Browsing Tag

sagar

ବରଯାତ୍ରୀ ଗାଡ଼ି ଉପରେ ମାଡ଼ିଗଲା ଟ୍ରକ

ମାଲକାନଗିରି :  ମାଲକାନଗିରି: ବରଯାତ୍ରୀ ମାନେ ଶୋଭାଯାତ୍ରାରେ ବ୍ୟସ୍ତ ଥିବା ବେଳେ ତାଙ୍କର ଉପରକୁ ଚାଉଳ ବୋଝେଇ ଟ୍ରକ୍‌ ମାଡ଼ିଯାଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛିି। ଗୁରୁତରମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…
Read More...

ବୁର୍ଲା ଭିମସାର ମେଡିକାଲ କଲେଜରେ ବଢିଲେ କରୋନା ପଜିଟିଭ

ସମ୍ବଲପୁର : ବୁର୍ଲା ଭିମସାର ମେଡିକାଲ କଲେଜରେ ଆଉ ୧୭ ଜଣ ଏମବିବିଏସ୍ ଛାତ୍ରଛାତ୍ରୀ କରୋନା ପଜିଟିଭ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ନେଇ ଡିନ୍ ପ୍ରଫେସର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି । ୧୭ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ପହଞ୍ଚିଛି । କିଛି ଦିନ ପୂର୍ବେ ସମସ୍ତେ କଲେଜର…
Read More...

ବିଜେପି ହୀନ ରାଜନୀତି କରୁଛି : ବିଜେଡି

ଭୁବନେଶ୍ୱର : ଉଭୟ ସାଧାରଣ ତଥା ଉପ-ର୍ନିବାଚନରେ କ୍ରମାଗତ ହାରିବା ପରେ ଓଡ଼ିଶା ବିଜେପି ତାହାର ଦୁର୍ବଳ ତଥା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ହୀନ ପ୍ରୟାସ ଚଳାଇଛି ବୋଲି ଅବିଯୋଗ କରିଛନ୍ତି ଦଳୀୟ ମୁଖପାତ୍ର ଶ୍ରୀ ପ୍ରତାପ ଦେବ । ଶ୍ରୀ ଦେବ କହିଛନ୍ତି ଯେ ଆଜି…
Read More...

ସୋମବାର ଠାରୁ ଦିଲ୍ଲୀରେ ଖୋଲିବ ସ୍କୁଲ କଲେଜ

ଭୁବନେଶ୍ୱର : ଆଗାମୀ ସୋମବାର ଠାରୁ ଖୋଲିବ ଦିଲ୍ଲୀରେ ସ୍କୁଲ, କଲେଜ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ନଭେମ୍ବର ୧୩ରୁ ବନ୍ଦ ଥିଲା ସମସ୍ତ, ସ୍କୁଲ ଓ କଲେଜ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲଗାତାର ଭାବେ ବଢିବାରେ ଲାଗିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ବି ବାୟୁର…
Read More...

କୃଷି ଆଇନ ପ୍ରତ୍ୟାହାର ପାଇଁ କ୍ୟାବିନେଟରେ ପାରିତ

ନୂଆଦିଲ୍ଲୀ : କ୍ୟାବିନେଟ ଦ୍ୱାରା ତିନି କଳା କୃଷି ଆଇନ ପ୍ରତ୍ୟାହାର ପାଇଁ ସଫଳତା ପୂର୍ବକ ପାରିତ ହୋଇ ଯାଇଛି । ଗତ ସପ୍ତାହରେ ପ୍ରଧାନ ମନ୍ତ୍ରୀ ଦେଶକୁ ଉଦବୋଧନ ଦେବା ଅବସରରେ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ବୋର୍ଡରେ କୃଷକ ମାନେ…
Read More...

