Browsing Tag

Sandhyarani panda

ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ

ଭୁବନେଶ୍ୱର : ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ସମବାୟ ବିଭାଗ ମନ୍ତ୍ରୀ ଉତ୍ତର ଦେବା କଥା କିନ୍ତୁ ଉତ୍ତର ରଖିଲେ ଜଙ୍ଗଲ ମନ୍ତ୍ରୀ । ଆଜି ୨୧ ମନ୍ତ୍ରୀରୁ ୧୭ରୁ ୧୮ ମନ୍ତ୍ରୀ ଅନୁପସ୍ଥିତ । ବାଚସ୍ପତି ଏହାର ମଧ୍ୟ ଯଥାର୍ଥ…
Read More...

ନିଶାନି ମନ୍ଦିର ପାଖରେ ଲାଗିଲା ମାଓ ପୋଷ୍ଟର

ବରଗଡ଼: ବରଗଡ଼ ଜିଲ୍ଲା ନିଶାନି ମନ୍ଦିର ମାଗୁମାଲରେ ପାଖରେ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ପାଇକମାଳରୁ ପଦ୍ମପୁର ଯିବା ରାସ୍ତାର ମାଗୁରମାଲ ଛକ ଆଗକୁ ଥିବା ନିଶାନି ମନ୍ଦିର ପାଖରେ ଏବଂ ବିଜୁ ଏକ୍ସପ୍ରେସ ୱେ କଡ଼ରେ କିଛି ସମୟ ଆଗରୁ ଏକ ମାଓ ପୋଷ୍ଟର ଲାଗିଛି। ଆଗକୁ ହେବାକୁ ଥିବା ଉପ…
Read More...

ପର୍ଯ୍ୟଟନ ବିକାଶ ନେଇ ଉତ୍ତର ରଖିଲେ ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର :ସ୍ୱାଭାବିକ ହେଲା ଗୃହ କାର୍ଯ୍ୟ । ତୃତୀୟ ଦିନରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ପଯ୍ୟଟନ ବିକାଶ ନେଇ ଚାଲିଛି ଆଲୋଚନା । ୨୦୧୬ ଓ ୨୦୧୮ରେ ମେକ୍ ଇନ ଓଡିଶାର ସଫଳତା ପାଇଁ ପୁଣି ୨୦୨୨ରେ ହେଉଛି । ୨୦୧୬ ମେକ୍ ଇନ ଓଡିଶାରେ ସିଙ୍ଗିଲ ଉଇଣ୍ଡୋ କ୍ଲିୟରାନ୍ସ ଜରିଆରେ ୧୨୨…
Read More...

ଦୁଇ ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ କୋଣାର୍କ ଅବକାରୀ ଥାନା ଉପନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ଗୋଠ ଚୌକ ଛକ ଠାରେ ଚଢ଼ାଉକରି ଗୋପ ଥାନା ଅଧୀନ ବାୟାଳିଶି ବାଟି ଗ୍ରାମର ଦୁଇ ଜଣ ହେରୋଇନ…
Read More...

ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ଆକ୍ରମଣ ବିଜେପି

ଭୁବନେଶ୍ୱର : ରାଜନୈତିକ ଆକ୍ରୋଶ ରଖି ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବିଜେପି କର୍ମୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଗତକାଲି ପଦ୍ମପୁର ବ୍ଲକର ଦହିଗାଁ ପଞ୍ଚାୟତ ଅର୍ନ୍ତ ବୁବୁଦା…
Read More...

ଚାଷୀଙ୍କୁ ଭୁଆଁ ବୁଲାଉଛି ବିଜେଡ଼ି ସରକାର

ଭୁବନେଶ୍ୱର : ଚାଷୀଙ୍କୁ ଭୁଆଁ ବୁଲାଉଛି ବିଜେଡ଼ି ସରକାର। ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କଲେ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ। କାଳିଆ ଯୋଜନା ଏବଂ ବୋନସ ଘୋଷଣା କରି ନିର୍ବାଚନ ଜିତିଲେ । ହେଲେ ତାକୁ ଏବେ ସରକାର କାର୍ଯ୍ୟାକାରୀ କରୁନାହାନ୍ତି। ୨୦୧୯ରେ ନିର୍ବାଚନକୁ ଆଖି…
Read More...

