Browsing Tag

sleep

ଦିନରେ ଅଧିକ ସମୟ ଶୋଉଥିଲେ ହୋଇଯାଆନ୍ତୁ ସାବଧାନ !

ବ୍ୟୁରୋ : ସାଧାରଣତଃ ଦିନରେ ଖାଇସାରିବା ପରେ ସମସ୍ତଙ୍କୁ ନିଦ ଆସିଥାଏ । ଏହା ମଧ୍ୟ ଅତି ସ୍ୱାଭାବିକ କଥା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଯେତେବେଳେ ଆମେ ଅପରାହ୍ନରେ ଖାଦ୍ୟ ଖାଇଥାଉ, ହଜମ ପ୍ରକ୍ରିୟାରେ ରକ୍ତ ସଞ୍ଚାଳନ ବୃଦ୍ଧି ହୋଇଥାଏ। ଏହି କାରଣରୁ, ମସ୍ତିଷ୍କକୁ ବ୍ଲଡ଼ ସପ୍ଲାଏ…
Read More...

ଶୋଇବାରେ ବାଧା ଦେଲେ କରିପାରିବେ କେସ୍

ନିଦ ଭଲ ହେଲେ ଶରୀର ମନ ସୁସ୍ଥ ରହେ । ସେଥିପାଇଁ ଭଲ ନିଦ ସମସ୍ତେ ଚାହାଁନ୍ତି । ହେଲେ ଆଜିର ବ୍ୟସ୍ତବହୁଳ ଜୀବନରେ ଭଲ ନିଦ ହେବା ଓ ଶୋଇବା ଏକ ବଡ ସମସ୍ୟା ହେଇଗଲାଣି । ଖାଲି ଚାକିରିଆ କ୍ଷେତ୍ରରେ ନୁହେଁ ବ୍ୟବସାୟୀ ହୁଅନ୍ତୁ କି ଘରେ ରହୁଥିବା ବ୍ୟକ୍ତି ସମସ୍ତଙ୍କ ଜୀବନରେ କିଛି ନା କିଛି…
Read More...