Browsing Tag

reporterstoday

ଦିବଙ୍ଗତ ରାଷ୍ଟ୍ରୀୟ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଦ୍ୱାଦଶାହ: ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ମାନ୍ୟଗଣ୍ୟ ବ୍ୟକ୍ତି

ଭୁବନେଶ୍ୱର:  ଆଜି ଦିବଙ୍ଗତ ରାଷ୍ଟ୍ରୀୟ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଦ୍ୱାଦଶାହ  ।  ଏହି ଅବସରରେ ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ  ଭୁବନେଶ୍ୱର ସ୍ଥିତ ବାସଭବନରେ ଲାଗିଛି ଗହଳି  । ବଡ ବଡ ରାଜ ନେତାଙ୍କ ଠାରୁ ଆରମ୍ଭ କରି ହଜାର ହଜାର ଲୋକ ସେଠାରେ ଉପସ୍ଥିତ ରହି …
Read More...

ଲାଞ୍ଚ ନେଉଥିବା ବେଳେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀଙ୍କୁ ଧରିଛି ଭିଜିଲାନ୍ସ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ତହସିଲର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକଙ୍କୁ ଧରିଛି ଭିଜିଲାନ୍ସ। ପୈତୃକ ସମ୍ପତ୍ତିର ଭାଇ ଭାଗ ପଟ୍ଟା କରାଇ ଦେବା ପାଇଁ ମାଗିଥିଲେ ଲାଞ୍ଚ । ପ୍ରଥମେ ଆବେଦନ କରାଇ…
Read More...

ରାଜ୍ୟରେ କମୁଛି ଡ୍ରପ ଆଉଟ ହାର : ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ରାଜ୍ୟରେ କମୁଛି ଡ୍ରପ ଆଉଟ ହାର । ପ୍ରାଥମିକ ସ୍ତରରେ ଡ୍ରପଆଉଟ ହାର ଶୁନ ହୋଇଛି । ଏ ନେଇ  ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉଚ୍ଚ ପ୍ରାଥମିକ ସ୍ତରରେ ୨ ପ୍ରତିଶତ, ଉଚ୍ଚ ମାଧ୍ୟମିକ ସ୍ତରରେ ୧୨.୮ ପ୍ରତିଶତ ଡ୍ରପ ଆଉଟ ହାର ରହିଛି ।…
Read More...

୧୭ ଟି ସରକାରୀ ବିଶ୍ୱ ବିଦ୍ୟାଳୟ ରେ ୧୩୫୩ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଖାଲି

ଭୁବନେଶ୍ୱର:  ବିଶ୍ୱ ବିଦ୍ୟାଳୟରେ ଖାଲି ପଡିଛି ପଦବୀ । ୧୭ ଟି ସରକାରୀ ବିଶ୍ୱ ବିଦ୍ୟାଳୟ ରେ ୧୩୫୩ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଖାଲି।  ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ।   ୨୦୨୭ ସ୍ଥାନରେ ମାତ୍ର ଅଛନ୍ତି ୬୭୪ ଅଧ୍ୟାପକ ଓ ଅଧ୍ୟାପିକା।  ଖାଲି ପଡିଥିବା…
Read More...

ଗତ ୮ ମାସରେ ୨୪୮୩ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କୁ ନିର୍ଯ୍ୟାତନା ଜନିତ ଘଟଣା ଘଟିଛି

ଭୁବନେଶ୍ୱର; ଗତ ୮ ମାସରେ ୨୪୮୩ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କୁ ନିର୍ଯ୍ୟାତନା  ଜନିତ ଘଟଣା ଘଟିଛି । ସର୍ବାଧିକ ଯାଜପୁରରେ ୨୬୯, କଟକରେ ୧୫୯, ଜଗତସିଂହପୁର ରେ ୧୫୭ ଟି ନିର୍ଯ୍ୟାତନା  ଘଟଣା ଘଟିଛି ।ଏହି ସବୁ ମାମଲା ଗୁଡ଼ିକର ତଦନ୍ତ ଦାୟିତ୍ବ ଜଣେ ଡ଼ିଏସପି ପାହ୍ୟାର ଅଧିକାରୀ…
Read More...

