Browsing Tag

repoterstoday

ହୀରା ଚାଖିଲେ ହୁଏ ମୃତ୍ୟୁ, ଏହା କେତେ ସତ

ପୃଥିବୀର ସବୁଠୁ ମହଙ୍ଗା ଜିନିଷ ଭିତରୁ ହୀରା ହେଉଛି ଅନ୍ୟତମ । ଏହା ଅଳଙ୍କାର ତିଆରି ଏବଂ କାଚ କାଟିବା ପରି ଅନେକ କାର୍ୟ୍ୟରେ ବ୍ୟବହୃତ ହୋଇଥାଏ । ଆପଣ ନିଶ୍ଚୟ ବିଜ୍ଞାନରେ ପଢିଥିବେ ଯେ ହୀରା ପୃଥିବୀର ସବୁଠୁ କଠିନ ପଦାର୍ଥ । ଏହା ବ୍ୟତୀତ ହୀରାକୁ କାର୍ବନର ଶୁଦ୍ଧ ରୂପ ମଧ୍ୟ କୁହାଯାଏ ।…
Read More...

ଦୁନିଆର ସବୁଠାରୁ ଛୋଟ ଦେଶ

ଚୀନ୍ ହେଉଛି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । କିନ୍ତୁ କ’ଣ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କେବଳ ୨୭ ଜଣ ଲୋକ ବାସ କରନ୍ତି । ଏହା ଜାଣି ଆପଣ ବିଶ୍ୱାସ କରିବେ ନାହିଁ? କିନ୍ତୁ ଏହା ସଂପୂର୍ଣ୍ଣ ସତ । ଦୁନିଆର ସବୁଠାରୁ ଛୋଟ ଦେଶ ଇଂଲଣ୍ଡ ନିକଟରେ…
Read More...

ଏମିତି ଗାଁ, ଆପେ ଆପେ ଝିଅ ପାଲଟିନ୍ତି ପୁଅ

ଅଜବ ଏ ବିଶ୍ୱ । ଏ ବିଶ୍ୱ ବିଷୟରେ ଯେତେ ଜାଣିବାକୁ ଚାହିଁବା ସେତେ ଆଶ୍ଚର୍ୟ୍ୟ ହେବା । ଏଠି ଯେତେ ଲୋକ ସେତେ ପରମ୍ପରା । ହେଲେ ଏମିତି କିଛି ପରମ୍ପରା ଅଛି ଯାହା ଖାଲି ଚକିତ କରେନି, ଏହାକୁ ବିଶ୍ୱାସ କରିବା ମଧ୍ୟ ସହଜ ନୁହେଁ । ଆପଣ ହୁଏତ ବହୁତ ସହର ଓ ଗାଁ ବିଷୟରେ ଅନେକ ଚମତ୍କାର କାହାଣୀ…
Read More...

ଗଛର ନାଁ ଗ୍ରେଟ୍ ଗ୍ରାଣ୍ଡଫାଦର, ବଞ୍ଚିଛି ୫୦୦୦ରୁ ଊର୍ଦ୍ଧ୍ୱ ବର୍ଷ

ନ୍ୟୁୟର୍କ: ସାଧାରଣତଃ ଗଛଟିଏ ୧୦୦ ବର୍ଷରୁ ଅଧିକ ବର୍ଷ ବଞ୍ଚିବା କଥା ପ୍ରାୟତଃ ଆପଣମାନେ ଜାଣିଥିବୋ । ହେଲେ ନିକଟରେ ଏମିତି ଏକ ଗଛ ଚିହ୍ନଟ କରାଯାଇଛି,ଯାହାକି ଦୁନିଆର ସବୁଠୁ ପୁରୁଣା ଗଛ ବୋଲି କୁହାଯାଉଛିା ଅନୁସନ୍ଧାନକାରୀମାନେ ଦକ୍ଷିଣ ଆମେରିକାର ଚିଲିରେ ଏହି ପୁରୁଣା ଗଛକୁ ଠାବ…
Read More...

ଦେଖିବାକୁ ସୁନ୍ଦର ଇନ୍ଦ୍ରଧନୁ ସାପ

ନ୍ୟୁୟର୍କ: ଆପଣମାନେ ନିଶ୍ଚୟ ଆକାଶରେ ଇନ୍ଦ୍ରଧନୁକୁ ଦେଖିଥିବେ, କିନ୍ତୁ କେବେ ଭାବିଛନ୍ତି କି ଇନ୍ଦ୍ରଧନୁ ରଙ୍ଗର ସାପ ମଧ୍ୟ ଥାଇପାରେ । ଦୁନିଆରେ ଅନେକ ପ୍ରକାର ତଥା ଭିନ୍ନ ଭିନ୍ନ ପ୍ରଜାତିର ସାପ ରହିଛନ୍ତି। ଯଦିଓ ସାଧାରଣତଃ ଦେଖିବାକୁ ମିଳୁଥିବା ସାପମାନଙ୍କ ତୁଳନାରେ ସେମାନଙ୍କ ସଂଖ୍ୟା…
Read More...

