Browsing Tag

#sree mandira

ନୂଆ ବର୍ଷରେ ବାତିଲ ହୋଇ ପାରେ ପହୁଡ ନୀତି

ପୁରୀ: ପାଖେଇ ଆସୁଛି ନୂଆ ବର୍ଷ । ଏଥି ପାଇଁ ଶ୍ରୀ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନୂଆ ବର୍ଷରେ ଗହଳିକୁ ଦୃଷ୍ଟିରେ ରଖି ମହା ପ୍ରଭୁଙ୍କର ରାତି ପହୁଡ ବାତିଲ ହୋଇପାରେ ବୋଲି କୁହାଯାଉଛି । ରାତି ୧୧ ସୁଦ୍ଧା ପହୁଡ ହୋଇନପାରିଲେ ରାତି ପହୁଡ ନୀତି ବାତିଲ କରାଯିବ । ଶ୍ରୀମନ୍ଦିର…
Read More...

ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ପବିତ୍ର ମାର୍ଗଶୀର ମାସ କୃଷ୍ଣପକ୍ଷ ସପ୍ତମୀ ତିଥି। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନିତି ହୋଇଥିବାରୁ ଏହି ନିତି ସମୟରେ ପ୍ରାୟ୫ଘଣ୍ଟା…
Read More...

ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନେଇ ଗଜପତି ମହାରାଜାଙ୍କ ସୂଚନା

ପୁରୀ: ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା । ୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନେଇ ଆଜି ଗଜପତି ମହାରାଜା ଦିବ୍ୟ ସିଂହ ଦେବ ସୂଚନା ଦେଇଛନ୍ତି । ଆଜି ସକାଳେ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ସୂଚନା ଦେଲେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ । ଶ୍ରୀସେତୁ,…
Read More...

୨ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପୁରୀ: ହାଇକୋର୍ଟରେ ଶ୍ରୀ ମନ୍ଦିରର ରତ୍ନଭଣ୍ଡାର ମରାମତି ସମ୍ପର୍କିତ ମାମଲାର ହେଲା ଶୁଣାଣି । ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ରତ୍ନଭଣ୍ଡାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି । ୨ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି…
Read More...

ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ସପ୍ତପୁରୀ ଅମାବାସ୍ୟା

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ,କୁଶୋତ୍ପାଟିନୀ ବା କୁଶଗ୍ରହଣୀ ଅମାବାସ୍ୟା ଭାବରେ ପାଳନ କରାଯାଏ । ଶ୍ରୀକ୍ଷେତ୍ରରେ ବାର ମାସରେ ତେରପର୍ବ ସହିତ ଆନକ ନୀତିକାନ୍ତି ସମ୍ପନ୍ନର ବିଧି ରହିଛି । ତେବେ…
Read More...

ବୁଧବାର ଦିନ ମହାପ୍ରଭୁଙ୍କ ହେବ ବନକଲାଗି ନିତୀ

ପୁରୀ: ସାଧାରଣ ସମୟରେ ମାସକୁ ୨ ଥର ବୁଧବାର ଦନ ହୁଏ ମହାପ୍ରଭୁଙ୍କର ବନକଲାଗି ନିତୀ । ବହୁ ବାଦ ବିବାଦ ପରେ ବନକଲାଗି ନିତୀ ର ହୋଇଛି ସମାଧାନ । ଆସନ୍ତା ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ନିତୀ ହେବ ବୋଲି ନିଷ୍ପତ୍ତି ନିଆଜାଇଛି । ବୁଧବାର ବେଶି ନୀତିକାନ୍ତି ରହିଲେ ଗୁରୁବାର…
Read More...

ଆସନ୍ତା ବୁଧବାରେ ହେବ ମହାପ୍ରଭୁଙ୍କ ବନକଲାଗି ନିତୀ

ପୁରୀ: ଆସନ୍ତା ବୁଧବାରେ ହେବ ମହାପ୍ରଭୁଙ୍କ ବନକଲାଗି ନିତୀ । ଏନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଆଦେଶ ଦେଇଥିବା କହିଛନ୍ତି ସଞ୍ଜୟ ଦତ୍ତ ମହାପାତ୍ର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଛନ୍ତି ଦତ୍ତ ମହାପାତ୍ର ସେବାୟତ । ଆଜି ବନକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର ସେବାୟତ…
Read More...

ଆଜି ବନକଲାଗି ନିତୀ ନହେଲେ ସେବାରୁ ହଟିବେ ସେବକ

ପୁରୀ: ତୁଟୁନି ବନକଲାଗି ବିବାଦ । ଦତମହାପାତ୍ର ସେବକଙ୍କୁ ଆଜି ବନକଲାଗି କରିବା ପାଇଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ୨୦୧୮ ମସିହା ନିଷ୍ପତ୍ତି ଅନୁସାରେ ଆଜି ବନକଲାଗି କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଜଦି ଆଜି ବନକଲାଗି କରାନଯାଏ ତେବେ ଧାରା ୩୩…
Read More...

ଆଜି ହେରାପଞ୍ଚମୀ ନୀତି, ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରିବେ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ଆଜି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ହେବ ହେରାପଞ୍ଚମୀ ନୀତି।ଭାଇଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । ବିଧି ପରମ୍ପରା ଅନୁଯାୟୀ ଆଡପମଣ୍ଡପରେ ବିରାଜିତ…
Read More...