୧୮ମାସର ବେତନ ପାଇନାହାନ୍ତି ବାଲେଶ୍ୱର ବିର୍ଲା ଟାୟର ଶ୍ରମିକ

ଭୁବନେଶ୍ୱର : ୧୮ ମାସର ଦରମା ପାଇନାହାନ୍ତି ବିର୍ଲା ଟାୟାର ବାଲେଶ୍ୱରର କାର୍ଯ୍ୟକରୁଥିବା ଶ୍ରମିକ ମାନେ । ଗତି ୧୮ ମାସ ଧରି ବିନା ଦରମାରେ କାମ କରୁଛନ୍ତି ବିର୍ଲାଟାୟରର ଶ୍ରମିକ ମାନେ । ବେତନ ପାଇନଥିବା ଶ୍ରମିକ ମାନଙ୍କ ପରିବାର ତିନିରୁ ଚାରି ହଜାର ହେବ । ବର୍ତ୍ତମାନ ସେମାନଙ୍କ ପରିବାରର…
Read More...

ଓକାକ ଠକେଇର ଚେର ଲମ୍ବିଛି ନାଇଜେରିଆକୁ

ଭୂବନେଶ୍ୱର : ଓକାକ ଠକେଇର ନାଇଜେରିଆକୁ ଲମ୍ବିଛି ଚେର । ଠକେଇର ୧୦ ପ୍ରତିଶତ କମିଶନ ନେଇଥିଲା ପାସ୍କେଲ । ଫେରାର ଆଉ ଜଣେ ଅଭିଯୁକ୍ତ ନାଇଜେରିଆର ହୋଇଥିବା ନେଇ ସୂଚନା ମିଳିଛି । ଠକେଇ ସଂପର୍କରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ସୂଚନା । ସୂଚନାନୁଯାୟୀ, ନଭେମ୍ବର ୧୧ ରେ ଓକାକ…
Read More...

୨୬ରୁ ଶିମିଳିପାଳରେ ଆରମ୍ଭ ହେବ ବାଘ ଗଣନା

ଶିମିଳିପାଳ : ଆସନ୍ତା ୨୬ରୁ ଶିମିଳିପାଳ ଅଭାୟରଣ୍ୟରେ ବାଘ ଗଣନା ହେବ । ଏଥିପାଇଁ କରଞ୍ଜିଆ ବନଖଣ୍ଡରେ ବନକର୍ମଚରୀଙ୍କୁ ତାଲିମ ଦିଆଯାଉଛି । ଆଜି ଅଭୟାରଣ୍ୟ ଡେପୁଟି ଡାଇରେକ୍ଟର ବଣସାହିଠାରେ ଥିବା ମେଘା ନର୍ସରୀ ନିକଟରେ ପହଂଚି କର୍ମଚାରୀଙ୍କୁ ତାଲିମ ଦେଇଛନ୍ତି । ବାଘ ଗଣିବା ଡିଜିଟାଲ ଆପ…
Read More...

ପାରାଆଥଲେଟଙ୍କୁ ମିଳିବ ଚାକିରି

ଭୁବନେଶ୍ୱର : ଅନ୍ୟ କ୍ରୀଡ଼ାବିତ୍ ଙ୍କ ଭଳି ପାରା ଆଥଲେଟଙ୍କୁ ମିଳିବ ଚାକିରି । ପାରା ଆଥଲେଟଙ୍କୁ ଚାକିରି କ୍ଷେତ୍ରରେ ସଂରକ୍ଷଣ ପାଇଁ ମଂଜୁରୀ । ପାରା ଆଥଲେଟଙ୍କୁ ଚାକିରି ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି, କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା…
Read More...

ବାଲ୍ୟବିବାହ ନିରାକରଣ ପରାମର୍ଶ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର : ଓମପ୍ରକାଶ ମିଶ୍ର  / ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ମୈତ୍ରୀ ସଦନ ଠାରେ ରେଆର ଦ୍ବାରା ଏସ୍ କେ ଏନ୍ ନେଦରଲ୍ୟାଣ୍ଡ ସହାୟତା ରେ ଏକ ଦିବସିୟ ବାଲ୍ୟବିବାହ ନିରାକରଣ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା…
Read More...