ସାବିତ୍ରୀ ପୂଜାରେ ସତ୍ୟବାନଙ୍କୁ ମହଙ୍ଗା ମାଡ
କାକଟପୁର : ଆଉ ଦିନ କେଇଟା ପରେ ସାବିତ୍ରୀ । ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ ରଖିବେ ମହିଳା । ଓଡ଼ିଆ ପରମ୍ପରାର ଏହି ପର୍ବ ପାଇଁ ବଜାରରେ ଏବେ ଠାରୁ ଭିଡ଼ ଆରମ୍ଭ ହୋଇଗଲାଣି । ସାବିତ୍ରୀ ପୂର୍ବରୁ ଆକାଶଛୁଆଁ ଫଳଦର ଏବେ ଠାରୁ ସତ୍ୟବାନଙ୍କ ଚିନ୍ତା ବଢାଇଲାଣି । ଫଳଦର ଏମିତି ବୃଦ୍ଧି…
Read More...
Read More...