Browsing Tag

#sambitpatra #loksabha #soniagandhi

ଲୋକସଭାରେ ଗର୍ଜିଲେ ସମ୍ବିତ ପାତ୍ର,ତୁରନ୍ତ ରାଷ୍ଟ୍ରପତିଙ୍କୁ କ୍ଷମା ମାଗନ୍ତୁ ସୋନିଆ ଗାନ୍ଧୀ…

ରାଗିଗଲେ ସମ୍ବିତ ପାତ୍ର । ଲୋକସଭାରେ ଗର୍ଜିଲେ ବିଜେପି ନେତା ସମ୍ବିତ ପାତ୍ର । ସୋନିଆ ଗାନ୍ଧୀଙ୍କୁ କଲେ କଡା ଆକ୍ରମଣ । ନିକଟରେ ରାଷ୍ଟ୍ରପତି ଦୈ୍ରାପଦୀ ମୁର୍ମୁଙ୍କୁ ତାସôଲ୍ୟ କରିଥିଲେ ସୋନିଆ ଗାନ୍ଧୀ ।ସଂସଦର ବଜେଟ୍‌ ଅଧିବେଶନରେ ପାରମ୍ପରିକ ଭାଷଣ ପରେ ୬୬ ବର୍ଷୀୟା ମୁର୍ମୁ ଥକି ଯାଇଥିବା…
Read More...