ବ୍ଲକରେ ଗର୍ଜିଲେ ଅଙ୍ଗନାୱାଡି କର୍ମୀ

କଙ୍କଡାହାଡ଼ : କଙ୍କଡାହାଡ଼ ବ୍ଲକର କାର୍ଯ୍ୟରତ ଅଙ୍ଗନାୱାଡି କର୍ମୀ ସଙ୍ଘର ସଭାନେତ୍ରୀ ମାନସି ମହାପାତ୍ର,ସମ୍ପାଦିକା ଶାନ୍ତିଲତା ଶତପଥୀଙ୍କ ନେତୃତ୍ୱରେ ଆଜି କଙ୍କଡାହାଡ଼ ବ୍ଲକ ସିଡିପିଓ କାର୍ଯ୍ୟାଳୟ ସାମ୍ନାରେ ୮ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ସିଡିପିଓଙ୍କ…
Read More...

ଶ୍ୱଶୁର ଘର ଆଗରେ ଧାରଣା ଦେଲେ ଯୁବତୀ

ବ୍ରହ୍ମପୁର : ବ୍ରହ୍ମପୁର ଅନ୍ତର୍ଗତ ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମରେ ଭାବି ଶଶୁର ଘର ଆଗରେ ଧାରଣା ଦେଲେ ଯୁବତୀ । ସୂଚନା ଅନୁଯାଇ ପଞ୍ଚମା ଗ୍ରାମର ଲକ୍ଷ୍ମୀ ମଣ୍ଡଳଙ୍କ ସହିତ ସେହି ଗ୍ରାମର ନୃସିଂହ ପ୍ରଧାନଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଦୁହେଁ ଗତ ୨୦୨୧ ମସିହା ଡିସେମ୍ବର…
Read More...

ଜୁଆ ଆଡ୍ଡାରେ ଚଢାଉ କରି ୩୦ ଜୁଆଡିଙ୍କୁ ଧରିଲା ପୋଲିସ

କଟକ : ଏବେ ଲୋକଙ୍କୁ ଘାରିଛି ବଡଲୋକ ହେବାର ନିଶା । କେମିତି ରାତାରାତି ମାଲେମାଲ ହେବେ । ଏଭଳି ରାସ୍ତାକୁ ବାଛି ନେଇ ଯୁବପିଢି ଏବେ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ଯେପରିକି ଜୁଆଖେଳ । ଏଥିରେ ବଡଲୋକ ତ ହେଉ ନାହାନ୍ତି ବରଂ କଷ୍ଟ ଅର୍ଜିତ ଧନକୁ ବରବାଦ କରୁଛନ୍ତି । ଏଭଳି ଏକ ଜୁଆ ଆଡ୍ଡା…
Read More...

ସିଡିପିଓଙ୍କ ଅଫିସ ସାମ୍ନାରେ ଧାରଣା ଦେଲେ ଅଙ୍ଗନୱାଡି କର୍ମୀ

କଟକ : ତଳରୁ ତଳିପା ସରକାରୀ କାମ କଲୁ, ଆଉ ଚାକିରି ରୁ ଅବସର ପରେ ଭିକ ମାଗିଲୁ । ଏଭଳି ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା ସାଲେପୁର ଅଙ୍ଗନବାଡ଼ି ସଂଘ । ଆଜି ଏ ଭଳି ୭ ଦଫା ଦାବି ନେଇ ସାଲେପୁର ସମନ୍ୱିତ ଶିଶୁ ବିକାଶ ସେବା କାର୍ଯ୍ୟାଳୟ ବା ସିଡିପିଓ ଙ୍କ ଅଫିସ ଆଗରେ ଧାରଣା ବସିଛନ୍ତି ବ୍ଲକ ର…
Read More...