Browsing Tag

Russia Ukraine fight

ଋଷ ଚଲାଇଛି ଧ୍ୱଂସର ତାଣ୍ଡବ: ଋଷ ଅଧିକୃତ ଅଞ୍ଚଳରେ ବଢିଚାଲିଛି ସ୍ୱାସ୍ଥ୍ୟ ସଂକଟ

ଖାରକିଭ : ୭୨ ଦିନରେ ପହଞ୍ଚିଲା ଋଷ-ୟୁକ୍ରେନ ଯୁଦ୍ଧ । ଆଉ ପୂର୍ବ ଓ ଦକ୍ଷିଣ ୟୁକ୍ରେନକୁ ପୁରା ଛାରଖାର କରିବାରେ ଲାଗି ପଡିଛି ଋଷ । ଆଉ ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଋଷ ବିରୁଦ୍ଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏହି ଆକ୍ରମଣ ଫଳରେ ଦେଶରେ ଧ୍ୱଂସ ହେଲାଣି ପ୍ରୟ ୪୦୦ରୁ…
Read More...

ରାଜଧାନୀ କିବ୍ ଉପରେ ମିସାଇଲ ମାଡ କଲା ରୁଷିଆ

ବ୍ୟୁରୋ: ୟୁକ୍ରେନ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାମ ନେଉନାହିଁ । ଏହା ଭିତରେ ଯୁଦ୍ଧ ୬୫ ଦିନରେ ପହଂଚିଛି । ଯୁଦ୍ଧ ରୋକିବା ନିମନ୍ତେ ଜାତିସଂଘ ସମେତ ବିଭିନ୍ନ ଦେଶର ଅପିଲ କଲେ ମଧ୍ୟ ବି କାହା କଥା ଶୁଣିବାକୁଚାହୁଁନାହିଁ ମସ୍କୋ । ୟୁକ୍ରେନର ବିଭିନ୍ନ ସହର ଉପରେ ଏବେ ବି ଆକ୍ରମଣ ଜାରି…
Read More...

ଋଷର ସୈତାନ-୨ ମିସାଇଲ

ମସ୍କୋ : ସରମତ୍ ଅନ୍ତଃମହାଦେଶୀୟ ବାଲୋଷ୍ଟିକ ମିସାଇଲ ବୁଧବାର ଦିନ ଋଷ ପକ୍ଷରୁ ପରୀକ୍ଷା କରାଯାଇଛି । ଏହି ମିସାଇଲ ବିଶ୍ୱର ଯେକୌଣସି ସ୍ଥାନର ଟାର୍ଗେଟ କରିପାରିବ । ଆଉ ଟାର୍ଗେଟକୁ ସମ୍ପୁର୍ଣ୍ଣ ଧ୍ୱଂସ କରିଦେବ । ଏହି ଆଣବିକ ମିସାଇଲର ଧ୍ୱଂସକାରୀ କ୍ଷମତା ଦେଖି ପାଶ୍ଚାତ୍ୟ ଦେଶମାନେ ଏହାକୁ…
Read More...

ୟୁକ୍ରେନ ସାମରିକ କନଭେନକୁ ଧ୍ୱଂସ କଲା ରୁଷୀୟ ସେନା

ଓଡେ଼ଶା : ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ, ରୁଷର ଆକ୍ରମଣ ହେଲିକପ୍ଟରଗୁଡ଼ିକ ୟୁକ୍ରେନର ସଶସ୍ତ୍ର ଯାନ ଏବଂ ବିମାନ ବିରୋଧୀ ଯୁଦ୍ଧର ଏକ କନଭେନକୁ ନଷ୍ଟ କରିଦେଇଛି। ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ଆକ୍ରମଣକାରୀ ହେଲିକପ୍ଟର କେଏ -୫୨ ୟୁକ୍ରେନର ସଶସ୍ତ୍ର…
Read More...

ଚୀନକୁ ଆମେରିକାର ଓପନ ୱାର୍ଣ୍ଣିଙ୍ଗ : ଋଷକୁ ସାହାଯ୍ୟ କଲେ ଭୟଙ୍କର ହେବ ପରିସ୍ଥିତି

ତାଇୱାନ : ଋଷ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ନିମନ୍ତେ ଯଦି ମଷ୍କୋକୁ ଚୀନ୍ ଅସ୍ତ୍ର ଶସ୍ତ୍ର ଯୋଗାଏ ତେବେ ଭୟଙ୍କର ପରିଣାମ ସହିବାକୁ ପଡିପାରେ ଚୀନ୍କୁ । ଋଷ ବିରୁଦ୍ଧରେ ଆମେରିକା ନେଇଥିବା କଡା ଆଭିମୁଖ୍ୟକୁ ପାଳନ କରିବାକୁ ଚୀନକୁ ମିଳିଛି କଡା ଚେତାବନୀ । ଯୁକ୍ତ ରାଷ୍ଟ୍ର ଆମେରିକାର ବୈଦେଶିକ…
Read More...

