Browsing Tag

shasikala

୭0କିଲୋ ଗଞ୍ଜେଇ ସହ କାର ଜବତ, ଚାଳକ ଗିରଫ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର:  ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଇଲାକାରେ କିଛି ଦିନ ନୀରବତା ପରେ ଗଞ୍ଜେଇ ମାଫିଆ ବେଶ ଏବେ ସକ୍ରିୟ ହୋଇଛନ୍ତି  । ଛେଣ୍ଡିପଦା ଥାନା ଇଲାକାରୁ ବାହାରି ଥିବା ଏକ କାର ସହିତ ୭0କିଲୋରୁ ଅଧିକ ଗଞ୍ଜେ ଦେବଗଡ ଛକରେ ରେଡ ହ୍ୟାଣ୍ଡ ପୁଲିସ ଧରିଛି ଏବଂ ଅଭିଯୁକ୍ତ କାର…
Read More...

ପୁରୀ ବିଜେପିର ସାମ୍ବାଦିକ ସମ୍ମିଳନୀ

ଗୋପ/ଜୟନ୍ତ କୁମାର ସେଠୀ: ଦୀର୍ଘ ୨ବର୍ଷରୁ ଅଧିକ ବିତିଯାଇଥିଲେ ମଧ୍ୟ ଫୋନି ସହାୟତାରୁ ବଞ୍ଚିତ ହୋଇ ରହିଛନ୍ତି ପୁରୀ ଜିଲ୍ଲାର ଯୋଗ୍ୟ ହିତାଧିକାରୀ । ଫୋନି ସହାୟତାରେ ବ୍ୟାପକ ଅନିୟମିତତା ହୋଇଥିବା ସହ ଶାସକ ଦଳର ଲୋକଙ୍କୁ ଫନି ସହାୟତା ମିଳିଛି। ସେହିପରି ସତ୍ୟବାଦୀ ତହସିଲ ଅଫିସରେ ସହକାରୀ…
Read More...

ଆକ୍ସନ ଏଡ଼ ଓ ରେଡ଼ିଓ ନମସ୍କାର ପକ୍ଷରୁ କୋଣାର୍କ କୋଭିଡ କେୟାର ସେଣ୍ଟରକୁ ୪ ଟି ଅକ୍ସୀଜେନ କଂସିଟ୍ରେଟରର ବଣ୍ଟନ

ଗୋପ/ଜୟନ୍ତ କୁମାର ସେଠୀ: ସାରା ବିଶ୍ୱରେ ଏବେ କରୋନା ସ୍ଥିତି ଅଣାୟତ। ସଂକ୍ରମଣର ହାର ଯେତିକି ବଢୁଛି ମୃତ୍ୟର ଅନୁପାତ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ମେଡିକାଲ ଗୁଡ଼ିକରେ ରୋଗୀଙ୍କ ସଂଖ୍ୟାର ବୃଦ୍ଧି ଯୋଗୁଁ ଅନେକ ଗୁରୁତର ଥିବା ରୋଗୀ ସଠିକ ଭାବେ ଅକ୍ସିଜେନ ମଧ୍ୟ ପାଇ ପାରୁନାହାନ୍ତି।…
Read More...

ଭିନ୍ନକ୍ଷମ ମାନଙ୍କୁ ମାଗଣା ଲାପଟପ ବଣ୍ଟନ

ଗୋପ/ଜୟନ୍ତ କୁମାର ସେଠୀ: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଦୃଷ୍ଟି ବାଧିତ ୪ଜଣ ଭିନ୍ନକ୍ଷମଙ୍କୁ ନିଜ କାର୍ୟ୍ୟାଳୟରେ ମାଗଣା ଲାପଟପ ବଣ୍ଟନ କରିଛନ୍ତି । ସେହି ୪ଜଣ ହେଲେ ନିମାପଡାର ଶୁଭସ୍ମିତା ନାୟକ, ସତ୍ୟବାଦୀର ବୁଦ୍ଧେଶ୍ବର ପାତ୍ର, ପୁରୀ ସଦରର ଉମେଶ କୁମାର ପ୍ରଧାନ ଏବଂ କୋଣାର୍କର…
Read More...

ତହସିଲଦାରଙ୍କ ସମେତ ଅନ୍ୟ ୪ ଜଣ ପୁର୍ବତନ ଆରଆଇଙ୍କୁ ଗିରଫ

କଟକ/ଜଗନ୍ନାଥ ମହାନ୍ତି : ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ କରି ଜଣେ ତହସିଲଦାରଙ୍କ ସମେତ ଅନ୍ୟ ୪ ଜଣ ପୁର୍ବତନ ଆର ଆଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବା ନାମରେ ୩୪ ଡେସିମିଲ ମୂଲ୍ୟବାନ ସରକାରୀ ଜମିକୁ ବେଆଇନ ଭାବେ ହୋଇଛି ହସ୍ତାନ୍ତର…
Read More...

ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର

ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁମ୍ବାଇର ପ୍ରଖ୍ୟାତ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର…
Read More...

ନଦୀରେ ଶିଶୁ କନ୍ୟାର ସଲିଳ ସମାଧି

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ : ପବିତ୍ର ରାକ୍ଷୀ ପୂର୍ଣିମାରେ ନଦୀରେ ବୁଡି ଜଣେ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ସୁଲାଇପାଟ ଖଡଖାଈ ନଦୀଵନ୍ଧ ନିକଟସ୍ଥ କୁଡୁମଦା ଗାଁରେ । ସୂଚନାଥାଉ କି, ରାକ୍ଷୀ ପୂର୍ଣ୍ଣିମାରେ…
Read More...

ସୂଚନା ଓ ଲୋକସଂପର୍କ ବିଭାଗ ଉପନିର୍ଦେଶକଙ୍କ ମାଲକାନଗିରି ଗସ୍ତ

ସୂର୍ଯ୍ୟକାନ୍ତ ବେହେରା /ମାଲକାନଗିରି : ସୂଚନା ଓ ଲୋକସଂପର୍କ ବିଭାଗର ଦକ୍ଷିଣାଞ୍ଚଳର ଉପନିର୍ଦେଶକ ଗୁରୁଵୀର ସିଂ ଓଡ଼ିଶାର ଉପାନ୍ତ ଜିଲ୍ଲା ମାଲକାନଗିରି ଗସ୍ତକରି ସୂଚନା ଓ ଲୋକସଂପର୍କ ବିଭାଗ କାର୍ୟ୍ୟାଳୟ ପରିଦର୍ଶନ କରିଥିଲେ ।ଏହି ଅବସରରେ ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଦୀର୍ଘଦିନ…
Read More...

କାର୍ ଧକ୍କାରେ ଯୁବକ ଗୁରୁତର

ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ କୋଇମେଟଳା ପଞ୍ଚାୟତ ଅନ୍ତର୍ଗତ ଏମଭି-୬୭ ଗ୍ରାମ ନିକଟରେ ଦୁର୍ଘଟଣା । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଏକ କାର୍ ରାସ୍ତାରେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଚାଳକ…
Read More...

ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ହିଞ୍ଜିଳି/ ରଜନୀକାନ୍ତ ପାତ୍ର : ବିହାର ରାଜ୍ୟର ପାଟଣା ନିକଟ ବିହାର ସ୍ଥିତ ସିଆଇଏସ (ଏଫ ୮୦୩୨୧୫) ରେ ଜିମେଣ୍ଟ ଠାରେ କାର୍ୟ୍ୟରତ ଯବାନ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ସ୍ଥିତ ପାରସ ସୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ସମୟରେ…
Read More...