Browsing Tag

#sree mandira

ବନକଲାଗି ନୀତି ପାଇଁ  ୫ ଘଣ୍ଟା ବନ୍ଦ  ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ବୁଧବାର ମାଘ ମାସ ଶୁକ୍ଳ ଅଷ୍ଟମୀ ତିଥି ।  ଶ୍ରୀବିଗ୍ରହମାନଙ୍କ ହେବ ବନକଲାଗି ନୀତି । ଏଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୫ ଘଣ୍ଟା ବନ୍ଦ ରହିବ ଦର୍ଶନ । ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ଦ୍ବିପହର ଧୂପ ସରିବା ପରେ…
Read More...

ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡିବାକୁ ନେଇ ଚର୍ଚ୍ଚା

ପୁରୀ / ସଞ୍ଜୟ ମହାପାତ୍ର:   ପୁଣି ନିଷିଦ୍ଧାଞ୍ଚଳରେ ଡ୍ରୋନ।ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡିବାକୁ ନେଇ ଚର୍ଚ୍ଚା । ଶ୍ରୀମନ୍ଦିର ଚୁଡ଼ାର ଉପରି ଭାଗରେ  ପୁଣି ଏକ ଡ୍ରୋନ ଉଡ଼ିବାର ଚିତ୍ର ସାମନା କୁ ଆସିଛି । ନୋ ପ୍ଲାଇଂ ଜୋନରେ ଡ୍ରୋନ ଉଡିବାକୁ ସୁରକ୍ଷା କର୍ମୀ ବା ପୋଲିସ ପାଖରେ ଖବର…
Read More...

ଆସନ୍ତା କାଲି ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ବୁଧବାର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ।  ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା…
Read More...

କୁଇଣ୍ଟାଲ ପିଛା ୨୭୮୦ ଟଙ୍କା ମୂଲ୍ୟରେ ନିଲାମ ହେଲା ଅର୍ପଣ ଚାଉଳ

ପୁରୀ/ ସଞ୍ଜୟ ମହାପାତ୍ର: ନିଲାମ ହେଲା ଅର୍ପଣ ଚାଉଳ । ପରିକ୍ରମା ପ୍ରକଳ୍ପବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହେଲା । କୁଇଣ୍ଟାଲ ପିଛା ୨୭୮୦ ଟଙ୍କା ମୂଲ୍ୟରେ ନିଲାମ ହୋଇଛି ।ତେବେ ମୋଟ ଗଛିତ ୧୦୩୨୨.୪୯ କୁଇଣ୍ଟାଲ ଅର୍ପଣ ଚାଉଳ ୨କୋଟି ୮୬ ଲକ୍ଷ ୯୬ ହଜାର ୨୪୪ ଟଙ୍କାରେ ସମୁଦାୟ ଚାଉଳ ନିଲାମ…
Read More...

ଜ୍ୱରରେ ପୀଡିତ ଚତୁର୍ଦ୍ଧରବିଗ୍ରହ: ଜାରି ରହିଛି ଗୁପ୍ତ ଚିକିତ୍ସା

ପୁରୀ : ମହାସ୍ନାନ ପରେ ଏବେ ଅଣସର ଘରେ ଜ୍ୱରରେ ପୀଡିତ ଚତୁର୍ଦ୍ଧରବିଗ୍ରହ ।ଏଥି ପାଇଁ ଦଇତାପତି ସେବାୟତ ମାନେ ଜାରି ରଖିଛନ୍ତି ଗୁପ୍ତ ଚିକିତ୍ସା । ସମ୍ପୂର୍ଣ୍ଣ ଆୟୁର୍ବେଦ ପଦ୍ଧତିରେ କରାଯାଉଛି ମହାପ୍ରଭୁଙ୍କର ଚିକିତ୍ସା । ଚତୁର୍ଦ୍ଧା ବିଗ୍ରହଙ୍କ ଶରୀରରେ ଫୁଲୁରୀ ତେଲ ଲାଗି ପରେ ଗତକାଲି…
Read More...

ଆଜି ଶ୍ରୀଜିଉଙ୍କ ଖସାପଡା ନୀତି; ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ପବିତ୍ର ଚୈତ୍ରମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଖସାପଡା ନୀତି। ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ଲାଗି ପରେ ଏହି ନୀତି ସଂପନ୍ନ କରାଯିବ। ତେଣୁ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ତେବେ ସନ୍ଧ୍ୟା ୬ଟାରୁ ରାତି ୧୦ଟା…
Read More...

ଶ୍ରୀମନ୍ଦିରର ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ଖସିଲା ପଥର

ପୁରୀ: ଶ୍ରୀମନ୍ଦିରରୁ ଖସିପଡିଲା ପଥର । ଶ୍ରୀମନ୍ଦିରର ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିପଡିଛି । ପଥର ଖସି ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା ମିଳିଛି । ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ହୋଇନାହିଁ ।…
Read More...

ବନକଲାଗି ନିତିରେ ଅହେତୁକ ବିଳମ୍ବ, ଦର୍ଶନ ଅପେକ୍ଷାରେ ଭକ୍ତ

ପୁରୀ/  ସଞ୍ଜୟ ମହାପାତ୍ର : ବନକଲାଗି ନିତିରେ ବିଭ୍ରାଟ । ଦର୍ଶନ ଅପେକ୍ଷାରେ ଭକ୍ତ ହନ୍ତସନ୍ତ । ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ବନକଲାଗି ନିତି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ନିତିରେ ଅହେତୁକ ବିଳମ୍ବ ହେବା ସହ ରାତ୍ର ପ୍ରାୟ…
Read More...

ରତ୍ନଭଣ୍ଡାର ତଦାରଖ ପାଇଁ ୪ସପ୍ତାହରେ ମଧ୍ୟରେ ଗଠନ ହେବ କମିଟି

ପୁରୀ: ଗଠନ ହେବ ରତ୍ନଭଣ୍ଡାର କମିଟି । କମିଟି ପାଇଁ ଗତ ୧୨ ତାରିଖରେ ପ୍ରସ୍ତାବ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ରତ୍ନଭଣ୍ଡାର ତଦାରଖ ପାଇଁ ଗଠନ ହେବା ପାଇଁ ହାଇପାୱାର କମିଟି । ୪ ସପ୍ତାହ ମଧ୍ୟରେ ଗଠନ ହେବ ଏହି କମିଟି । ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟଇ । ଏ ନେଇ…
Read More...

ଅର୍ପଣ ରଥ ମାଧ୍ୟମରେ ସଂଗୃହିତ ଚାଉଳରୁ ପ୍ରସ୍ତୁତ ହେବ କାନିକା ଓ ଖେଚୁଡି

ପୁରୀ: ଭକ୍ତଙ୍କୁ ବଣ୍ଟାଯିବ ଅର୍ପଣ ରଥ ମାଧ୍ୟମରେ ସଂଗୃହିତ ଚାଉଳରୁ ପ୍ରସ୍ତୁତ କାନିକା ଓ ଖେଚୁଡି । ଗାଁ ଗାଁରୁ ଆସିଥିବା ଚାଉଳର ମାନ ନିର୍ଦ୍ଧାରଣ କରାଯାଇ ଲଏହାକୁ ଶ୍ରୀମନ୍ଦିରରେ ଭୋଗ କରାଯିବ । ତେବେ ମାନ ନିର୍ଦ୍ଧାରଣ ନେଇ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ସୁଆର,…
Read More...