ନାବାଳିକାଙ୍କୁ ଦୁଷ୍କର୍ମ କଲେ ରୁଷ ସେନା : ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କ୍‌

ଓଡେ଼ଶା : ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କ୍‌ ଟ୍ୱିଟରରେ ଏକ ବଡ ଦାବି କରିଛନ୍ତି ଯେ , ରୁଷ ସୈନିକମାନେ ନାବାଳିକାମାନଙ୍କୁ ଦୁଷ୍କର୍ମ କରିବା ସହ ମହିଳାମାନଙ୍କ ମୃତ ଶରୀରରେ ଉତ୍ତପ୍ତ ଧାତବ ଚେଙ୍କ ଦେଇଛନ୍ତି। ଯୁବତୀ ମାନଙ୍କ ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ଥିବାବେଳେ ସେମାନଙ୍କ ପିଠିରେ…
Read More...

ଭାରତକୁ ନେଇ ଆମେରିକାର ଆଶ୍ଚର୍ଯ୍ୟ ଜନକ ବୟାନ

ଦିଲ୍ଲୀ : ଋଷ ଆଉ ୟୁକ୍ରେନର ଯୁଦ୍ଧ ପୁରା ବିଶ୍ୱକୁ ଦୋହଲାଇ ଦେଇଛି । ଏହି ସମୟରେ ଆମେରିକା ଏମିତି କିଛି ମନ୍ତବ୍ୟ ଦେଇଛି ଯାହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦୁଇ ଦିନ ପାଇଁ ଭାରତକୁ ଆସିଥିବା ଆମେରିକାର ଡିପ୍ଟି ଏନଏସଏ ଦିଲୀପ ସିଂହ ଭାରତକୁ ଚେତାବନୀ ଦେଇଛନ୍ତି । ଯେ ଋଷ ଉପରେ…
Read More...

ୟୁକ୍ରେନରେ ଜୈବିକ ଅସ୍ତ୍ର ତିଆରିରେ ଆମେରିକାର ଯୋଗଦାନ

ମସ୍କୋ: ରୁଷର ସଶସ୍ତ୍ର ବାହିନୀର ବିଶେଷଜ୍ଞମାନେ ୟୁକ୍ରେନରେ ଜୈବିକ ଅସ୍ତ୍ରଶସ୍ତ୍ରର ବିକାଶରେ ଆମେରିକାର ପ୍ରତିରକ୍ଷା ବିଭାଗ (DOD) ର ସମ୍ପୃକ୍ତିର ନୂତନ ପ୍ରମାଣ ପ୍ରକାଶ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଇଗୋର କୋନାଶେନକୋଭ ଏକ ସଂକ୍ଷିପ୍ତ ବୈଠକରେ ଉଦବୋଧନ ଦେଇ କହିଛନ୍ତି…
Read More...

ପୁଟିନଙ୍କୁ ହତ୍ୟା କରିବାକୁ ରଚା ଯାଉଛି ଷଡଯନ୍ତ୍ର! ନିଜର ୧ ହଜାର କର୍ମଚାରୀଙ୍କୁ କଲେ ଛଟେଇ

ଓଡେଶା : ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରଠୁ ପୁରା ବିଶ୍ୱର ନଜର ଏବେ ପୁଟିନଙ୍କ ଉପରେ । ୟୁକ୍ରେନ ପରେ ପୁଟିନ ଆଉ କେଉଁ ଦେଶକୁ ଆକ୍ରମଣ କରିପାରନ୍ତି ବୋଲି ସାରା ବିଶ୍ୱର ନେତାମାନେ ଚର୍ଚ୍ଚା କରୁଛନ୍ତି । ଏହାରି ମଧ୍ୟରେ ପୁଟିନଙ୍କୁ ଫେବୃଆରୀ ମାସରେ ବିଷ ଦେଇ ହତ୍ୟା କରିବାକୁ ଷଡଯନ୍ତ୍ର…
Read More...

ସାଙ୍ଗାତିକ ଯୋଜନାର ଶିକାର ହେବେ ପୁଟିନ !

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୨୭ ଦିନ ବିତିଲାଣି। ଏହାର ପ୍ରତିବାଦରେ ଦୁନିଆର ଅଧିକାଂଶ ଦେଶ ରୁଷକୁ ବହିଷ୍କାର କରି ସାରିଲେଣି। ରୁଷ ଉପରେ ପାଶ୍ଚାତ୍ୟ ଦେଶଗୁଡିକ ପକ୍ଷରୁ ବାସନ୍ଦ ଲାଗୁ କରାଯାଇଥିବାରୁ ଦେଶର ଶିଳ୍ପପତି, ବ୍ୟବସାୟୀ ଓ ବରିଷ୍ଠ ଶାସକମାନେ ଘୋର କ୍ଷତିଗ୍ରସ୍ତ…
Read More...