Browsing Tag

stadium

ରାଜସ୍ଥାନର ଜୟପୁରରେ ଅବସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ୍ କୁ ପୁଣି ଥରେ ବୋମା ଧମକ

ଜୟପୁର-: ରାଜସ୍ଥାନର ରାଜଧାନୀ ଜୟପୁରରେ ଅବସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ୍ କୁ ପୁଣି ଥରେ ବୋମା ଧମକ ମିଳିଛି । ଗତ ପାଞ୍ଚ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ଷ୍ଟାଡିୟମକୁ ଧମକପୂର୍ଣ୍ଣ ଇମେଲ୍ ମିଳିଛି । ସୋମବାର (୧୨ ମଇ) ସକାଳେ ଜୟପୁର କ୍ରୀଡା ପରିଷଦ ପୁଣି ଏକ ଧମକପୂର୍ଣ୍ଣ ଇମେଲ୍ ପାଇଲା ।…
Read More...

ଷ୍ଟାଡିୟମର ମରାମତି ପାଇଁ ଖର୍ଚ୍ଚ ହେବ ୫ଶହ କୋଟି

ନୂଆଦୀଲ୍ଲି: ବିଶ୍ୱକପ୍ ପୂର୍ବରୁ ସୁଧୁରିବ ଷ୍ଟାଡିୟମର ସ୍ଥିତି । ଦେଶର ପ୍ରମୁଖ ୫ଟି ଷ୍ଟାଡିୟମର ହେବ ନବିକରଣ । ଏହି ଷ୍ଟାଡିୟମର ମରାମତି କାମ ବିସିସିଆଇ କରିବା ନେଇ ସୂଚନା ରହିଛି । ଏଥିପାଇଁ ୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବେଲି କୁହାଯାଉଛି । ତେବେ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ…
Read More...