ସର୍ଚ୍ଚ ଅପରେସନ ବେଳେ ୫ଟି ଲ୍ୟାଣ୍ଡମାଇନ ଉଦ୍ଧାର
ଛତିଶଗଡ଼- ଅଳ୍ପକେ ବର୍ତ୍ତିଲେ ଯବାନ । ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଯବାନ ନକ୍ସଲଙ୍କର ଏକ ବଡ଼ ଆକ୍ରମଣ ଯୋଜନାକୁ ବିଫଳ କରିଛନ୍ତି। ୫ଟି ଆଇଡି ନିଷ୍କ୍ରିୟ କରିଛି ସୁରକ୍ଷାବାହିନୀ । ଏରିଆ ଡୋମିନେସନ ଏବଂ ଡିମାଇନିଂ ପାଇଁ ମାନକେଲି ଅଭିମୁଖେ ଯାଉଥିବା ବେଳେ ବିଜାପୁର ପୁଲିସ…
Read More...
Read More...