Browsing Tag

Sanju

ଉତ୍କଳ ଦିବସରେ ଶୁଦ୍ଧ ନିରାମିଷ କାଫେ ଲୋର୍କାପଣ

ଗୋପ(ଜୟନ୍ତ କୁମାର ସେଠୀ)- ପୁରୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଏବଂ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର।ବିଶ୍ୱାସ ରହିଛି, ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ହେଲେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୋଇଥାଏ। ସେଇଥିପାଇଁତ ଅନେକ ନିଜର ମୃତ୍ୟୁପରେ ତାଙ୍କର ଶବକୁ ପୁରୀ ସ୍ୱର୍ଗଦ୍ୱାରରେ…
Read More...

ରାଜ୍ୟ ବାହାରକୁ ଚୋରା ଚାଲାଣ : ୬୬ ଗଞ୍ଜେଇ ଜବତ

ମୁନିଗୁଡା- ଚୋରା ଚାଲାଣ ବେଳେ ଧରାପଡିଲା ୬୬କେଜି ଗଞ୍ଜେଇ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଷ୍ଟେସନ ଛକ ନିକଟରେ ରାତି ପାଟ୍ରୋଲିଂ ବେଳେ ଏକ ସ୍ଵିପ୍ଟ କାର୍ରୁ ପୋଲିସ ଏହି ଗଞ୍ଜେଇ ଜବତ କରିଛି। ଏହା ସହ ୩ ମାଫିଆଙ୍କୁ ଗିରଫ କରିଛି ପୋଲିସ । ସୂଚନା…
Read More...

କେବେଠାରୁ ବିଧାୟକଙ୍କୁ ଚିହ୍ନିଲେ ଶର୍ମିଷ୍ଠା ?

ଭୁବନେଶ୍ୱର- କ୍ୟାମେରାମ୍ୟାନ ମାନସ ସାଇଁ ହତ୍ୟାଘଟଣା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ରାଜନଗର ବିଧାୟକଙ୍କୁ ନେଇ ଚର୍ଚ୍ଚା । ବିଧାୟକ ଧ୍ରୁବ ସାହୁ ଏବଂ ଶର୍ମିଷ୍ଠାଙ୍କ ଭିତରେ କଣ ରହିଛି ସଂପର୍କ । କେଉଁ ସଭାରେ ଶର୍ମିଷ୍ଠାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରୁଛନ୍ତି । କଣ ବିଧାୟକ…
Read More...

ମାନସ ସ୍ୱାଇଁ ହତ୍ୟା ଘଟଣାରେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ ଗିରଫ

ଭୁବନେଶ୍ୱର- ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଜି…
Read More...

ମାଛ ଧରୁଥିବାବେଳେ ଝାମ୍ପିନେଲା କୁମ୍ଭୀର ଆଉ ତାପରେ

ଚାନ୍ଦବାଲି- ଭଦ୍ରକ ଜିଲ୍ଲା ପିରାହଟ ଥାନା ଅଧିନସ୍ଥ ଶ୍ୟାମସୁନ୍ଦର ଗାଁର ଛେଳିଆ ନଈରେ କିଛି ଲୋକ ମାଛ ମାରୁଥିବା ବେଳେ ହଠାତ୍ ଏକ କୁମ୍ଭୀର ଝାମ୍ପ ମାରିଥିଲା । ଗଗନ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀରଟି ଆକ୍ରମଣ କରିଥିଲା । ପାଖରେ ଥିବା କିଛି ଲୋକ ପାଟି କରିବା ସହ ଗଗନକୁ କୁମ୍ଭୀର…
Read More...

ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କୁ ବଗି ମାଗି ଦୁଇ ଗିରଫ

ଭୁବନେଶ୍ୱର - ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କୁ ବଟି ମାଗି ୨ ଗିରଫ । ୨ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୋମନାଥ ହାତୀ ଏବଂ ଲିଟୁନା ସ୍ୱାଇଁ । ଟଙ୍କା ନଦେଲେ ଭୋଟ କରେଇ ଦେବୁନି କହି ଧମକ ଦେଉଥିଲେ ବୋଲି ଅଭିଯୋଗ ହୋଇଛି…
Read More...

ସାମାନ୍ୟ କଥାରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ

ହିଞ୍ଜିଳି( ରଜନୀକାନ୍ତ ପାତ୍ର)- ଶତ୍ରୁତା ହେଲା କାଳ । କିଛି ଦିନର ରାଗ ରୂପ ନେଲା ହତ୍ୟାକାଣ୍ଡ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ପୋସରା ଥାନା ମୁକ୍ତାମାଳା ଦେଇପୁୁର ଶାସନ ଗାଁରେ । ମୃତ ଯୁବକ ଜଣକ ହେଉଛନ୍ତି ଅମିତ ଆଚାର୍ଯ୍ୟ । ସୂଚନାଅନୁଯାୟୀ, ସାମାନ୍ୟ ସାମାନ୍ୟ କଥା…
Read More...

ମହିଳା ଭୋଟରଙ୍କୁ ଶାଢୀ ବାଣ୍ଟିବାକୁ ଶାସକ ଦଳର ଯୋଜନା ମାଡିବସିଲା ପୋଲିସ

ହିଞ୍ଜିଳି( ରଜନୀ କାନ୍ତ ପାତ୍ର)- ପୈାର ନିର୍ବାଚନରେ ଜିତିବା ପାଇଁ ଅଭିନବ ଉପାୟରେ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ ଏବଂ ରାଜନୈତିକ ଦଳ । ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରୁ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପୋଲିସ ପକ୍ଷରୁ…
Read More...

ନିର୍ବାଚନ ମଇଦାନରେ ଶିକ୍ଷିତା ଆଦିବାସୀ ମହିଳା

ରାୟଗଡା(ମନୋଜ କୁମାର ସାହୁ)-ରାୟଗଡା ପୋୖର ପରିଷଦ ନିର୍ବାଚନ ର ଅଧ୍ୟକ୍ଷ ପଦ ମିମନ୍ତେ ଏବେ ମଇଦାନକୁ ଓଲ୍ହାଇଛନ୍ତି ଶିକ୍ଷିତା ଆଦିବାସୀ ମହିଳା ମମତା ମାଝୀ ,ଏମବିଏ ପାଠ ପଢିଥିବା ଏହି ଶିକ୍ଷିତା ମହିଳା ଜଣକ ସ୍ୱାଧୀନ ପ୍ରାଥି ଭାବେ ଏବେ ୱାର୍ଡ ୱାର୍ଡ ରେ ନିଜ ସମର୍ଥକ ଙ୍କ ମିଶି ଭୋଟ ଭିକ୍ଷା…
Read More...

୧୦୦ କୋଟି ଅଭିଯୋଗରେ ସମ୍ବନ୍ଧ ଫିନସର୍ବ କମ୍ପାନୀ ଏମଡି ଦୀପକ କିଣ୍ଡୋ ଗିରଫ

ଭୁବନେଶ୍ୱର(ସରୋଜ କୁମାର ରାଉତ)-୧୦୯କୋଟିି ଠକେଇ ଅଭିଯୋଗରେ ଦୀପକ କିଣ୍ଡୋ ଗିରଫ । ସମ୍ବନ୍ଧ ଫିନସର୍ବ କମ୍ପାନୀ ଏମଡି ଦୀପକ କିଣ୍ଡୋଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଲୁଲୁଡିହାରୁ ଗିରଫ ହୋଇଥିଲା ଦୀପକ । ସେ ଦୀର୍ଘ ଦିନ ଧରି ଫେରାର ଥିଲା । ତା ନାଁରେ ଲୁକ…
Read More...