Browsing Tag

soro

ଆକାଉଣ୍ଟରୁ ୧୦ଲକ୍ଷ ଲୁଟିନେଲେ ଅନଲାଇନ ଠକ

ବାଲେଶ୍ୱର: ଅନଲାଇନ ଠକାମୀର ଶିକାର ହେଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାହକଙ୍କୁ ଯେତେ ସଚେତନ କଲେ ମଧ୍ୟ ଅନଲାଇନ ଠକଙ୍କ ନୂଆ ନୂଆ ଚାଲ ଗ୍ରାହକଙ୍କୁ ଲୁଟିବାରେ ସକ୍ଷମ ହେଉଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ସୋରର ବନ୍ଧନ…
Read More...

ଝାଡାବାନ୍ତିରେ ଆକ୍ରାନ୍ତ ଗ୍ରାମବାସୀ ; ଜଣେ ମୃତ , ୯ଜଣ ଆକ୍ରାନ୍ତ

ସୋର : ଝାଡାବାନ୍ତିରେ ଆକ୍ରାନ୍ତ ଗ୍ରାମବାସୀ। ଏ ଘଟଣା ଘଟିଛି ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତର୍ଗତ ନାକପଦା ଗାଁରେ । ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତ ମହିଳା…
Read More...

ଟ୍ରେନ୍ ଲାଇନରୁ ଦୁଇ ଓଡ଼ିଆ ଯୁବକଙ୍କ ମୃତଦେହ

ସୋର: ବେଙ୍ଗାଲୁରୁ ଟ୍ରେନ୍ ଲାଇନ କଡ଼ରୁ ମିଳିଲା ଦୁଇ ଓଡ଼ିଆ ଯୁବକଙ୍କ ମୃତଦେହ ।  ବାଲେଶ୍ୱର ଜିଲ୍ଲା ସୋର ଥାନା ମାଣିପୁର ହଡ଼ରାଗଡ଼ିଆର ପଦ୍ମଲୋଚନ ନାୟକ ଓ ବେହେରଣପୁରର ଶୁଭାଶିଷ ପ୍ରଧାନଙ୍କର ମୃତଦେହ ବେଙ୍ଗାଲୁରୁ ଷ୍ଟେସନ ନିକଟ ଟ୍ରେନ ଲାଇନରୁ ମିଳିଛି । ଉଭୟ ଯୁବକଙ୍କୁ ହତ୍ୟା…
Read More...

ବିପୁଳ ପରିମାଣର ମଦ ଜବତ ସହ ୪ ଗିରଫ

ସୋର- ବିପୁଳ ପରିମାଣର ମଦ ଜବତ ।ଏହା ସହିତ ୪ ଜଣଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଜିଲ୍ଲା ସୋର ଓ ସିମୁଳିଆ ଅଞ୍ଚଳରୁ ଜବତ ହୋଇଛି ।ସୂଚନା ଅନୁଯାୟୀ, ବାଲେଶ୍ୱର ଅଞ୍ଚଳର ଚୋରା ମଦ କାରବାର ଚାଲିଥିଲା । କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଏନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ବାଲେଶ୍ଵର…
Read More...