Browsing Tag

Seven lakh rupees worth of wine stolen

ସାତ ଲକ୍ଷ ଟଙ୍କାର ମଦ ଚୋରି

ତରଭା : ତରଭା ଠାରେ ଥିବା ବିଦେଶୀ ମଦ ଦୋକାନରୁ ଚୋରି । ପାଖାପାଖି ସାତ ଲକ୍ଷ ଟଙ୍କାର ମଦ ଚୋରି ହୋଇଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଚୋରମାନେ ଦୋକାନର ସଟରର ତାଲା ଭାଙ୍ଗି ମଦ ଚୋରି କରିବା ସହ ଦୋକାନରେ ଲାଗିଥିବା ସିସି ଟିଭିରେ ଲାଗିଥିବା ଡିଭିଆର ଏବଂ ହାର୍ଡଡିସ୍କ ନେଇ…
Read More...