Browsing Tag

#REPOTERS TOADY

ମହିଳା ଟିଟିଙ୍କ ଦାଦାଗିରି : ମହିଳା ଯାତ୍ରୀଙ୍କୁ ମାଡ ମାରି ହରାଇଲେ ଚାକିରି

ଉତ୍ତରପ୍ରଦେଶର ବରେଲି ଜଙ୍କସନରେ ଏମିତି ଏକ ଘଟଣା ଘଟିଛି । ଯାହାପରେ ଲୋକଙ୍କ ମନରେ  ଟିଟିଙ୍କ ପ୍ରତି ଭୟ ସୃଷ୍ଟି ହୋଇଥିଲା ।   କାରଣ ଜଣେ ଟିଟିଇଙ୍କ ଦାଦାଗିରି ଦେଖିବା ପରେ ଷ୍ଟେସନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଟିଟିଇଙ୍କ ଦବଙ୍ଗଗିିରି ଘଟଣାର…
Read More...

ସୁନ୍ଦରଗଡରେ ଅଦିନିଆ ବର୍ଷା , ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ସୁନ୍ଦରଗଡ : ୩ ଦିନ ହେଲା ସୁନ୍ଦରଗଡରେ ଅଦିନିଆ ବର୍ଷା ଲାଗି ରହିଛି । ତାକୁ ଦୃଷ୍ଟରେ ରଥି ସୁନ୍ଦରଗଡ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଆଜି ସମସ୍ତ ସ୍କୁଲକୁ ଦିନିକିଆ ଛୁଟି ଘୋଶଣା କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସମସ୍ତ ସ୍କୁଲକୁ ସୁଚିତ କରାଇ ଦିଆଯାଇଛି ।
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ A++ ମାନ୍ୟତା

କଟକ : ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ  NAAC  A++ ମାନ୍ୟତା ମିଳିଛି। NAAC(National Assessment and Accreditation Council)ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । ନାକ୍‌ର ଏକ ୫ ଜଣିଆ…
Read More...

ତାଳଚେର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କଲା ବିଜେପି

ତାଳଚେର : ରାଜ୍ୟର ସବୁ ବ୍ଲକ୍ ଆଉ ଲୋକଙ୍କ ସେବାରେ ନୁହେଁ ବରଂ ଶୋଷଣରେ ନିୟୋଜିତ ରହିଛନ୍ତି। ରାସ୍ତାଠୁ ଆରମ୍ଭ କରି ଆବାସ ଗୃହ ଯୋଜନା ସବୁଥିରେ ପ୍ରାୟ ୫୦ ପ୍ରତିଶତ ପିସି ସଂଗ୍ରହ କରୁଛନ୍ତି ବୋଲି ଅଭିଯେଗ ଆଣିଛନ୍ତି  ରାଜ୍ୟ ବିଜେପି। ଏ ବିରୋଧରେ ପ୍ରତି ବ୍ଲକ୍ ଅଫିସ୍ ଘେରାଉ କରିଛି…
Read More...

ଧରାହେଲେ ଲୁଟେରା

ବାରଙ୍ଗ ତଥା ଆଖପାଖ ଅଞ୍ଚଳରେ ଆତଙ୍କ ମଚେଇଥିବା ୩ ଜଣ ଲୁଟେରା ଙ୍କୁ ଗିରଫ୍ କରିଛି ବାରଙ୍ଗ ଥାନା ପୋଲିସ୍ । ଗତ କିଛିଦିନ ତଳେ ପୁରୀ କେନାଲ ରୋଡରେ ସାନମୁଣ୍ଡଳୀ ଗାଁର ବିଶ୍ୱଜିତ ବେହେରା ଘରକୁ ଫେରୁଥିବା ବେଳେ ୩ ଜଣ ଗାଡି ଅଟକାଇ ତାଙ୍କ ଠାର ୁ ୫୦୦ନ ଟଙ୍କା ଓ ବାଇକ୍ ନେଇଯାଇଥିଲେ । ଠିକ୍…
Read More...

ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ପ୍ଲାନ : କ୍ଲାଉଡ ସିଡିଂ ଜରିଆରେ ହେବ କୃତ୍ରମ ବର୍ଷା

ନୂଆଦିଲ୍ଲୀ : ଦିଲ୍ଲୀ ପ୍ରଦୂଷଣ ଏବେ ସରକାରଙ୍କ ଚିନ୍ତାର ବିଷୟ ପାଲଟିଛି । ପ୍ରଦୂଷଣ ରୋକିବାକୁ କୃତ୍ରମ ବର୍ଷା କରିବାକୁ ଯୋଜନା କରୁଛନ୍ତି କେଜ୍ରିୱାଲ ସରକାର । ଏଥି ପାଇଁ ଆଇଆଇଟି କାନପୁର ସହ ଆଲେଚନା ଜାରି ରହିଛି । ଦୀପାବଳି ପରେ ୨୦ କିମ୍ବା ୨୧ତାରିଖରେ କୃତ୍ରିମ ବର୍ଷା କରିବାକୁ ଯୋଜନା…
Read More...

ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ,ବିରାଟ କେ.ଏଲ ରାହୁଲଙ୍କ ଦମସାର ଶତକ

ପାକିସ୍ତାନକୁ ଟାର୍ଗେଟ ଦେଇଛି ଭାରତ । ଆଜି ଖେଳାଯାଇଛି ରବିବାର ବାକିରହିଥିବା ଭାରତ ପାକିସ୍ତାନର ମ୍ୟାଚ । ଦିନ ୨ଟାରୁ ଆରମ୍ଭ ହୋଇଥିଲା ମ୍ୟାଚ । କିନ୍ତୁ ମ୍ୟାଚ ଆରମ୍ଭରେ ବର୍ଷ ହେଉଥିଲା । ବର୍ଷା ଛାଡିବା ପରେ । ଭାରତୀୟ ଦଳ ଅସମାପ୍ତ ଇନିଂସରୁ ଅର୍ଥାତ ଅଧା ପାଳିରୁ ଖେଳ ଆରମ୍ଭ କରିଛି ।…
Read More...

ସୁଧ ହାର ସମୀକ୍ଷା ପାଇଁ ଆରବିଆଇ ଏମପିସିର ବୈଠକ ଆରମ୍ଭ;ଅଗଷ୍ଟ ୧୦ ରେ ଆସିବ ନିଷ୍ପତ୍ତି

ମୁମ୍ବାଇ:ସୁଧ ହାରର ସମୀକ୍ଷା ପାଇଁ ଆରବିଆଇର ମୁଦ୍ରା ନୀତି କମିଟି (ଏମପିସି) ର ତିନି ଦିନିଆ ବୈଠକ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏଥର ମୁଦ୍ରାସ୍ଫୀତି ଏବଂ ବିଶ୍ୱସ୍ତରୀୟ ଅସ୍ଥିରତା ଭଳି ଅନେକ ପ୍ରସଙ୍ଗ ଆରବିଆଇର ଏମପିସି ସମ୍ମୁଖରେ ହେବାକୁ ଯାଉଛି। ଗତ ଦୁଇଟି ଗଚଉ ବୈଠକରେ ଆରବିଆଇରୁ ରେପୋ…
Read More...

ଲଗାଣ ବର୍ଷାରେ ଧୋଇଗଲା ରେମାଳ ପୋଲ; ୧୦ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ପରେଶ କୁମାର ସେଠୀ/ହରିଚନ୍ଦନପୁର: ଧୋଇଗଲା ପୋଲ ,୧୦ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହରିଚନ୍ଦନପୁର-ଦୈତାରି ରାସ୍ତା ବଡଶିଆଳିମାଳ ନିକଟ ନିର୍ମାଣଧୀନ ରେମାଳ ପୋଲର କଲଭଟ ରାସ୍ତା ଭାଙ୍ଗିଯିବାରୁ ବ୍ଳକର ୧୦ଟି ଗାଁକୁ ଯୋଗାଯୋଗ ବିଛିନ୍ନ…
Read More...

ଅମାନବିକତାର ଚରମ ରୂପ ! ହାତୀ ଉପରେ ନିଆଁମାଡ

କରଞିଆ : ମୟୂରଭଞ ଜିଲ୍ଲା କରଞିଆ ଅଞ୍ଚଳରେ କିଛିଦିନ ହେଲା ହାତୀ ଆତଙ୍କ ଲାଗି ରହିଛି । ହାତୀକୁ ଘଉଡିବା ପାଇଁ ହାତୀ ଉପରକୁ ନିଆଁ ମାଡ କରାଯାଉଛି । ଏହିଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବକ ହାତୀ ଉପରକୁ ଥରେ ନୁହେଁ ଦୁଇ ଦୁଇ ଥର ନିଆଁ…
Read More...