Browsing Tag

shasikala

ଛେଳି ଚୋରି କରି ଯୁବକ ଗିରଫ

ସୋନପୁର/ଓମପ୍ରକାଶ ମିଶ୍ର: ଛେଳି ଚୋରି କରିବା ଅଭିଯୋଗ ରେ ଅଭିଯୁକ୍ତ କୁ ଧରି କୋର୍ଟ ଚାଲାଣ କରାଯାଇଛି।ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା କମଶରା ଫାଣ୍ଡି ଅଧନସ୍ଥ ବେହେରା ମୁହାଣ ଗ୍ରାମର ଜଣେ ଯୁବକକୁ ପୁଲିସ ଛେଳି ଚୋରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ଫାଣ୍ଡି ଅଧିକାରୀ…
Read More...

ବିଜଦର କାର୍ୟ୍ୟକାରିଣୀ ବୈଠକ ଓ ମିଶ୍ରଣପର୍ବ

ଭୁବନ/କଳ୍ପତରୁ ଜେନା: ଢେଙ୍କାନାଳ ଜିଲ୍ଲା ଭୁବନରେ ଆଜି ଅପରାହ୍ନରେ ବିଜୁ ଜନତାଦଳ ତରଫରୁ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବାଜିରାଉତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ପଞ୍ଚାୟତ ଓ ନିର୍ବାଚନ ପାଇଁ ଭୁବନ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ଓ ଘଇଉ ର ପ୍ରତ୍ୟେକ ୱାଡର…
Read More...

ସାଲେପୁର ସାମ୍ବାଦିକ ସଂଘର ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ସାଲେପୁର/ତାରାକାନ୍ତ ନାୟକ: ସାଲେପୁର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ ସ୍ଥାନୀୟ ବିଶ୍ଵେଶ୍ଵର ମହାଦେବଙ୍କ ମଣ୍ଡପରେ ପବିତ୍ରଗମ୍ହାପୁର୍ଣିମା ଓ ରକ୍ଷାବନ୍ଧନ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେପ୍ରଥମେ ମନ୍ଦିରରେ ପୂଜା ପାଠ ଓ ରାକ୍ଷୀ ବନ୍ଧନ ପରେ ସାଧାରଣ ବୈଠକ…
Read More...

ସରକାର କେଁ ପାଖରେ ଜୀବନ ଭିକ୍ଷା ମାଗୁଛି ରାମା କବାସୀ

ସୂର୍ଯ୍ୟକାନ୍ତ ବେହେରା /ମାଲକାନଗିରି : ମାଲକାନଗିରି ଜିଲ୍ଲା ଚଲାଣଗୁଡା ଗ୍ରାମ ପଞ୍ଚାୟତ ନୁଆଁଗୁଡା ଗ୍ରାମର ରାମା କବାସୀ ବୟସ ପାଖାପାଖି ୪୦ । ବର୍ତ୍ତମାନ ଦିର୍ଘ ତିନି ମାସ ହେବେ ସେ ଜିହ୍ୱା କର୍କଟ ରୋଗରେ ଆକ୍ରାନ୍ତ । ନା ସେ ଠିକ ସେ କହି ପାରୁଛନ୍ତି ନା ଠିକ ସେ କିଛି ଖାଇ ପାରୁଛନ୍ତି ।…
Read More...

ବାଘ ଛାଲ ଜବତ କଲା ବନବିଭାଗ

କଳାହାଣ୍ଡି/ ଗୋଲାପ ସାହୁ: ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଯୋଜନା । ଚଢାଉ କଲା ବନବିଭାଗ । ବାଘ ଛାଲ ସହ ଜଣେ ବେପାରୀ ଅଟକ । ଝାଡ଼ଖଣ୍ଡର ଜଣେ ବେପାରୀଙ୍କୁ ଅଟକ ରଖିଛି ପୋଲିସ। କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ ଟିଙ୍ଗିପଦର ଗାଁରୁ ଜବତ ହୋଇଛି ବାଘ ଛାଲ । ଖବର ଅନୁଯାୟୀ, ଅଞ୍ଚଳରେ ବାଘ…
Read More...

