Browsing Tag

Sanju

ଅନୈତିକ ସଂପର୍କ ପାଇଁ ପ୍ରଥମ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଦେଓଗଡ- ଦେଓଗଡ ଜିଲ୍ଲା ଛତାବର ଅଞ୍ଚଳରେ ଘଟିଛିି ଏକ ଲୋମହର୍ଷଣକାରୀ ଘଟଣା ।ଅନେତିକ ସଂପର୍କ ପାଇଁ ପ୍ରଥମ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ୬ ଦିନ ପରେ ଜଙ୍ଗଲରୁ ଉଦ୍ଧାର ହେଲା ଗଳୀତ ଶରୀର । ମୃତ ଦିଲଦାର ସେଖ ପ୍ରେମ ବିବାହ କରିଥିଲେ । ଛତାବର ଗାଁର ରେବତୀ ମହାପାତ୍ର ଓରଫ ରୁବି । ପରେ…
Read More...

ଲାଞ୍ଚ ନେବାବେଳେ ଧରାପଡିଲେ ଆର.ଆଇ

ଅନୁଗୁଳ- ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବନ୍ତଳା ଆର.ଆଇ । ଜମିପଟ୍ଟା କରିଦେବା ନାଁରେ ଶରଧାପୁରର ସୁବାଷ ସାହୁଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବନ୍ତଳା ଆର.ଆଇ ଜଗବନ୍ଧୁ ନାୟକ । ଜଗବନ୍ଧୁଙ୍କୁ ଅନୁଗୁୁଳ ଭିଜିଲାନ୍ସ ଅଫିସ ଅଣାଯାଇ ପଚରାଉଚରା କରାଯାଇଥିବା ବେଳେେ…
Read More...

ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ; ପୁଅ ଗିରଫ

ଗୋପ(ଜୟନ୍ତ କୁମାର ସେଠୀ)-ପୁରୀ ବାଲିଘାଟ ସୁଭଦ୍ରା ନଗର ହତ୍ୟାକାଣ୍ଡ ଘଟଣା ରେ ଅଭିଯୁକ୍ତ ପୁଅ କୁ ଗିରଫ କରିଛି ପେଣ୍ଠକଟା ମେରାଇନ ପୋଲିସ ।ଅଭିଯୁକ୍ତ ଜଣକ ୩୪ ବର୍ଷୀୟ ବିଷ୍ଣୁ ପ୍ରସାଦ ଦୀକ୍ଷିତ ।ସାନ ଭାଇ ସୁବ୍ରତ ର ଏତାଲା ଆଧାର ରେ ପେଣ୍ଠକଟା ମେରାଇନ ପୋଲିସ କେସ ନମ୍ବର୍ ୨୮,ତାରିଖ…
Read More...

ବଡପୁଅ କଟୁୁରୀରେ ମା ମୃତ : ବାପା,ଭାଇ ଓ ସ୍ତ୍ରୀ ଗୁରୁତର

ପୁରୀ(ଜୟନ୍ତ କୁମାର ସେଠୀ)- କଥାରେ ଅଛିି ଅଣ୍ଟି ଛୁରୀ ତଣ୍ଟି କାଟେ । ଠିକ୍ ସେହିପରି ହୃଦୟବିଦାରକ ଘଟଣା ଘଟିଛି ପୁରୀର ପେଣ୍ଠ କଟା ମେରାଇନ ଥାନା ସୁଭଦ୍ରାନଗର ଅଞ୍ଚଳରେ । ଘରୋଇ କଳହକୁ ନେଇ ପୁଅର କଟୁରୀ ଆକ୍ରମଣରେ ମା ମୃତ୍ୟୁବରଣ କରିଛି । ବାପା, ଭାଇ ଓ ସ୍ତ୍ରୀ ଗୁରୁତର । ପରିିବାରରର ୪…
Read More...

ବିକଟାଳ ଶଦ୍ଦର ବୁଲେଟ୍ କିମ୍ବା ବାଇକ ଚଢୁଥିଲେ ସାବଧାନ!