ରାଜ୍ୟରେ ଜରାଶ୍ରମରେ ରହୁଛନ୍ତି ୨୪୭୫ ଜଣ ଅସହାୟ ଲୋକ

ଭୁବନେଶ୍ୱର;ରାଜ୍ୟରେ ଜରା ଶ୍ରମରେ ରହୁଛନ୍ତି ୨୪୭୫ ଜଣ ଅସହାୟ ଲୋକ ।କେନ୍ଦ୍ର ସରକାରଙ୍କ ଅନୁଦାନରେ ୮୭ ଟି ଜରାଶ୍ରମ ଚାଲୁଥିବା ବେଳେ ସେଥିରେ ରହୁଛନ୍ତି ୨୩୨୫ ଜଣ ଅସହାୟ ଲୋକ ।ରାଜ୍ୟ ସରକାରଙ୍କ ଅନୁଦାନ ରେ ୫ ଟି ଜରାଶ୍ରମ ଚାଲୁଥିବା ବେଳେ ସେଥିରେ ରହୁଛନ୍ତି ୧୫୦ ଜଣ ଅସହାୟ ଲୋକ ।ରାଜ୍ୟ…
Read More...

୫ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌

ହାଇଦ୍ରାବାଦ : ଚଳିତ ଆଇପିଏଲ୍‌ରେ ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଗୁରୁବାର ୫ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି। ୧୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ଏହି ଦଳ ୨୩ ବଲ୍‌ ପୂର୍ବରୁ ୫ ୱିକେଟ୍‌ ହରାଇ ହାସଲ କରି ନେଇଥିଲା। ନିକୋଲାସ…
Read More...

ଆସନ୍ତା ସପ୍ତାହରେ ଥାଇଲାଣ୍ଡ ଏବଂ ଶ୍ରୀଲଙ୍ଗା ଗସ୍ତ ଯିବେ ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ: ଆସନ୍ତା ସପ୍ତାହରେ ବିଦେଶ ଗସ୍ତ  କରିବେ ପ୍ରଧନମନ୍ତ୍ରୀ । ଏପ୍ରିଏ ମାସ ପ୍ରଥମ ସପ୍ତାହରେ ଥାଇଲାଣ୍ଡ ଏବଂ ଶ୍ରୀଲଙ୍ଗା ଗସ୍ତ କରିବାର ସୂଚନା ରହିଛି । ତେବେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷାକରି ପ୍ରଧାନମନ୍ତ୍ରୀ ଅସନ୍ତା ଏପ୍ରିଲ ୩ରୁ୪ ଯାଏଁ ବ୍ୟାଙ୍କକ ଗସ୍ତ…
Read More...

କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଜାତୀୟ ମାନବାଧିକାର ଆୟୋଗ

ଭୁବନେଶ୍ୱର: କିଟ୍ ପାଇଁ ବଢିଲା ଅଡୁଆ । କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଜାତୀୟ ମାନବାଧିକାର ଆୟୋଗ ।  ୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ।  ମାର୍ଚ୍ଚ ୬ରୁ ୮ ତାରିଖ  ଦୁଇ ଦିନ ତଦନ୍ତ କରିଥିଲେ…
Read More...

ଓଡ଼ିଶାର ଆଉ ୮ଟି ସହରରେ ଗଡ଼ିବ ‘ଆମ ବସ୍’

ଭୁବନେଶ୍ୱର: ଓଡ଼ିଶାର ଆଉ ୮ଟି ସହରରେ ଗଡ଼ିବ ‘ଆମ ବସ୍‌’। କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଉ ୮ ସହରକୁ ଆମ ବସ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର,…
Read More...