍ସ ଟୁଡେ): ସୀମାରେ ଭାରତ ଚୀନ୍‌ ବିବାଦ ଘନେଇବାରେ ଲାଗିଥିବା ବେଳେ ଦେଶରେ ଚୀନ୍‌ ସାମଗ୍ରୀ ବର୍ଜନ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ଲୋକେ ରାସ୍ତାଘାଟରେ ଚୀନ୍‌ ସାମଗ୍ରୀ ପୋଡ଼ି ପକାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ମୋବାଇଲ୍‌ ବଜାରରେ ପୂର୍ବ ସ୍ଥିତି ସେମିତି ଅତୁଟ ରହିଛି।…
Read More...

ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କଲେ ଖିଲାଡୀ

(ପ୍ରିୟଦର୍ଶନୀ ସ୍ୱାଇଁ )ମୁମ୍ବାଇ : ବଲିଉଡ ଅଭିନେତା ଅକ୍ଷୟ କୁମାର ଲୋକସଭା ନିର୍ବାଚନ ଲଢ଼ିବାକୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି । କୌଣସି ଦଳ ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅକ୍ଷୟ । କିଛି ଦିନ ତଳେ ଖିଲାଡି କୁମାର ବିଜେପି ପ୍ରାର୍ଥୀ ହେବେ ବୋଲି…
Read More...

୪୪ ଜଣ ମହିଳାଙ୍କୁ ନାରୀ ସଶକ୍ତିକରଣ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

(ରିପୋର୍ଟସ ଟୁଡ଼େ) ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ୪୪ ଜଣ ମହିଳାଙ୍କୁ ନାରୀ ସଶକ୍ତିକରଣ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ବିଶେଷ ସମାରୋହରେ ଚୟନ କରାଯାଇଥିବା ୪୪ ଜଣ ନାରୀଙ୍କୁ ସମ୍ମାନିତ କରିବେ । ସମ୍ମାନିତ…
Read More...

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜଟଣୀ ନିର୍ବାହୀ ଅଧିକାରୀ

(ରିପୋର୍ଟସ ଟୁଡ଼େ) ଜଟଣୀ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ଲଳିତା କପୁର ଲାଞ୍ଚ ନେବା ଅଭିଯୋଗରେ ବୁଧବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମ୍ୟୁନିସିପାଲଟିର ଅବସରପ୍ରାପ୍ତ କର୍ମଚାରୀ ଭିକ୍ଷାକାରୀ ସାହୁଙ୍କ ବକେୟା ଟଙ୍କା ମଞ୍ଜୁର ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର…
Read More...

ଅଧ୍ୟକ୍ଷ କେ ଚନ୍ଦ୍ରଶେଖର ରାଓ ଦ୍ୱିତୀୟ ଥର ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

(ରିପୋର୍ଟସ ଟୁଡ଼େ)ତେଲେଙ୍ଗାନା ରାଷ୍ଟ୍ର ସମିଥି(ଟିଆର୍ଏସ୍) ଅଧ୍ୟକ୍ଷ କେ ଚନ୍ଦ୍ରଶେଖର ରାଓ(କେସିଆର୍) ଦ୍ୱିତୀୟ ଥର ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ନିର୍ଦ୍ଧାରିତ ମାହେନ୍ଦ୍ର ବେଳା ଠିକ ଦିନ ୧: ୨୫ ମିନଟ୍ରେ କେସିଆର୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ…
Read More...

ଭାରତ ଠାରୁ ହାରିଲା ପାକିସ୍ତାନ, ଆଇସିସି ଶୁଣାଇଲେ ନିଷ୍ପତ୍ତି

(ରିପୋର୍ଟସ ଟୁଡ଼େ ) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବିବାଦ ନିବାରଣ ପେନାଲ ବିସିସିଆଇ ବିରୋଧରେ ପାକିସ୍ତାନ କ୍ରିକେଟ ବୋର୍ଡ଼ (ପିସିବି) ର କ୍ଷତିପୂରଣ ଦାବିକୁ ଖାରଜ କରି ଦେଇଛନ୍ତି । ପିସିବି ଭାରତୀୟ କ୍ରିକେଟ ବୋର୍ଡ ଉପରେ ଦ୍ୱିପାକ୍ଷିକ ଶୃଙ୍ଖଳା ସହିତ ଜଡ଼ିତ ବୁଝାମଣା ପତ୍ର…
Read More...