ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର ଥିଲା,ଲୁଟ ପାଇଁ ଉଦ୍ୟମ କରିଥିଲି…
ଅସୁସ୍ଥ ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର ଥିବାରୁ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ଘରେ ଲୁଟ୍ ଉଦ୍ୟମ କରିଥିଲି ବୋଲି ବାଂଲାଦେଶୀ ନାଗରିକ ସରିଫୁଲ ଇସଲାମ ଶେହଜାଦ ଓରଫ ବିଜୟ ଦାସ (୩୦) କହିଛି। ଗତ ବର୍ଷ ଡିସେମ୍ବର ମାସରେ ଅଭିଯୁକ୍ତ ଜଣକ ହାଉସକିପିଂ ଚାକିରି ହରାଇଥିଲା ଏବଂ…
Read More...
Read More...