Browsing Tag

Repoters Today

ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଟାଇଟନ୍ସକୁ ଭେଟିବ

ଆଇପିଏଲ୍ ମହାସମର। ଆଜି  ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ୧୪ତମ ମ୍ୟାଚ ଖେଳାଯିବ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଥିବାରୁ ଉକ୍ତ ଧାରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ।…
Read More...

ମହିଳାଙ୍କ ଯନ୍ତ୍ରଣା ଗମ୍ଭିରତା ସହ ନିଆଯାଉ; ଡିଏମକେ ନେତ୍ରୀ କାନିମୋଝି

ବ୍ୟୁରୋ : ଭାରତରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ସଂସଦରେ ଡିଏମକେ ନେତ୍ରୀ କାନିମୋଝିଙ୍କ ମନ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ‘ମଣିପୁର ହେଉ କି ରାଜସ୍ଥାନ କିମ୍ବା ଦିଲ୍ଲୀ, ଯେକୌଣସି ସ୍ଥାନରେ ମହିଳାମାନେ ଯନ୍ତ୍ରଣା ଭୋଗୁଛନ୍ତି, ଆମକୁ ଏହାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ।…
Read More...

ରାଇରଙ୍ଗପୁର ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ରାଇରଙ୍ଗପୁର ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ଜିଲ୍ଲା କାର୍ୟ୍ୟକାରୀ ସଭାପତି ଅନିଲ ମହାନ୍ତିଙ୍କ ନେତୃତ୍ବରେ ପହଞ୍ଚି ବିଭିନ୍ନ ଦାବି ନେଇ ପ୍ରତିବାଦ…
Read More...

ପାକିସ୍ତାନ ଲେଖା ଜର୍ସି ପିନ୍ଧି ଏସିଆ କପ ଖେଳିବ ଭାରତ

ବ୍ୟୁରୋ: ଚଳିତ ମାସରେ ଆରମ୍ଭ ହେବ ଏସିଆ କପ୍ । ଏସିଆ କପ ଅଗଷ୍ଟ ୩୦ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏଥର ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯାଉଥିବାରୁ, ଉଭୟ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏସିଆ କପ ଖେଳାଯିବ । ଆଉ ଟିମ ଇଣ୍ଡିଆ ଜର୍ସିରେ ଲେଖାଯିବ ପାକିସ୍ତାନ ।…
Read More...

ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଫଳ ବଣ୍ଟନ ବା ସହ ଆଶୁଆରୋଗ୍ୟ କାମନା କଲେ କ୍ୟାପଟେନ ମନ୍ମଥ

ଜଟଣୀ : ଆଜି ଜଟଣୀ ମାଟିର ମଉଡମଣୀ ସଭିଙ୍କର ପ୍ରିୟ ମାନ୍ୟବର ଜଟଣୀର ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଙ୍କ ୮୦ତମ ଜନ୍ମଦିନ । ଏହି ଉପଲକ୍ଷେ, ତାଙ୍କ କନିଷ୍ଠ ପୁତ୍ର ଯଥା ଜଟଣୀ ନାଗରିକ କମିଟି ର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ ଜଟଣୀର ବିଭିନ୍ନ ସରକାରୀ ଓ ବେସରକାରୀ…
Read More...

ସାମ୍ନାକୁ ଆସିଲା ମଣିପୁରର ପୁଣି ଏକ ଯୌନ ଉତ୍ପୀଡିତାଙ୍କ ଭୟଙ୍କର କାହାଣୀ

ମଣିପୁର: ମଣିପୁରରେ ଦୁଇ ମହିଳାଙ୍କ ଯୌନ ଉତ୍ପୀଡନା କଥା ଏବେ ବି ଭାରତୀୟଙ୍କ ମଧ୍ୟରେ ଭୟ ଓ ଲଜ୍ଜା ସୃଷ୍ଟି କରେ । ପୁଣି ଏକ ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି । ପୀଡିତା ବଖାଣିଛନ୍ତି ସେହି ଭୟାନକ ଘଟଣା । ଆଶ୍ରୟ ଶିବିରରେ ରହୁଥିବା ଜଣେ ପିଡିତା ଏ ନେଇ ପୋଲିସ ସାମ୍ନାରେ ଅଭିଯୋଗ…
Read More...

ନଡ଼ିଆ ଭଙ୍ଗା ପଞ୍ଚାୟତ ରେ ବିଶ୍ୱ ଆଦିବାସୀ ଦିବସ ପାଳନ

ଦାନଗଦି / ଚିତ୍ତରଞ୍ଜନ ସାହୁ : ମଣ୍ଡଳୀ ଦାନଗଦୀ ବ୍ଲକ ଅନ୍ତର୍ଗତ ନଡିଆଭଙ୍ଗା ପଂଚାୟତର ଜାମୁପସି ଖେଳ ପଡିଆଠାରେ ବିଶ୍ବ ଆଦିବାସୀ ଦିବସ ପାଳନ ହୋଇଯାଇଛି । ଇ.ପ୍ରୀତିରଞ୍ଜନ ଘଡେଇ ଆସି ପଞ୍ଚିବାପରେ ତାଙ୍କୁ ପୁଷ୍ପଗୁଚ୍ଛ, ଚନ୍ଦନ ଦେଇ ସ୍ବାଗତଂ କରି ସଭାସ୍ଥଳକୁ ପାଛୋଟି ନେଇଯାଇଥିଲା ତାପରେ…
Read More...

କୋଲକତା ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ, ଡ୍ରେସିଂ ରୁମଜଳି ପାଉଁଶ

କୋଲକାତା: ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ । ସର୍ଟସର୍କିଟ ଯୋଗୁଁ ଗତକାଲି ରାତି୯ଟା ସମୟରେ ନିଆଁ ଲାଗିଛି । ଡ୍ରେସିଂ ରୁମରେ ନିଆଁ ଲାଗି ସଂମ୍ପୂର୍ଣ୍ଣ ରୂପେ ଜଳିଯାଇଛି । ନିଆଁ ଲିଭାଇବାପାଇଁ ଅଗ୍ନିଶମ ବିଭାଗ ନିୟୋଜିତ ଅଛନ୍ତି । ଅକ୍ଟୋବର ୫ରୁ ବୁଶ୍ୱକପ ମ୍ୟାଚ ଅରମ୍ଭ ହେବାକୁ…
Read More...

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାର ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ମହିଳା କମିଶନଙ୍କ ନିର୍ଦ୍ଧେଶ

ଭୁବନେଶ୍ୱର : ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରୁ ପରଦା ହଟୁନାହିଁ ।ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦେଶ ଦେଇଛନ୍ତି। ଏହି ମାମଲାରେ…
Read More...

ବାଲିଅନ୍ତା କୁଆଖାଇ ନଦୀରୁ ମୃତ ଦେହ ଉଦ୍ଧାର

ବାଲିଅନ୍ତା / ଜିତେନ୍ଦ୍ର କୁମାର ବେଉରା: କୁଆଖାଇ ନବୀରୁ ଅଜଣା ମୃତଦେହ ଉଦ୍ଧାର ।ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ କୁଆଖାଇ ନଦୀରୁ ଅଜଣା ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଲୋକ ନଦୀକୁ ଯାଇଥିବା ବେଳେ ମୃତ ଦେହ ଭାସୁଥିବା ଦେଖିଥିଲେ ।…
Read More...