Browsing Tag

result

ନିଟ ୟୁଜି ୨୦୨୫ ପରୀକ୍ଷାରେ ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ-: ନିଟ ୟୁଜି ୨୦୨୫ ପରୀକ୍ଷା ଫଳ ପ୍ରକାଶ ପାଇଲା । ଏହି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ neet.nta.nic.in ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ । ଏହି ବର୍ଷ ରାଜସ୍ଥାନର ମହେଶ କୁମାର NEET ପରୀକ୍ଷାରେ ଟପ କରିଛନ୍ତି । ସେହିପରି…
Read More...

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି ଓଜେଇଇ-୨୦୨୫ ପରୀକ୍ଷା ଫଳ ଘୋଷଣା କରିଛି

ଭୁବନେଶ୍ୱର-: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି ଓଜେଇଇ-୨୦୨୫ ପରୀକ୍ଷା ଫଳ ଘୋଷଣା କରିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଜେଇଇ-୨୦୨୫ ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ojee.nic.in ୱେବସାଇଟରେ ପରୀକ୍ଷା…
Read More...

ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପାରୀକ୍ଷାଫଳ ପ୍ରକାଶ;୧୩୧୦ ରୁ ୪୩୩ ଜଣ ପାଶ

ଭୁବନେଶ୍ୱର : ପ୍ରକାଶ ପାଇଲା ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ । ଫର୍ମଫିଲାପ କରିଥିବା ୧୩୧୦ ଜଣ ପିଲାଙ୍କ ମଧ୍ୟରୁ ୪୩୩ ଜଣ ପାସ କରିଛନ୍ତି ।ଯେଉଁ ଛାତ୍ରଛରାତ୍ରୀମାନେ ମ୍ୟାଟ୍ରକ ପରୀକ୍ଷାରେ ଫେଲ ହୋଇଥାନ୍ତି କିମ୍ବା କøଣସି କାରଣରୁ ପରିକ୍ଷା ଦେଇ ପାରିନଥାନ୍ତି ସେମାନେ ଏହି ପରୀକ୍ଷା…
Read More...

ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ରେଜଲ୍ଟ

କଟକ: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ରେଜଲ୍ଟ । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୧ର ଫଳ ପ୍ରକାଶ ପାଇଛି। ଚଳିତ ଥର ୧୬୪ ମହିଳାଙ୍କ ସମେତ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର…
Read More...

ଶେଷ ହୋଇଛି ୧୭ ତମ ରାଉଣ୍ଡ ; ବିଜେପି ପ୍ରାର୍ଥୀ ସୂରଜ ସୂର୍ୟ୍ୟବଂଶୀ ଆଗୁଆ

ଧାନମନଗର: ଧାନମନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି। ଶେଷ ହୋଇଛି ୧୭ ତମ ରାଉଣ୍ଡ। ଆଉ ୧୭ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ୟ୍ୟବଂଶୀ ଆଗୁଆ ରହିଛନ୍ତି। ସୂରଜଙ୍କୁ ସମୁଦାୟ ୭୫୨୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ଅବନ୍ତୀଙ୍କୁ ୬୬୪୧୪ ଖଣ୍ଡ ଭୋଟ ମଳିଛି। ୧୭ ତମ…
Read More...

୧୬ ତମ ରାଉଣ୍ଡ ଶେଷ, ବିଜେପି ଆଗୁଆ…

ଧାନମନଗର: ଧାନମନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି। ଶେଷ ହୋଇଛି ୧୬ ତମ ରାଉଣ୍ଡ। ଆଉ ୧୬ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ୟ୍ୟବଂଶୀ ଆଗୁଆ ରହିଛନ୍ତି। ସୂରଜଙ୍କୁ ସମୁଦାୟ ୭୦୯୪୬ ଖଣ୍ଡ ଭୋଟ ମିଳିଥିବା ବେଳେ ଅବନ୍ତୀଙ୍କୁ ୬୨୯୭୪ ଖଣ୍ଡ ଭୋଟ ମଳିଛି। ୧୬ ତମ…
Read More...

ଆସନ୍ତାକାଲିଠୁ ମାଟ୍ରିକ୍ ଖାତା ମୂଲ୍ୟାୟନ, ୬୦ଟି କେନ୍ଦ୍ରରେ ହେବ ଖାତାଦେଖା

(ରିିପୋଟର୍ସ ଟୁଡେ/ଭୁବନେଶ୍ୱର): ଆସନ୍ତକାଲିଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ରାଜ୍ୟର ୬୦ ଟି ସେଣ୍ଟରରେ ମାଟ୍ରିକ ଖାତା ମୂଲ୍ୟାୟନ କରାଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାତା ଦେଖା ପାଇଁ ପ୍ରସ୍ତୁତ ହୋଇଥିବା ୬୦ ଟି ସେଣ୍ଟରରେ ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର…
Read More...