ପାୱାର କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ
ବୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ୧୮ ହଜାର ପାୱାର କେନାଲରେ ଘଟିଛି ଅଘଟଣ । ଜଣେ ଛାତ୍ରୀ ନିଜ ପୁରୁଷ ବନ୍ଧୁଙ୍କ ସହ ପାୱାର କେନାଲକୁ ବୁଲିଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବାର ସୂଚନା ମିଳିଛି । ନିଖୋଜ ଛାତ୍ରୀ ଜଣକ ହେଲେ ନିଶା ଝା ଏବଂ ତାଙ୍କ ଘର ଝାରସୁଗୁଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି ।…
Read More...
Read More...