ଆଖି ବୁଜିଲେ ‘ବିଗ୍ ବସ୍ ଫେମ୍’ ଶେଫାଳି ଜରିୱାଲା, ଜାଣନ୍ତୁ କାରଣ…
ମୁମ୍ବାଇ: ମନୋରଞ୍ଜନ ଦୁନିଆରୁ ଆସିଛି ଦୁଃଖଦ ଖବର । ଗତକାଲି ବିଳମ୍ବିତ ରାତିରେ ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ଘଟିଛି। ମାତ୍ର ୪୨ ବର୍ଷ ବୟସରେ ହୃଦ୍ଘାତରେ ଜୀବନ ହରାଇଛନ୍ତି ଅଭିନେତ୍ରୀ ଶେଫାଳି । ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କର ହଠାତ୍ ମୃତ୍ୟୁ…
Read More...
Read More...