ମାଲକାନଗିରିର ସମସ୍ତ ଲଘୁଖଣି ଟେଣ୍ଡର ରଦ୍ଦ

ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି : ବହୁ ଚର୍ଚ୍ଚିତ ଲଘୁ ଖଣିଜ ଟେଣ୍ଡର ଶେଷରେ ରଦ୍ଦ ହୋଇଛି । ମାଲକାନଗିରିରେ ଥିବା ସମସ୍ତ 48 ଟି ଲଘୁଖଣି ଟେଣ୍ଡର ରଦ୍ଦ କରିଛନ୍ତି ଜିଲ୍ଲାପାଳ । ପୂର୍ବତନ ଜିଲ୍ଲାପାଳ ଯଦୁଲା ବିଜୟ ଏହି ଟେଣ୍ଡର ପ୍ରକ୍ରିୟାକୁ ଫିକ୍ସିଂ କରିଥିବା ନେଇ ପୂର୍ବତନ କଂଗ୍ରେସ…
Read More...

ମିଶନଶକ୍ତି ଆନୁକୂଲ୍ୟରେ ମହିଳା ସଶକ୍ତିକରଣ ଯୋଜନା

ଗଞ୍ଜାମ/ହରପ୍ରସାଦ ବିଶୋଇ: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ମିଶନଶକ୍ତି ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ମେଳା ଅନୁଷ୍ଠିତ ହୋଇଯାଇଛି । ମିଶନଶକ୍ତି ବ୍ଲକ ସଂଯୋଜକ ଦିଲ୍ଲୀପ ବେହେରା ଓଏଲମ ବିପିଏମ ଜ୍ଞାନ ରଞ୍ଜନ ରାଉତଙ୍କ ସଂଯୋଜନାରେ…
Read More...

ନୀତିନିୟମ ମାନି ଶ୍ରୀଜିଉଙ୍କୁ ଦର୍ଶନ କଲେ ଭକ୍ତ

ଗୋପ/ଜୟନ୍ତ କୁମାର ସେଠୀ: ସୁରୁଖୁରୁରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭକ୍ତ । ପ୍ରଶାସନ ପକ୍ଷରୁ କରଯାଇଥିବା ସମସ୍ତ ନୀୟମ ମାନି ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଡବଲ ଡୋଜ ଟୀକା ପ୍ରମାଣ ପତ୍ର ଅଥବା ୯୬ ଘଣ୍ଟା ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ଦେଇ ଭକ୍ତ ମାନେ…
Read More...

ଭିଜିଲାନ୍ସ ରେଡ଼

ଭଦ୍ରକ/ ସେକ ଫାଇଜାନ କାଦ୍ରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼ । ଭିଜିଲାନ୍ସର ୪ଗୋଟି ଟିମ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରୁଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ସିଡିପିଓ କାର୍ୟ୍ୟାଳୟର ସୁପର ଭାଇଜରଙ୍କ ଘରେ ଚଢ଼ାଉ ହୋଇଛି । ସୁପରଭାଇଜର ହେଉଛନ୍ତି…
Read More...

ଆଜି ଗାନ୍ଧୀ ପଡ଼ିଆରେ ପରିବା ରେଟ

ସୋନପୁର/ଓମପ୍ରକାଶ ମିଶ୍ର: ସୋନପୁର ସହରରେ ଥିବା ଗାନ୍ଧୀ ପଡିଆରେ ମଙ୍ଗଳବାର ସାପ୍ତାହିକ ବଜାର ହୋଇଥାଏ । ଏହି ବଜାରରେ ବ୍ୟବସାୟୀ ମାନେ ପନିପରିବା ବିକ୍ରି କରିଥାନ୍ତି । ଏହି ମାର୍କେଟରେ ଆଜିର ପରିବା ଦର ଆଳୁ ୧୫, ପିଆଜ ୨୫, ଭେଣ୍ଡି କିଲୋପ୍ରତି ୧୦ଟଙ୍କା, ପୋଟଳ ୩୦ ଟଙ୍କା, ଶାଗ ୪୦ଟଙ୍କା,…
Read More...