ଭୁବନେଶ୍ୱର- ସ୍ମାର୍ଟ ସିଟିରେ ସ୍ମାର୍ଟ କାରବାର । ସ୍ପଷ୍ଟ ଦିବା ଲୋକରେ ଲୋକେ ଏଠି ପ୍ରଶାସନକୁ ଭୂଆ ବୁଲାଉଛନ୍ତି । ଆକ୍ସନ ମୋଡରେ କମିଶନରେଟ ପୋଲିସ । ମୋଡିଫିକେସନ ସାଇଲେନ୍ସର ସୋ ରୁମ୍ ଉପରେ ପୋଲିସର ଚଢଉ । ପୁରୀ-କଟକ ରୋଡରେ ଥିବା ସାଇଲେନ୍ସର ଦୋକାନ ଉପରେ ଚଢଉ କରୁଛି କମିଶନରେଟ୍ ପୋଲିସର…
Read More...

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିିଳା ମାଓବାଦୀ ମୃତ

ମାଲକାନଗିରି - ଛତିଶଗଡ ସୁକମା ଅଞ୍ଚଳରେ ସୁରକ୍ଷା ବାହିନୀକୁ ମିଳିଲା ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ । ଛତିଶଗଡ ସୀମାନ୍ତ ସୁକମାରେ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି ।ଘଟଣାସ୍ଥଳରୁ ୪ଟିବନ୍ଧୁକ , ମାଓବାଦୀ ସାମଗ୍ରୀ ବିପୁଳ…
Read More...

ତହସିଲ କାର୍ୟ୍ୟାଳୟ ଆଗରେ ବିଜେପି ମୌନ ସତ୍ୟାଗ୍ରହ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର)- ରାଜ୍ୟରେ କ୍ଷମତା ନିଶାରେ ବିଜେଡିର ଅହଂକାର ଯେତିକି ବଢୁଛି ତାଠାରୁ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛିବୋଲି ବିଜେପି ପକ୍ଷରୁ ଅଅଅୟୋଜିତ ମୈାନବ୍ରତରେ ଅଭିଯୋଗ ହୋଇଛି ।ନିକଟରେ ଚିଲିକାର ବାହୁବଳୀ ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦେବ ନିଜେ ଗାଡି ଚଢେଇ…
Read More...

ଆଜି ବିଶ୍ୱ ଖାଉଟି ଅଧିକାର ଦିିବସ

ବ୍ୟୁରୋ- ପ୍ରତିବର୍ଷ ମାର୍ଚ୍ଚ ୧୫ ତାରିଖକୁ ବିଶ୍ୱ ଖାଉଟି ଅଧିକାର ଦିବସ ରୂପେ ପାଳନ କରାଯାଉଛି । ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକତା ଏବଂ ଅଧିକାର ସଂପର୍କରେ ସଚେତନ କରିବା ଏହାର ମୂଳ ଉଦ୍ଦେଶ୍ୟ । ୧୯୬୨ ମସିହା ।ମାର୍ଚ୍ଚ ୧୫ ତାରିଖରେ ଆମେରିକାର ତତ୍କାଳିଣ ରାଷ୍ଟ୍ରପତି ଜନ୍ ଏଫ୍ କେନେଡି…
Read More...

ଭିଜିଲାନ୍ସ ହାତରେ ଧରାପଡିଲେ କୃଷି ଅଧିକାରୀ

ମାଲକାନଗିରି- ଭିଜିଲାନ୍ସ ପଞ୍ଝାରେ ଜିଲ୍ଲା କୃଷି ଅଧିକାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷିି ଅଧିକାରୀ ଏମ୍.ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ମାଲକାନଗିରିସ୍ଥିତ ଅଫିସ ସମେତ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା…
Read More...

ବ୍ରିଜ ତଳକୁ କାର୍ ଖସି ଜଣେ ମୃତ ୫ ଆହତ

ମୋହନା- ବ୍ରିଜ ତଳକୁ ଖସିଲା କାର । ମୋହନାର ଅଡବା ଥାନା ଖକ୍ଷରୀଗୁଡା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଫଳରେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । କାରଟି କଲିକତାରୁ ଟିକିରି ଯାଉଥିବା ଜଣାପଡ଼ିଛି ।
Read More...