କ୍ଷୁଦ୍ର ଚର୍ମ କର୍କଟ ରୋଗୀ ଚିହ୍ନଟ କରି ଗିନିଜ୍ ୱାଲର୍ଡ ରେକର୍ଡ

ୱାଶିଂଟନ୍: ନିକଟରେ ପୋର୍ଟଲ୍ୟାଣ୍ଡର ଓରିଗନ ହେଲ୍ଥ ଅଫ୍ ସାଇନ୍ସ ୟୁନିଭର୍ସିଟିର ଡାକ୍ତର ଆଲେକ୍ଜାଣ୍ଡର ୱିଟ୍କୋକସ୍କି ଏବଂ ତାଙ୍କର କିଛି ସହଯେଗୀ ନିକଟରେ ଏକ କ୍ଷୁଦ୍ର ଚର୍ମ କର୍କଟ ରୋଗୀ ଚିହ୍ନଟ କରି ଗିନିଜ୍ ୱାଲର୍ଡ ରେକର୍ଡ କରିଛନ୍ତି। ଏହାର ବ୍ୟାସ ହେଉଛି ୦.୬୫ ମିମି ବା ୦.୦୨୫ ଇଞ୍ଚ।…
Read More...

ଜଣେ ମହିଳା ଦୁଇଟି ଗର୍ଭାଶୟ, ଜନ୍ମ ନେଲେ ବି ଦୁଇ ପିଲା

ବିଟ୍ରେନ: ଆପଣମାନେ ସମସ୍ତେ ପ୍ରାୟ ଯାଆଁଳା ସନ୍ତାନ ଜନ୍ମ ଦେବା ଶୁଣିଥିବେ । ହେଲେ ଜଣେ ମହିଳାଙ୍କ ଦୁଇଟି ଗର୍ଭାଶୟ ଥିବା କେବେ ଶୁଣିଛନ୍ତି କି? ତେବେ ବ୍ରିଟେନରେ ଜଣେ ମହିଳାଙ୍କର ଦୁଇଟି ଗର୍ଭାଶୟ ଥିବା ଦେଖିବାକୁ ମିଳିଛି । ଏଥିସହିତ ଦୁଇଟି ଗର୍ଭରୁ ଦୁଇଟି ପିଲା ଜନ୍ମ ମଧ୍ୟ ହୋଇଛନ୍ତି ।…
Read More...

ଦୁନିଆର ସବୁଠୁ ମହଙ୍ଗା ଘର

ନିଜ ପାଇଁ ନିଜ ପସନ୍ଦର ଘର ତିଆରି କରିବା ସମସ୍ତଙ୍କ ସ୍ୱପ୍ନ । ପ୍ରତ୍ୟେକ ବ୍ୟକ୍ତି ନିଜ ସମ୍ୱଳକୁ ଦେଖି ସେଥିପାଇଁ ଟଙ୍କା ସଞ୍ଚୟ କରିଥାନ୍ତି । ତେବେ ଦୁନିଆରେ ଏମିତି ବି କିଛି ଘର ଅଛି ଯାହାର ମୂଲ୍ୟ କୋଟି କୋଟି ଟଙ୍କା । ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ମହଙ୍ଗା ଘର ଗୁଡିକ ବିଷୟରେ ।…
Read More...

‘ଖତ୍‌ରୋଁ କେ ଖିଲାଡି’ ସିଜିନ୍‌ ୧୩;ପ୍ରଥମେ ଷ୍ଟଣ୍ଟରେ ଡ଼ରିଲେ ଅଭିନେତା ରୋହିତ

ମୁମ୍ବାଇ: ନିକଟରେ ଆରମ୍ଭ ହୋଇଛି ଲୋକପ୍ରିୟ ଟିଭି ଶୋ ‘ଖତ୍‌ରୋଁ କେ ଖିଲାଡି' ସିଜିନ୍‌ ୧୩ । ଦର୍ଶକମାନେ ଏହି ଶୋକୁ ଦେଖିବାକୁ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଏହି ଶୋରେ ଟିଭି ଏବଂ ସିନେମା ଜଗତର ଜଣାଶୁଣା ସେଲିବ୍ରିଟିମାନେ ବିପଜ୍ଜନକ ଷ୍ଟଣ୍ଟ ଦେଖାଇଥାନ୍ତି ।ଏହି ଶୋ’ର ସୁଟିଂ…
Read More...

ବିମାନ କର୍ମଚାରୀଙ୍କ ଅବହେଳାରୁ, ସହିବାକୁ ପଡିଲା ୨୨ ଲକ୍ଷ ଟଙ୍କାର କ୍ଷତି

ନ୍ୟୁୟର୍କ: ଆଜିକାଲି ବିମାନରେ ଯାତ୍ରା କରିବା ପ୍ରାୟ ସମସ୍ତଙ୍କର ବେଶ୍ ପସନ୍ଦ । ଏହା ଦ୍ୱାରା ସମୟ ମଧ୍ୟ ବଞ୍ଚିଥାଏ । ହେଲେ ବେଳେବେଳେ ବିମାନ କର୍ମଚାରୀଙ୍କ ଅବହେଳା କାରଣରୁ ଯାତ୍ରୀମାନଙ୍କୁ କ୍ଷତି ସହିବାକୁ ପଡିଥାଏ । ନିକଟରେ ଆମେରିକାରେ ବିମାନ କର୍ମଚାରୀଙ୍କ ଅବହେଳାରୁ ଜଣେ ବ୍ୟକ୍ତି…
Read More...